ଆଉ ୪୮ ଘଣ୍ଟା ନିଆଁ ବର୍ଷା: ଆଜି ଅତି ଭୀଷଣ ଗ୍ରୀଷ୍ମଲହରୀ ନେଇ ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର(କେନ୍ୟୁଜ୍): ଆଉ ୪୮ ଘଣ୍ଟା ନିଆଁ ବର୍ଷା। ସାରା ରାଜ୍ୟରେ ଅସମ୍ଭାଳ ତାତି। ଆକାଶରୁ ନିଆଁ ବର୍ଷୁଛି । ଆଜି ବି ବର୍ଷିବ। ଗତକାଲି ୪୩.୬ ଡିଗ୍ରୀ ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟି ଥିଲା । ସ୍ୱଭାବିକଠାରୁ ୫.୭ ଡିଗ୍ରୀ ଉପରେ ରହୁଛି ରାଜଧାନୀ ତାପମାତ୍ରା । ୪୨ ଡିଗ୍ରୀ ଉପରେ ୧୪ ସହରର ତାପମାତ୍ରା ରେକର୍ଡ କରାଯାଇଛି ।
୨୧ ତାରିଖ ଯାଏ ତାତିରୁ ନାହିଁ ନିସ୍ତାର । ଆଜି, ଆସନ୍ତାକାଲି ଓ ୨୧ତାରିଖରେ…
Read More...