କିଏ ତିଆରି କରିଥିଲେ ପ୍ରଥମ ଇଲେକ୍ଟ୍ରିକ ଫ୍ୟାନ? ଭାରତକୁ କିପରି ଆସିଲା
ଖରାଦିନ ଆସିବା ମାତ୍ରେ ହିଁ ପ୍ରତ୍ୟେକ ଲୋକ ଘରେ ଫ୍ୟାନ ଲଗାଇବା ଆରମ୍ଭ କରନ୍ତି । ଆଜିକାଲି ଏମିତି କେହି ବି ନଥିବେ ଯାହା ଘରେ ଫ୍ୟାନ ନାହିଁ । କିନ୍ତୁ କ'ଣ ଆପଣ କେବେ ଚିନ୍ତା କରିଛନ୍ତି କି ଆମକୁ ଗରମରୁ ମୁକ୍ତି ଦେଉଥିବା ଏହି ଫ୍ୟାନ କିଏ ସୃଷ୍ଟି କରିଛି ଏବଂ ଏହା ଭାରତକୁ କିପରି ଆସିଲା? ଫ୍ୟାନ ଏତେ ଲୋକପ୍ରିୟ କିପରି ହେଲା? ତେବେ ଆଜି ଆମେ ଆପଣଙ୍କୁ ଏହା ପଛରେ ଥିବା ଇତିହାସ ବିଷୟରେ ଜଣାଇବୁ ।
ଆପଣ ନିଶ୍ଚିତ ଭାବରେ…
Read More...