ଆତ୍ମା ଓ ଏହାର ଉପସ୍ଥିତି, କେତେ ସତ କେତେ ମିଛ

ଆତ୍ମା ଓ ଏହାର ଉପସ୍ଥିତି, କେତେ ସତ କେତେ ମିଛ ! କ’ଣ ସତରେ ଅଛନ୍ତି ଆତ୍ମା ? କ’ଣ ସତରେ ଏ ଦୁନିଆରେ ରହିଛି କିଛି ଅଲୌକିକ ଶକ୍ତି ? ଆପଣ କଣ ଆତ୍ମାର ଉପସ୍ଥିତି ଉପରେ ବିଶ୍ୱାସ କରନ୍ତି ? ଯଦି ହଁ, ତେବେ ଏ ବିଷୟରେ ଆପଣଙ୍କର ନିଜର ବ୍ୟକ୍ତିଗତ ମତ କ’ଣ ? ଏ ଭଳି କିଛି ଭୌତିକ ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିଥିଲୁ ଆମେ । କିନ୍ତୁ ଯାହା ଉତ୍ତର ମିଳିଲା, ନିଶ୍ଚିତ ଭାବରେ ଆପଣଙ୍କୁ କରିଦେବ ହାତବାକ ।

ପ୍ରଥମ ଏପିଶୋଡରେ ଆମର #knews କ୍ୟାମେରା ଟିମ ପହଞ୍ଚିଥିଲା ଐତିହ ସମ୍ପର୍ଣ୍ଣ ଶାନ୍ତିସ୍ତୁପ ଧଉଳିରେ, ଯେଉଁଠାରେ ଏକଦା ଲେଖାଯାଇଥିଲା ହୃଦୟ ବିଦାରକ କଳିଙ୍ଗ ଯୁଦ୍ଧର କାହାଣୀ । ସେଠାର ଲୋକଙ୍କ କହିବା ମୁତାବକ ଏବେବି ସେମାନେ ସେଠି ଯୁଦ୍ଧରେ ମୃତ ବ୍ୟକ୍ତିଙ୍କର ଆତ୍ମାର ଉପସ୍ଥିତିକୁ ଅନୁଭବ କରନ୍ତି । କହିବା ମୂଲ୍ୟହୀନ ଯେ ଏକବିଂଶ ଶତାବ୍ଦୀରେ ମଧ୍ୟ ଏ କଥାକୁ ଆମେ ଏତେ ସହଜରେ ଗ୍ରହଣ କରିନେଇଥିବୁ । ତେଣୁ ଏହାର ସତ୍ୟାସତ୍ୟ ଜାଣିବା ପାଈଁ ବାହାରିଥିଲା ଆମର କ୍ୟାମେରା ଟିମ ଏବଂ ସେଠି ଆମେ ଯାହା ଅନୁଭବ କଲୁ ତାହା ଅତ୍ୟନ୍ତ ଭୟାନକ । ଘଟଣାର ସମ୍ପୂର୍ଣ ବିବରଣୀ ପାଇଁ ଆମର ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ।

Leave A Reply

Your email address will not be published.