ବେଣାପଞ୍ଜରି ନିକଟରେ ଡକାୟତି ପ୍ଲାନ୍ କରୁଥିବା ଗ୍ୟାଙ୍ଗକୁ ଧରିଲା କମିଶନରେଟ୍ ପୋଲିସ୍
ଭୁବନେଶ୍ୱର(କେନ୍ୟୁଜ୍) : ରାତି ହେଲେ ମାତୁଥିଲେ ଲୁଟେରା ଗ୍ୟାଙ୍ଗ । ଲଙ୍କାଗୁଣ୍ଡ ପରିବର୍ତ୍ତେ ହାତରେ ଧରି ବୁଲୁଥିଲେ ବୋମା । ଲୁଟ୍ ପାଇଁ କରୁଥିଲେ ସବୁବେଳେ ନୂଆ ନୂଆ ଯୋଜନା । କିନ୍ତୁ ତାଙ୍କର ସବୁ ଯୋଜନାକୁ ପଣ୍ଡ କରିଛନ୍ତି କମିଶନ୍ରେଟ୍ ପୋଲିସ । କାରଣ ରାତି ଅଧରେ ବଡ ଧରଣର ଲୁଟ ପାଇଁ ଯୋଜନା କରୁଥିବା ବେଳେ ମାଡି ବସିଲା କମିଶନରେଟ ପୋଲିସ । ଆଉ ଗୋଡ଼େଇ ଗୋଡ଼େଇ ୫ ଜଣଙ୍କୁ ଧରିବାରେ ସଫଳତା ହାସଲ କରିଛନ୍ତି ।
ଏହି…
Read More...