ଶାନ୍ତି ଶୃଙ୍ଖଳାର ସହିତ ପାଳନ ହେଲା ଦୋଳ ଉତ୍ସବ, ଦେଖିବାକୁ ମିଳିଥିଲା ଭକ୍ତମାନଙ୍କ ଭିଡ
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକସ୍ଥିତ ବ୍ରାହ୍ମଣ ଗାଁର ବାବା ପ୍ରସନ୍ନ କ୍ଷେମେଶ୍ଵର ମହାଦେବ ମନ୍ଦିରରେ ପାଳିତ ହୋଇଛି ମେଳଣ ପର୍ବ । ହରଙ୍କ ଠାରୁ ହରି ଅବିର ନେବା ପାଇଁ ଲାଗିଥିଲା ଲୋକଙ୍କ ଲମ୍ୱା ଲାଇନ । ବାଜା ବଜାଇ ମେଳଣ ପର୍ବକୁ ଉପଭୋଗ କରିଛନ୍ତି ହଜାର ହଜାର ଭକ୍ତ । ବିଭିନ୍ନ ପ୍ରକାର ଆଲୋକ ମାଳାରେ ସଜ୍ଜା ଯାଇଥିଲା ବିମାନ । ଭକ୍ତଙ୍କ ଆକର୍ଷଣ ପାଇଁ ନାନା ଜାତିର ଫୁଲରେ ପୋତି ହୋଇଥିଲେ ଠାକୁର । ବିମାନକୁ ସୋଲ…
Read More...