ଯୁବକଙ୍କ ମୃତ୍ୟୁ ପାଇଁ ପୋଲିସକୁ ଦାୟୀ କଲେ ପରିବାର, ଶବ ରଖି କଲେ ଏସ୍ପି ଅଫିସ ଘେରାଉ
ଖୋର୍ଦ୍ଧା(କେନ୍ୟୁଜ୍): ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ର କରି ଏସ୍ପି ଅଫିସ୍ ଘେରାଉ କଲେ ପରିବା ଲୋକେ। ବୋଲିସ ଅବହେଳା ନେଇ ପ୍ରଶ୍ନ ଉଠାଇଲେ । ଖୋର୍ଦ୍ଧା ସଦରଥାନା ଦଳେଇପୁଟ ଠାରେ ଗତ ୨୨ ତାରିଖରେ ହୋଇଥିଲା ଦୁର୍ଘଟଣା। ଦୁର୍ଘଟଣାରେ ଗୁରୁତର ହୋଇଥିଲେ ଖୋର୍ଦ୍ଧା ଗୁରୁଜଙ୍ଗର ନୀଳକଣ୍ଠ ମହାପାତ୍ର। ସଦରଥାନା ପୋଲିସ ଗୁରୁତର ନୀଳକଣ୍ଠକୁ ଖୋର୍ଦ୍ଧାଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ପୋଲିସ ନୀଳକଣ୍ଠଙ୍କ ବାଇକ ଏବଂ ମୋବାଇଲ…
Read More...