ଆଜି ବି ଅସମ୍ଭାଳ ତାତି, ସକାଳ ୮ଟା ୩୦ ସୁଦ୍ଧା ତାଳଚେରରେ ପାରଦ ୩୬ ଡିଗ୍ରୀ ଛୁଇଁଛି
ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଗ୍ରୀଷ୍ମ ଲହରୀ ଆତଙ୍କ । ଗତ କିଛି ଦିନ ଧରି ଭୟଙ୍କର ତାତିରେ ଭାଜି ହେଉଛି ଓଡ଼ିଶା । ସକାଳ ୮ଟା ୩୦ ସୁଦ୍ଧା ତାଳଚେରରେ ପାରଦ ୩୬ ଡିଗ୍ରୀ ଛୁଇଁଛି । ସେହିପରି ଅନୁଗୁଳ ଓ ବାଲେଶ୍ବରରେ ୩୫ ଓ ଭୁବନେଶ୍ବର ତାପମାତ୍ରର ୩୪.୨ ଡିଗ୍ରୀ ରେକର୍ଡ ହୋଇଛି । ଆଗକୁ ଆହୁରି ଅସହ୍ୟ ହେବ । ୨୬ରୁ ଅତି ସାଂଘାତିକ ହେବ ହିଟ ୱେଭ। ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ହିଟ ୱେଭରୁ…
Read More...