Photo Credit: indiatoday
ପୋଲିସ ବିଭାଗରେ ନିଯୁକ୍ତିର ସୁବର୍ଣ୍ଣ ସୁଯୋଗ। ପୋଲିସ ଏଏସ୍ଆଇ ହେବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଜରୁରୀ ସୂଚନା। କେନ୍ଦ୍ରୀୟ ଉଦ୍ୟୋଗିକ ସୁରକ୍ଷା ବଳ (CISF) ଏଏସ୍ଆଇ ପଦରେ ନିଯୁକ୍ତିକୁ ନେଇ ନୋଟିସ୍ ଜାରି କରିଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଏହି ସୁଯୋଗକୁ ଆଦୌ ହାତ ଛଡ଼ା କରନ୍ତୁ ନାହିଁ।
ପଦ ନାମ: ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର
ପଦ ସଂଖ୍ୟା: ୬୯୦
ଯୋଗ୍ୟତା: ସ୍ନାତକ ଡିଗ୍ରୀ
ବୟସ ସୀମା: ସର୍ବାଧିକ ୩୫ ବର୍ଷ
ଆବେଦନ ଶେଷ: ୫ ଫେବ୍ରୁଆରୀ ୨୦୨୧
ଆବେଦନ ପ୍ରକ୍ରିୟା: ଅନ୍ଲାଇନ୍
ଚୟନ ପ୍ରକ୍ରିୟା: ଲିଖିତ ପରୀକ୍ଷା, ଶାରୀରିକ ମାନକ ପରୀକ୍ଷଣ, ଶାରୀରିକ ଦକ୍ଷତା ପରୀକ୍ଷଣ ଓ ମେଡିକାଲ ଟେଷ୍ଟ
ଦରମା: କେନ୍ଦ୍ର ସରକାରଙ୍କ ନିୟମାନୁସାରେ
ଏମିତି କରନ୍ତୁ ଆବେଦନ: https://www.cisf.gov.in/ କୁ ଯାଇ ଫର୍ମ ପୂରଣ କରନ୍ତୁ।
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…