Browsing Category
ଆଧ୍ୟାତ୍ମିକ
ପୂଜା ସମୟରେ ଠାକୁରଙ୍କୁ ଏପରି ଲଗାନ୍ତୁ ଭୋଗ, ଟିକେ ଭୁଲ ରେ ମିଳିଥାଏ ଅଶୁଭ ଫଳ
ହିନ୍ଦୁ ଧର୍ମରେ ସବୁ ଘରେ ପୂଜା ପାଠ ହୋଇଥାଏ । ପୂଜା କରିବା ଭଗବାନ ପ୍ରତି ନିଷ୍ଠା ଓ ଶ୍ରଦ୍ଧା ଦର୍ଶାଇଥାଏ । ବ୍ୟକ୍ତି ଯେତେବେଳେ ଭଗବାନଙ୍କ ପୂଜା କରିଥାନ୍ତି, ସେ ସାଂସାରିକ ମୋହ ମାୟାରୁ ଦୂରରେ ରୁହନ୍ତି । ଆଧ୍ୟତ୍ମିକ ସଂସାରରେ ପହଞ୍ଚିଯାଇଥାନ୍ତି । ହେଲେ ପୂଜାର ଫଳ ସେତେବେଳେ ପ୍ରାପ୍ତ…
ଶାସ୍ତ୍ର ଅନୁସାରେ ଯେଉଁମାନେ ଏହି ଭୁଲ ସବୁ କରୁଥିବେ, ସେମାନଙ୍କ ଘର ଛାଡ଼ି ଲକ୍ଷ୍ମୀ ପଳାନ୍ତି
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ । କିଛି ଲୋକ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତ ମଧ୍ୟ ରଖନ୍ତି । ଆଉ ଯେଉଁମାନେ ବ୍ରତ ରଖି ନପାରନ୍ତି ସେମାନେ ଯଦି ମା’ଙ୍କ କଥା ପଢ଼ନ୍ତି ବା ଶୁଣନ୍ତି ତେବେ ମା’ଙ୍କ କୃପା ସେମାନଙ୍କ ଉପରେ ନିଶ୍ଚିନ୍ତ ପଡିଥାଏ…
ଘରେ ଭଗବାନ ଶିବଙ୍କ ଫଟୋକୁ ଏହି ଦିଗରେ ରଖିବା ମନା, ନଚେତ ଆସିପାରେ ବଡ ସମସ୍ୟା
ଆମ ସମସ୍ତଙ୍କ ଘରେ ପୂଜା ଘର ରହିଛି। କେବଳ ଘରେ ନୁହେଁ ବରଂ କାମ କରୁଥିବା ସ୍ଥାନରେ ମଧ୍ୟ ଆମେ ଠାକୁରଙ୍କୁ ରଖିଥାଉ। ବିଶ୍ୱାସ ରହିଛି ଯେ, ଏହା ଦ୍ୱାରା ଭଗବାନ ଆମ ସହ ରୁହନ୍ତି। ତାଙ୍କ ଆଶିର୍ବାଦ ସର୍ବଦା ଆମ ଉପରେ ରହିଥାଏ । ଏମିତି କରିବା ଦ୍ୱାରା ସକାରାତ୍ମକ ଉର୍ଜା ମିଳିଥାଏ। ପୂଜା-ପାଠ,…
ଏଠି ଗଙ୍ଗା ମାତା କରନ୍ତି ଶିବଙ୍କ ଜଳାଭିଷେକ
ଭାରତରେ ଏପରି ଅନେକ ମନ୍ଦିର ଅବସ୍ଥିତ, ଯାହା ଚମତ୍କାର ଏବଂ ରହସ୍ୟରେ ଭରା ରହିଛି । ମନ୍ଦିର ସହ ଜଡ଼ିତ ଥିବା ପ୍ରାଚୀନ କାହାଣୀ ମଧ୍ୟ ଲୋକମାନଙ୍କର ଭକ୍ତିଭାବକୁ ବେଶି ମଜବୁତ କରିଥାଏ । ଯାହା ଶ୍ରଦ୍ଧାଳୁଙ୍କ ଭିଡ଼ ସେଠାକୁ ଦିନକୁ ଦିନ ବଢାଇଥାଏ। ସେହିଭଳି ଏକ ରହସ୍ଯମୟ ଶିବ ମନ୍ଦିର ବିଷୟରେ ଆଜି…
ପାତାଳଗଙ୍ଗା ତୀର୍ଥରେ ଚାଲିଛି ପବିତ୍ର ବୈଶାଖୀ ମେଳା
ପଶ୍ଚିମ ଓଡିଶାର ବିଭିନ୍ନ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ମଧ୍ୟରେ ନୂଆପଡା ଜିଲ୍ଲାର ପବିତ୍ର ପାତାଳଗଙ୍ଗା ତୀର୍ଥକ୍ଷେତ୍ର ହେଉଛି ଅନ୍ୟତମ । ପାତାଳଗଙ୍ଗାର ପ୍ରାକୃତିକ ମନୋରମ ଘଂଚ ଜଙ୍ଗଲ ଓ ସୁଉଚ୍ଚ ଗିରୀଶୃଙ୍ଗ ସାଙ୍ଗକୁ କୁଳୁକୁଳୁ ନାଦରେ ପ୍ରବାହିତ ହେଉଥିବା ଚିରସ୍ରୋତା ପବିତ୍ର ଜଳ ହଜାର ହଜାର…
ବୟସର ଅପରାହ୍ନରେ ନାଚୁଛନ୍ତି ସଂକୀର୍ତ୍ତନ, ବାର୍ଦ୍ଧକ୍ୟତା ଯେମିତି ଫିକା ପଡ଼ି ଯାଇଛି
କେନ୍ୟୁଜ୍(ବ୍ୟୁରୋ): ହରିନାମେ କି ରସ ଅଛି…ପାନ କଲା ଲୋକ ସିନା ଜାଣିଛି । ଚାଲିଛି ହରିନାମ ସଂକୀର୍ତ୍ତନ । ମୃଦଙ୍ଗ, ତାସା ଝୁମକାର ତାଳେ ତାଳେ ନାଚୁଛି ଘୋଡ଼ା । ଝୁମକା ଧରି ବଜାଉଥିବା ବ୍ୟକ୍ତିଙ୍କୁ ଟିକେ ଦେଖନ୍ତୁ । ବୟସର ଅପରାହ୍ନରେ ପହଁଚି ସାରିଲେଣି ସେ । ତଥାପି ଝୁମକା ଧରି ହରିନାମର…
ଆଜି ହେଉଛି ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ, ସ୍ୱୟଂ ବ୍ରହ୍ମାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା
ଆଜି ହେଉଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ । ଏକଥା ପ୍ରାୟ ଓଡ଼ିଆ ଜାଣିଥିବେ । ଅନେକ ଭୁଲି ଯାଇଥିବେ ଅଥବା ଆଦୌ ଜାଣିନଥିବେ । ତେବେ ଆଜି ଆଉ ଗୋଟିଏ ବିଶେଷ ଦିନ ଏକଥା ଖୁବ୍ କମ୍ ଲୋକଙ୍କୁ ଜଣା । କୁହାଯାଏ ଆଜି ହେଉଛି ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରର ପ୍ରତିଷ୍ଠା ଦିବସ । ଯାହାକୁ…
ସବୁଠାରୁ ଶକ୍ତିଶାଳୀ ଗାୟତ୍ରୀ ମନ୍ତ୍ର କୁ ଏପରି ଜପ କରନ୍ତୁ, ମିଳିବ ଖାଲି ଫାଇଦା ହିଁ ଫାଇଦା
ଗାୟତ୍ରୀ ମନ୍ତ୍ର ଜପ କଲେ ମିଳେ ଅନେକ ଫାଇଦା ଗାୟତ୍ରୀ ମନ୍ତ୍ରରୁ ହିଁ ବେଦର ରଚନା କରାଯାଇଛି। ମନ୍ତ୍ର ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ମନ୍ତ୍ର ହେଉଛି ଗାୟତ୍ରୀ ମନ୍ତ୍ର। ଏହା ଯଜୁର୍ବେଦ ଏବଂ ଋଗ ର୍ବେଦ ଦୁଇଟି ଭାଗକୁ ନେଇ ଗଠିତ। ଏହି ମନ୍ତ୍ର ଜପ କରିବା ଉଭୟ ଭୌତିକ ଏବଂ ଆଧ୍ୟାତ୍ମିକ ଦୁଇ…
ଗୁରୁବାର ଦିନ ସକାଳୁ କରନ୍ତୁ ନାହିଁ ଏହି ସବୁ ଭୁଲ, ନଚେତ ପଡିଯିବ ମାତା ଲକ୍ଷ୍ମୀଙ୍କ ଆଭିଶାପ
ଆଜି ହେଉଛି ଗୁରୁବାର । ମାତା ଲକ୍ଷ୍ମୀଙ୍କ ବାର । କୁହାଯାଏ ଅନ୍ୟ ଦିନ ଅପେକ୍ଷା ଗୁରୁବାର ଦିନ ଥିବା ନିୟମକୁ ବେଶି ମାନିବା କଥା । ଆଉ ଏମିତି ନକଲେ ମାତା ଲକ୍ଷ୍ମୀ ରାଗିଯିବେ । ଗୁରୁବାର ଦିନ ସକାଳୁ ଏହି ନିୟମ ମାନିବ ଜରୁରୀ। ଯେପରିକି ଗୁରୁବାର ଦିନ ସକାଳେ ବିଳମ୍ବ ଯାଏ ଶୋଇବାକୁ ବାରଣ…
ଘରେ ରଖନ୍ତୁ ନାହିଁ ଏହିସମସ୍ତ ଦେବଦେବୀଙ୍କ ମୂର୍ତ୍ତି, ଆଶିର୍ବାଦ ବଦଳରେ ପଡ଼ିଯାଏ ଅଭିଶାପ
ସନାତନ ଧର୍ମରେ ଏବେ ପ୍ରାୟ ସମସ୍ତଙ୍କ ଘରେ ମନ୍ଦିର। ଯେଉଁଠି ଆପଣ ସବୁ ପ୍ରକାର ଦେବଦେବୀ ରହିଥିବାର ଦେଖିବାକୁ ପାଇବେ। ଏଠାରେ ପ୍ରତ୍ୟେକ ଘରେ ଥିବା ଛୋଟ ମନ୍ଦିରରେ ଭଗବାନ, ଦେବାଦେବୀଙ୍କୁ ପୂଜା କରାଯାଏ। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଘରର ମନ୍ଦିରରେ କିଛି ଦେବଦେବୀଙ୍କ ମୂର୍ତ୍ତିକୁ ରଖି…
ମା’ ବଜ୍ରକାଳୀଙ୍କ ପୀଠରେ ହରିହାଟ, ଆଧ୍ୟାତ୍ମିକ ଆସରରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର
କେନ୍ୟୁଜ୍(ବ୍ୟୁରୋ): ପଡ଼ିଛି ଝୋଟି ସାଙ୍ଗକୁ ମୁରୁଜ । ମୁରୁଜ ଉପରେ ପିଢା । ପିଢାରେ ବିରାଜ ମାନ କରିଛନ୍ତି ଠାକୁର । ଭକ୍ତିର ସହ ମହିଳା ଗାନ କରୁଛନ୍ତି ଠାକୁରଙ୍କ ସ୍ତୁତି । ଜଣେ କି ଦୁଇଜଣ ନୁହେଁ ମନ୍ଦିରର ବେଢା ଚାରିକଡ଼େ ମହିଳାମାନେ ବସି ଠାକୁରଙ୍କ ସ୍ତୁତି ଗାନ କରୁଛନ୍ତି । ମନ୍ଦିରରେ…
ବୁଧ ଦୋଷରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ଉପାୟ , ମିଳିବ ସବୁ କ୍ଷେତ୍ରରେ ସଫଳତା
ଆମ ଦେଶ ଭାରତ ଏକ ଧର୍ମ ପରାୟଣ ରାଷ୍ଟ୍ର । ଏଠି ୧୨ ମାସରେ ୧୩ ପର୍ବ ପାଳନ କରାଯାଏ । ଏହି ହିସାବରେ ଦେଖିଲେ ପ୍ରତିମାସ କିଛି ନା କିଛି ପର୍ବ ପଡିଥାଏ । ଯାହାକୁ ନିୟମ ଅନୁଯାୟୀ ପାଳନ କଲେ ଘରେ ସକାରାତ୍ମକ ଉର୍ଜା ବଢିବା ସହିତ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେହିପରି…