+୩ ପାସ୍‌ କରିଥିବା ପ୍ରାର୍ଥୀଙ୍କ ପାଇଁ ପୋଲିସ ବିଭାଗରେ ନିଯୁକ୍ତି ସୁଯୋଗ, ଏବେ ହିଁ କରନ୍ତୁ ଆବେଦନ

ପୋଲିସ ବିଭାଗରେ ନିଯୁକ୍ତିର ସୁବର୍ଣ୍ଣ ସୁଯୋଗ। ପୋଲିସ ଏଏସ୍‌ଆଇ ହେବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଜରୁରୀ ସୂଚନା। କେନ୍ଦ୍ରୀୟ ଉଦ୍ୟୋଗିକ ସୁରକ୍ଷା ବଳ (CISF) ଏଏସ୍‌ଆଇ ପଦରେ ନିଯୁକ୍ତିକୁ ନେଇ ନୋଟିସ୍‌ ଜାରି କରିଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଏହି ସୁଯୋଗକୁ ଆଦୌ ହାତ ଛଡ଼ା କରନ୍ତୁ ନାହିଁ।

ପଦ ନାମ: ଆସିଷ୍ଟାଣ୍ଟ ସବ୍‌-ଇନ୍‌ସପେକ୍ଟର

ପଦ ସଂଖ୍ୟା: ୬୯୦

ଯୋଗ୍ୟତା: ସ୍ନାତକ ଡିଗ୍ରୀ

ବୟସ ସୀମା: ସର୍ବାଧିକ ୩୫ ବର୍ଷ

ଆବେଦନ ଶେଷ: ୫ ଫେବ୍ରୁଆରୀ ୨୦୨୧

ଆବେଦନ ପ୍ରକ୍ରିୟା: ଅନ୍‌ଲାଇନ୍‌

ଚୟନ ପ୍ରକ୍ରିୟା: ଲିଖିତ ପରୀକ୍ଷା, ଶାରୀରିକ ମାନକ ପରୀକ୍ଷଣ, ଶାରୀରିକ ଦକ୍ଷତା ପରୀକ୍ଷଣ ଓ ମେଡିକାଲ ଟେଷ୍ଟ

ଦରମା: କେନ୍ଦ୍ର ସରକାରଙ୍କ ନିୟମାନୁସାରେ

ଏମିତି କରନ୍ତୁ ଆବେଦନ:  https://www.cisf.gov.in/ କୁ ଯାଇ ଫର୍ମ ପୂରଣ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.