କାଲି ଯାଆଁଳା ପୁଅ ଜନ୍ମ ଦେଲେ ହେଲେ ଆଜି ଆରପାରିକୁ ଚାଲିଗଲେ
ଭୁବନେଶ୍ୱର: ଡହ ଡହ ଖରା ସାଙ୍ଗକୁ ଝାଞ୍ଜି ପବନ । ଅସହ୍ୟ ଗରମ ଗୁଳୁଗୁଳି ଭିତରେ ଆମେ ଥିଲୁ କ୍ୟାପିଟାଲ ହସ୍ପିଟାଲ ପରିସରରେ । ଦେଖିଲୁ ଗୋଟିଏ ଜାଗାରେ ଅନେକ ଲୋକ ରୁଣ୍ଡ ହୋଇଥାନ୍ତି l କାନ୍ଦ ବୋବାଳିରେ ଫାଟି ପଡୁଥାଏ ମେଡିକାଲ ପରିସର l ଯୁଆଡେ ଚାହିଁବ ସେଇଠି ଦେଖିବ କିଏ ଆଖି ଲୁହ ପୋଛୁଛି ତ ଆଉ କିଏ ଭୋ ଭୋ ହୋଇ କାନ୍ଦୁଛି । ଯେଉଁ ଦୃଶ୍ୟ ଦେଖି ଆପଣ ବି ନିଜ କୋହକୁ ସମ୍ଭଳି ପାରିବେନି । କାନ୍ଦି କାନ୍ଦି କିଏ କହୁଥାଏ…
Read More...