୨୦୧୩ ଝିରମ୍ ଘାଟି ମାଓବାଦୀ ଆକ୍ରମଣ ମାମଲାରେ ଆସିଲା ରାୟ, ୧୦ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ
୨୦୧୩ ଝିରମ୍ ଘାଟି ମାଓବାଦୀ ଆକ୍ରମଣ ମାମଲାରେ ଆସିଲା ରାୟ । ଛତିଶଗଡ଼ ବସ୍ତର ଜିଲ୍ଲାର ଝିରମ୍ ଘାଟି ମାଓ ଆକ୍ରମଣ ମାମଲାରେ ୧୦ ଜଣ ଦୋଷୀ ସାବ୍ୟସ୍ତ। NIAର ସ୍ବତନ୍ତ୍ର କୋର୍ଟ ୨୦୧୩ ମାମଲାର ଶୁଣାଣି କରି ୧୦ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଦୀର୍ଘ ୧୦ ୧ର୍ଷ ଧରି ବିଚାରାଧୀନ ଥିବା…