Shani Dev: ଶନିବାର ଶନି ଦେବଙ୍କ ସହ ହନୁମାନଙ୍କ ପୂଜା କାହିଁକି କରାଯାଏ
ହିନ୍ଦୁ ଧର୍ମରେ ଶନିଦେବଙ୍କୁ ନ୍ୟାୟ ଓ କର୍ମଫଳର ଦେବତା ଭାବେ ବିବେଚନା କରାଯାଏ । ଧାର୍ମିକ ମାନ୍ୟତା ଅନୁସାରେ, ବ୍ୟକ୍ତିର ଭଲ ଓ ଖରାପ କର୍ମ ଅନୁଯାୟୀ ଶନିଦେବ ତାଙ୍କୁ ଫଳ ପ୍ରଦାନ କରନ୍ତି । ଶନିଦେବଙ୍କ କଥା ଆସିଲେ ଲୋକଙ୍କ ମନରେ ସାଢ଼େସାତୀ ଓ ଢୈୟା ଭଳି ଜ୍ୟୋତିଷୀୟ ମାନ୍ୟତା ସଙ୍ଗେ…