ଆସିଗଲା ଲଡୁ ତିଆରି ମେସିନ୍, ବିନା ହାତରେ ପ୍ରସ୍ତୁତ ହେବ ମୋତିଚୁର୍ ଲଡୁ
ଯେତେବେଳେ କୌଣସି ଖୁସିର ଘଟଣା ଆସେ, ଲୋକମାନେ ମିଠା ବା ଲଡୁ ଖାଇବାକୁ ଅଧିକ ପସନ୍ଦ କରନ୍ତି । ପର୍ବ ହେଉ କିମ୍ବା ପୂଜା ହେଉ, ମିଠା ମଧ୍ୟରେ ଲଡୁ ହେଉଛି ରାଜା । କିନ୍ତୁ ବେଳେବେଳେ ଲଡୁ ତିଆରି କରିବାର କଠିନ ପରିଶ୍ରମ ଦ୍ୱାରା ସବୁ ଖୁସିକୁ ନଷ୍ଟ କରିଥାଏ । ଆପଣ ମଧ୍ୟ ବେଳେ ବେଳେ ଏହା ଭାବୁଥାଇ ପାରନ୍ତି ଲଡୁ ତିଆରି କରିବା କଷ୍ଟକର କାର୍ଯ୍ୟ କିନ୍ତୁ ଏବେ ଚିନ୍ତା କର ନାହିଁ । ମୋତିଚୋର ଲଡୁ ତିଆରି କରିବାର ଏକ ସୁନ୍ଦର ଉପାୟ…
Read More...