କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର । ରାଜ୍ୟଗୋଷ୍ଠୀ କ୍ରୀଡାରେ ଖେଳାଯିବ ଟି-୨୦ କ୍ରିକେଟ୍ । ୨୦୨୨ରେ ବର୍ମିଂହାମ୍ରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ଟି-୨୦ କ୍ରିକେଟ୍ ଖେଳାଯିବ । ଇଣ୍ଟରନେସନାଲ କ୍ରିକେଟ୍ କାଉନ୍ସିଲ୍ ଓ କମନେଓ୍ଵଲ୍ଥ ଗେମ୍ ଫେଡେରେସନ୍ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ମହିଳା ଟି-୨୦ କ୍ରିକେଟ୍ରେ ୮ଟି ଦଳ ଭାଗ ନେବେ । ସମସ୍ତ ମ୍ୟାଚ୍ ଏଜ୍ବାଷ୍ଟନ୍ରେ ଖେଳାଯିବ । ପ୍ରଥମ ଥର ପାଇଁ ୧୯୯୮ ରାଜ୍ୟଗୋଷ୍ଠୀ କ୍ରୀଡାରେ କ୍ରିକେଟ୍ ସାମିଲ କରାଯାଇଥିଲା । ଏଥିରେ ଦକ୍ଷିଣ ଆଫ୍ରିକା ସ୍ୱର୍ଣ୍ଣପଦକ ଜିତିଥିଲା।
Trending
- ପୁଣି ବଢିଲା ବସ ଭଡ଼ା, ତେଲ ଦର ବଢିଥିବାରୁ ବସ ଭଡ଼ା ବଢିଲା
- ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମାଷ୍ଟରମାଇଣ୍ଡ ବିବନ ବିଶ୍ୱାଳକୁ ରିମାଣ୍ଡରେ ନେଲା ସିବିଆଇ
- ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ୍ ଜିଲ୍ଲାରେ ନକ୍ସଲଙ୍କ ବିସ୍ଫୋରଣ, ୨ ଯବାନ୍ ସହିଦ୍
- ସୁନ୍ଦରଗଡ଼: ନଦୀପଠାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର
- ଆନନ୍ଦପୁର କରଞ୍ଜିଆ ରାସ୍ତା ସାତକୋଶିଆ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍
- ଭଦ୍ରକ ପାଣିଭଦ୍ରକ ଅଙ୍ଗନବାଡି କେନ୍ଦ୍ରରେ ଖେଳୁଥିବା ସମୟରେ ଗରମ ଡାଲିରେ ପଡିଗଲେ ଛାତ୍ରୀ
- ବାହାଘର ଓ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଡିଜେ ଓ ଡାକବାଜି ଯନ୍ତ୍ର ଉପରେ ଅଙ୍କୁଶ
- କଟକରେ ୩ଜଣ ହୋମ ଗାର୍ଡ ଗିରଫ
- ଭାରତ ଓ ଇଂଲଣ୍ଡ ସିରିଜର ଆରମ୍ଭ ହୋଇଛି ଶେଷ ଟେଷ୍ଟ
- ରାଜଧାନୀରେ ବିକଟାଳ ଶବ୍ଦ କରୁଥିବା ବାଇକ୍ ଧରପଗଡ଼ ଆରମ୍ଭ