Elephant Terror: ରାତିରେ ଘରେ ପଶିଲା ହାତୀ, ଭାତ-ଡାଲି ଖାଇ ଫିଙ୍ଗିଲା ହାଣ୍ଡି-ଡେକଚି
ରାୟଗଡ଼ା: ଦନ୍ତା ଖାଇଲା ଭାତ, ଡାଲି ଓ ତରକାରୀ । ଘର ଭିତରେ ପଶି ହାଣ୍ଡି ଡେକଚିରୁ ଖାଇଗଲା ଦନ୍ତାହାତୀ । ଖାଦ୍ୟ ଖାଇବା ସହ ହାଣ୍ଡି, ଡେକଚି ଫିଙ୍ଗାଫିଙ୍ଗି କଲା । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ…