ହୋଲି ପରେ କେଶ ଅଧିକ ଡ୍ରାଏ ହୋଇଯାଇଛି କି ? ଆପଣାନ୍ତୁ ଏହି ଉପାୟ ମିଳିବ ଅନେକ ଫାଇଦା
ହୋଲିରେ କେଶରେ କଲର ଲଗିବା ଯୋଗୁ ଏହା ବହୁତ ଡ୍ରାଏ ଓ ଖରାପ ହେବାକୁ ଲାଗିଛି । ତେବେ ଏପରି ଭାବେ କେଶର ଡ୍ରାଏନେସ୍ ବଢିଗଲାଣି । ଏପରି ପରିସ୍ଥିତିରେ କେଶକୁ ନରମ ଏବଂ ସିଲ୍କ କରିବା ପାଇଁ ହେୟାର ମାସ୍କ ବ୍ୟବହାର କରନ୍ତୁ । ସେଥିପାଇଁ ଆମେ ଆଜି ଆପଣଙ୍କୁ କିଛି ବିଶେଷ ହେୟାର ମାସ୍କ ବିଷୟରେ ଜଣାଇବୁ । ତେବେ ଆପଣ କଦଳୀ, କ୍ଷୀର ଏବଂ ମହୁ ସହିତ ଏକ ହାଇଡ୍ରେଟିଂ ହେୟାର ମାସ୍କ ପ୍ରସ୍ତୁତ କରିପାରିବେ । ଏହି ହେୟାର ମାସ୍କ…
Read More...