Air India Express : ୩୬ ହଜାର ଫୁଟ ଉପରେ କମିବାକୁ ଲାଗିଲା ତେଲ, ମଝି ଆକାଶରୁ ଫେରିଲା ବିମାନ
କୋଚି : ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ମଝି ଆକାଶରୁ ଫେରିଛି ବିମାନ । କୋଚିରୁ ଆବୁଧାବି ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ବୋଇଂ ୭୩୭ ବିମାନ IX 415କୁ ଉଡ଼ାଣ ମଝିରୁ ପୁଣି କୋଚି ଫେରିବାକୁ ପଡ଼ିଛି । ବିମାନର ନମ୍ବର-୧ ଇଞ୍ଜିନରେ ତେଲର ପରିମାଣ ଦ୍ରୁତ…