ଓଡ଼ିଶା କ୍ରିକେଟ ଦଳର ମୁଖ୍ୟ କୋଚ୍ ଭାବରେ ଚୟନ ହେଲେ ମହାରାଷ୍ଟ୍ରର ସୁରେନ୍ଦ୍ର ଭାବେ
କଟକ(କେନ୍ୟୁଜ୍): ପୁଣି ବଦଳିଲେ କୋଚ୍ । ଓଡ଼ିଶା ସିନିଅର କ୍ରିକେଟ ଟିମର ମୁଖ୍ୟ କୋଚ୍ ଭାବରେ ଚୟନ ହୋଇଛନ୍ତି ମହାରାଷ୍ଟ୍ରର ସୁରେନ୍ଦ୍ର ଭାବେ । ଏନେଇ ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି । ଏହା ପୂର୍ବରୁ ଦିନେସ ମୋଙ୍ଗିଆ ହେଡ କୋଚ୍ ଭାବରେ ଦାୟିତ୍ୱ ନିର୍ବାହ କରୁଥିଲେ ।
ଗତ ବର୍ଷ ଏପ୍ରିଲ ମାସ ୨୭ ତାରିଖରେ ନିଯୁକ୍ତ ହେବା ପରେ, ମାତ୍ର ଗୋଟିଏ ସିଜିନ କୋଚ୍ ରହିଥିଲେ ଦିନେସ । ପୂର୍ବରୁ ମାଇକେଲ…
Read More...