Odisha News

ସମ୍ବଲପୁରରେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣାରେ ଚାଲିଛି ଖୋଳତାଡ, ଦୁଷ୍ମର୍ମ ପୀଡିତାଙ୍କୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା

ସମ୍ବଲପୁର(କେନ୍ୟୁଜ୍):  ସମ୍ବଲପୁରରେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣାରେ ଚାଲିଛି ଖୋଳତାଡ। ତଦନ୍ତ ପାଇଁ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ବୁର୍ଲା ମେଡିକାଲ ଯାଇ ପୀଡିତାଙ୍କୁ ଭେଟିବା ସହ ଦୁଷ୍ମର୍ମ ଘଟିଥିବା ସ୍ଥାନ ଓ ଅଇଁଠାପାଲି ଥାନା ପରିଦର୍ଶନ କରିଛନ୍ତି । ସେପଟେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଏବେ ସଙ୍କଟାପନ୍ନ ରହିଛି। ବୁର୍ଲା ମେଡିକାଲର ସ୍ୱେଶାଲ ୱାର୍ଡରେ ତାଙ୍କର ଚାଲିଛି ଚିକିତ୍ସା। ଗତକାଲି ଅଇଁଠାପାଲି ଥାନା ଅନ୍ତର୍ଗତ ଡେଙ୍ଗସର୍ଗି ନିକଟ ରାସ୍ତାରୁ ମୁମୂର୍ଷୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା।

Loading...

Leave A Reply

Your email address will not be published.