ଫୋନକୁ ଫ୍ୟାକ୍ଟ୍ରି ରିସେଟ କରିବାର ସଠିକ୍ ତରିକା କଣ, ଜାଣନ୍ତୁ ପ୍ରୋସେସ୍
ନୂଆ ସ୍ମାର୍ଟଫୋନ୍ କିଣିବା ସମୟରେ ଅନେକ ଲୋକ ବହୁତ ଏକ୍ସାଇଟେଡ୍ ରହିଥାନ୍ତି । ଏମିତିରେ ଯେତେବେଳେ ବି ଲୋକମାନେ ନୂଆ ଫୋନ ଆସେ ସେତେବେଳେ ପୁରୁଣା ଫୋନକୁ କଣ କରିବେ ବିକ୍ରି କରିବେ କି କଣ କରିବେ ଏମିତି ଅନେକ ଭାବନା ତାଙ୍କ ମନକୁ ଆସେ । କିନ୍ତୁ ଏସବୁ ଭିତରେ ମନକୁ ଏକ ପ୍ରଶ୍ନ ଆସେ ଯେ ଏବେ ପୁରୁଣା ଫୋନର ଡାଟାକୁ କେମିତି ସୁରକ୍ଷିତ ରଖି ଫୋନକୁ ବିକ୍ରି କରିବା । ଏଥିପାଇଁ ଆପଣ ଫ୍ୟାକ୍ଟ୍ରି ରିସେଟର ସାହାରା ନେଇପାରିବେ ।…
Read More...