ଭୁବେନେଶ୍ବର(କେନ୍ୟୁଜ୍) : ଆଉ ଦୁଇଟି ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । କନ୍ଧମାଳ ଲୋକସଭା ପ୍ରାର୍ଥୀ ହୋଇଛନ୍ତି ଖାରବେଳ ସ୍ୱାଇଁ । ସେହିପରି କଟକ ପାଇଁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ପୋଲିସ୍ ଡିଜି ପ୍ରକାଶ ମିଶ୍ର । ଗତକାଲି ପ୍ରକାଶ ମିଶ୍ର ବିଜେପିରେ ସାମିଲ ହୋଇଥିଲେ । ସେହିପର ଆଜି ବିଜେପିରେ ମିଶିଛନ୍ତି ଖାରବେଳ ସ୍ୱାଇଁ ।
ସେହିପରି ୯ଟି ବିଧାନସଭା ପାଇଁ ତାଲିକା ପ୍ରକାଶ କରିଛି ବିଜେପି । ଝାରସୁଗୁଡ଼ା ପାଇଁ ଦିନେଶ ଜୈନ, ରେଢାଖୋଲ ପାଇଁ ଦେବେନ୍ଦ୍ର ମହାପାତ୍ର, ଭଣ୍ଡାରିପୋଖରୀ ପାଇଁ ବଦ୍ରିନାରାୟଣ ଧଳ, ଭଦ୍ରକ ପାଇଁ ପ୍ରଦୀପ ନାୟକଙ୍କ ପ୍ରାର୍ଥୀ କରିଛି ଦଳ । ସେହିପରି ଫୁଲବାଣୀ ପାଇଁ ଦେବନାରାୟଣ ପ୍ରଧାନ, ପାରାଦୀପ ପାଇଁ ସମ୍ପଦ ସ୍ୱାଇଁ, ଜୟଦେବ ପାଇଁ ନରେନ୍ଦ୍ର ନାୟକ, ଜଟଣୀ ପାଇଁ ବିଶ୍ୱରଞ୍ଜନ ବଡଜେନା ଓ ବେଗୁନିଆ ପାଇଁ ରିଷଭ ନନ୍ଦଙ୍କୁ ଦଳ ପ୍ରାର୍ଥୀ କରିଛି ।
ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…
ଭୁବନେଶ୍ବର(କେନ୍ୟୁଜ୍): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…
ଭୁବନେଶ୍ବର(କେନ୍ୟୁଜ୍): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…
ମୟୂରଭଞ୍ଜ (କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…
ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…
ଭୁବନେଶ୍ୱର(କେନ୍ୟୁଜ୍): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…