ଭୁବନେଶ୍ୱର: ଗେଷ୍ଟ ହାଉସରୁ ବ୍ୟବସାୟୀଙ୍କ ମୃତଦେହ ଜବତ
ଭୁବନେଶ୍ୱର (କେନ୍ୟୁଜ୍): ଗେଷ୍ଟ ହାଉସରୁ ମୃତଦେହ । ଭୁବନେଶ୍ୱରରେ ବ୍ୟବସାୟୀଙ୍କ ସନ୍ଦେଜନକ ମୃତ୍ୟୁ । ଭୁବନେଶ୍ୱର ମୈତ୍ରି ବିହାର ଥାନା ଶାନ୍ତି ଗେଷ୍ଟ ହାଉସରୁ ମୃତଦେହ ଜବତ କରାଯାଇଛି । ମୃତଦେହଟି ଗଳିତ ଅବସ୍ଥାରେ ରହିଥିଲା ।
ମୃତକ ହେଉଛନ୍ତି ବ୍ୟବସାୟୀ ତପନ ପ୍ରସାଦ ଆଚାର୍ଯ୍ୟ । ତାଙ୍କ ଘର ଫୁଲବାଣୀ ଟାଉନ୍ ଥାନା ଅଞ୍ଚଳରେ । ସେ ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ବୋଲି ଜଣାପଡ଼ିଛି । ସବୁ ମାସ ପରି…
Read More...