India vs Afghanistan: ଆଜିଠୁ ଭାରତ-ଆଫଗାନିସ୍ତାନ ଟି-୨୦ ଲଢ଼େଇ, କାହାକୁ ମିଳିବ ଓପନିଂ ସୁଯୋଗ?
ଆଜିଠୁ ଭାରତ-ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ । ସଞ୍ଜୁ, ଅଭିଷେକ କିମ୍ବା ବୈଭବ, କାହାକୁ ମିଳିବ ଓପନିଂରେ ସୁଯୋଗ ? ଚିନ୍ତାରେ ଶ୍ରେୟସ ଆୟର। ଟିମରେ ଓପନିଂ ପାଇଁ ଦଳରେ ତିନି ଦମଦାର ଖେଳାଲି ରହିଛନ୍ତି । ସଞ୍ଜୁ ସାମସନ, ଅଭିଷେକ ଶର୍ମା ଏବଂ ଯୁବ ତାରକା ବୈଭବ…