ବଦଲା ନେଲା ଇସ୍ରାଏଲ, ଇରାନ ଉପରେ କଲା ମିଶାଇଲ ମାଡ଼
ବଦଲା ନେଲା ଇସ୍ରାଏଲ । ଇରାନ ଉପରେ ମିଶାଇଲ ମାଡ଼ । ଇରାନ ଇଶାଫାହାନ ସହରରେ ମିସାଇଲ ମାଡ଼ କରିଛି ଇସ୍ରାଏଲ । ଇଶାଫାହାନ ସହରର ଏୟାର ପୋର୍ଟ ନିକଟରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି ।
ଗୁରୁତ୍ବପୂର୍ଣ୍ଣ କଥା ହେଲା, ଇସାଫାହାନ ପ୍ରଦେଶରେ ଇରାନର ଅନେକ ନ୍ୟୁକ୍ଲିଅର ସାଇଟ ରହିଛି। ତେଣୁ ଇସ୍ରାଏଲର ମିସାଇଲ ମାଡ଼ ବଡ଼ ବିପଦ ସୃଷ୍ଟି କରିବ । ଇରାନ ଉପରେ ଇସ୍ରାଏଲ କାହିଁକି ମିଶାଇଲ ମାଡ଼ କଲା ତୁରନ୍ତ ଏହାର କାରଣ ଜଣା ପଡ଼ିନି ।…
Read More...