Gmartର 4ର୍ଥ ବାର୍ଷିକ ଉତ୍ସବ ପାଳିତ, ନିଜସ୍ୱ କ୍ୟାଟରିଙ୍ଗ ବ୍ୟବସ୍ଥାର କଲା ଶୁଭ ଉଦଘାଟନ

ଭୁବନେଶ୍ୱର: ପାଳିତ ହୋଇଯାଇଛି Gmartର 4ର୍ଥ ବାର୍ଷିକ ଉତ୍ସବ। ଏହି ଅବସରରେ gmart ତାର ନିଜସ୍ୱ କ୍ୟାଟରିଙ୍ଗ ବ୍ୟବସ୍ଥାର ଶୁଭ ଉଦଘାଟନ କରିଛି। Gmat ନିଜର ଇଭେଣ୍ଟ ଓ online ସେଲରେ ଅନେକ ସଫଳତା ହାସଲ କରିବା ପରେ କ୍ୟାଟ୍ରିଙ୍ଗ ବ୍ୟବସ୍ଥା ଉପରେ ବେଶ ଆଶା ରଖିଛି। ପୂର୍ବ ଭଳି ସମସ୍ତେ ଏହି ବ୍ୟବସ୍ଥାକୁ ଆପଣାଇବା ପାଇଁ  gmart ମାଲିକ ଶ୍ରୀ ଜିତେନ୍ଦ୍ର କୁମାର ସାହୁ ଆଶା ରଖିଥିବା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି, Gmatର ସମସ୍ତ କର୍ମକର୍ତା ତାଙ୍କ ପରିବାର, ତେଣୁ ସେ କେବେ ସେମାନଙ୍କୁ କର୍ମୀ ବୋଲି ଭାବି ନାହାନ୍ତି।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରମ ଓ ନିଯୁକ୍ତି କମିଶନର ଶ୍ରୀମତୀ ମଞ୍ଜୁଲତା ବେହେରା ଯୋଗ ଦେଇଥିବାବେଳେ, ଅତିରିକ୍ତ ଅତିଥି ଭାବେ ଡ଼ଃ. ସୁମିତ ଶୁଭଦର୍ଶୀ ମହାନ୍ତି ଯୋଗ ଦେଇଥିଲେ । ଭୁବନେଶ୍ୱର କୋଳଥିଆ ଠାରେ ଏକ ଘରୋଇ ହୋଟେଲରେ Gmat ୟୁନିଟର ଏହି ଉତ୍ସବ ପାଳିତ ହୋଇ ଯାଇଛି ।

Sonalisa

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

4 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

14 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

25 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

53 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago