ଯାତ୍ରୀଙ୍କ ପାଇଁ ଏୟାର ଇଣ୍ଡିଆର ଏକ ବଡ ସୁବିଧା । ଏହି ସୁବିଧା ଆସନ୍ତା ମେ ପହିଲାରୁ ପ୍ରଦାନ କରାଯିବ। ଯାତ୍ରୀମାନେ ସେମାନଙ୍କ ଟିକେଟ୍ ବୁକ୍ କରିବାର ୨୪ ଘଣ୍ଟା ମଧ୍ୟରେ ଯଦି ବାତିଲ କରନ୍ତି କିମ୍ବା କୌଣସି ପରିବର୍ତନ ଆଣନ୍ତି ତେବେ ସେମାନଙ୍କୁ କୌଣସି ଫି ଦେବାକୁ ପଡ଼ିବ ନାହିଁ। ତେବେ ଟିକେଟ୍ ବୁକିଂ ତାରିଖର ୭ ଦିନ ପରେ ଉକ୍ତ ବିମାନର ଉଡ଼ାଣ ହେଉଥିବା ଆବଶ୍ୟକ। ଗତ ୨୭ ତାରିଖରେ ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏକ ପାସେଞ୍ଜର ଚାର୍ଟର ଜାରି କରାଯାଇଛି। ଏଥିରେ ବିମାନ ଯାତ୍ରୀଙ୍କ ଅଧିକାର ସମ୍ପର୍କରେ ଉଲ୍ଲେଖ ହୋଇଛି। ସେହିଭଳି ଗତ ୨୪ ତାରିଖରେ ଏୟାର ଇଣ୍ଡିଆ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇ ଏ ବିଷୟରେ ସୂଚନା ଦିଆଯାଇଛି।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…