‘ଶାନ୍ତି ଚାହୁଁଛ ଯଦି ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ…’ ଶତ୍ରୁ ଦେଶକୁ CDS ଜେନେରାଲ ଅନିଲ୍ ଚୌହାନଙ୍କ ଚେତାବନୀ

ଭାରତର ପ୍ରତିରକ୍ଷା ମୁଖ୍ୟ (CDS) ଜେନେରାଲ ଅନିଲ୍ ଚୌହାନ ଚୀନ, ପାକିସ୍ତାନକୁ ସିଧାସଳଖ ବାର୍ତ୍ତା ଦେଇଛନ୍ତି । ସେ ଦେଶର ସୁରକ୍ଷା ଏବଂ ଭବିଷ୍ୟତର ପ୍ରସ୍ତୁତି ଉପରେ ମଧ୍ୟ ଅନେକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଭାରତ ସର୍ବଦା ଶାନ୍ତିର ସମର୍ଥକ ରହିଆସିଛି, କିନ୍ତୁ ଶକ୍ତି ବିନା…

ନିର୍ବାଚନ ପୂର୍ବରୁ ନୀତିଶ କୁମାର ଲାଗୁ କଲେ ବିହାର ଇଣ୍ଡଷ୍ଟ୍ରିଆଲ୍ ପ୍ୟାକେଜ୍, ଉଦ୍ୟୋଗୀଙ୍କୁ ମିଳିବ ଆକର୍ଷଣୀୟ…

ନିର୍ବାଚନ ପୂର୍ବରୁ ନୀତିଶ କୁମାର ଲାଗୁ କଲେ ବିହାର ଇଣ୍ଡଷ୍ଟ୍ରିଆଲ୍ ପ୍ୟାକେଜ୍ । ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟରେ ଔଦ୍ୟୋଗିକ ବିକାଶ ଏବଂ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହନ ଦେବା ପାଇଁ ଏକ ମହତ୍ୱାକାଂକ୍ଷୀ…

ମନାଲିରେ ବନ୍ୟା ସ୍ଥିତି ଭୟଙ୍କର… ଭାସିଗଲା ପୂରା ରେଷ୍ଟୁରାଣ୍ଟ, ବାସ୍ ରହିଗଲା ଗୋଟିଏ କାନ୍ଥ

ହିମାଚଳ ପ୍ରଦେଶରେ ଲଗାତାର ଦୁଇ ଦିନ ଧରି ପ୍ରବଳ ବର୍ଷା ଯୋଗୁ ପରିସ୍ଥିତି ବିଗିଡ଼ି ଯାଇଛି । ମନାଲି-ଲେହ ୦୩ ନଂ. ଜାତୀୟ ରାଜପଥ ସମାହଣ ନିକଟରେ ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛି, ଯାହାଫଳରେ ଯିବାଆସିବା ଏକଦମ୍ ଠପ୍ ହୋଇଯାଇଛି । ମନାଲିରେ ଏକ ରେଷ୍ଟୁରାଣ୍ଟର ପୂରା ବିଲ୍ଡିଂଟି…

ଦିଲ୍ଲୀରେ ହସ୍ପିଟାଲ ନିର୍ମାଣ ଦୁର୍ନୀତି: ପୂର୍ବ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କ ଘରେ ପଶିଲା ଇଡି, ୧୩ଟି…

ଆମ୍ ଆଦମୀ ପାର୍ଟି ନେତା ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ବାଜଙ୍କ ୧୩ଟି ସ୍ଥାନରେ ଇଡି ଚଢ଼ାଉ କରିଛି । ତାଙ୍କ ଘରେ ମଧ୍ୟ ରେଡ୍ ଚାଲିଛି । ଆପ୍ ସରକାରଙ୍କ ସମୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସହ ଜଡ଼ିତ ପ୍ରକଳ୍ପରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ ହୋଇଥିଲା । ଏ ନେଇ ଦିଲ୍ଲୀର…

କେରଳରେ ନିପାହ ଭାଇରସରେ ଆଉ ଜଣଙ୍କ ମୃତ୍ୟୁ ! ହାଇ ଆଲର୍ଟରେ ସରକାର

କେରଳରେ ନିପାହ ଭାଇରସର ଆଉ ଏକ ସମ୍ଭାବ୍ୟ ମାମଲା ଚିନ୍ତା ବଢ଼ାଇଛି । ପଲକ୍କଡ଼ ଜିଲ୍ଲାର ୫୭ ବର୍ଷୀୟ ଜଣେ ବ୍ୟକ୍ତିଙ୍କର ଜୁଲାଇ ୧୨ ତାରିଖରେ ମୃତ୍ୟୁ ଘଟିଥିଲା । ଆଶଙ୍କା କରାଯାଉଛି କି, ସେ ନିପାହ ଭାଇରସରେ ସଂକ୍ରମିତ ଥିଲେ । ଏହାକୁ ଦୃଷ୍ଟିରେ ରଖି ସରକାର ନିକଟ ସମ୍ପର୍କରେ ଆସିଥିବା ଲୋକଙ୍କୁ…

ସଂସଦର ସୁରକ୍ଷାରେ ତ୍ରୁଟି ମାମଲା: ଦୁଇ ଅଭିଯୁକ୍ତଙ୍କୁ ଜାମିନ୍ ଦେଲେ ଦିଲ୍ଲୀ ହାଇକୋର୍ଟ

ସଂସଦର ସୁରକ୍ଷାରେ ତ୍ରୁଟି ମାମଲାରେ ଆସିଛି ବଡ଼ ଅପଡେଟ୍ । ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ୨ ଜଣ ଅଭିଯୁକ୍ତ ନୀଲମ୍ ଆଜାଦ ଓ ମହେଶ କୁମାବତଙ୍କୁ ବୁଧବାର ଜାମିନ୍ ଦେଇଛନ୍ତି । ସୂଚନା ମୁତାବକ, ଦିଲ୍ଲୀ ପୋଲିସ ଏହି ଦୁଇ ଅଭିଯୁକ୍ତଙ୍କ ଜାମିନ୍ ପିଟିସନକୁ ବିରୋଧ କରିଥିଲା । ଯଦିଓ ସେମାନଙ୍କୁ…

ଲାଲକୃଷ୍ଣ ଆଡଭାନୀଙ୍କ ରଥଯାତ୍ରାକୁ ବୋମାରେ ଉଡ଼ାଇବାକୁ ରଚିଥିଲେ ଷଡ଼ଯନ୍ତ୍ର, ୩୦ ବର୍ଷ ପରେ ଆତଙ୍କୀ ସିଦ୍ଦିକୀ ଓ ସହଯୋଗୀ…

ଦେଶର ତତ୍କାଳୀନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ରଥଯାତ୍ରା ସମୟରେ ପାଇପ୍ ବୋମା ଲଗାଇବାକୁ ଚେଷ୍ଟା କରିଥିବା ଆତଙ୍କବାଦୀ ଗିରଫ । ଆତଙ୍କୀ ଅବୁବକର ସିଦ୍ଦିକୀକୁ ୩୦ ବର୍ଷ ପରେ ଗିରଫ କରାଯାଇଛି । ତାମିଲନାଡ଼ୁର ମଦୁରାଇରେ ଏହି ଘଟଣା ଘଟିଥିଲା । ଏବେ ଦୀର୍ଘ ୩୦ ବର୍ଷ ପରେ ଆତଙ୍କୀକୁ…

‘ପିକଚର୍ ଅଭି ବାକି ହୈ…’, ଅପରେସନ ସିନ୍ଦୂର ପରେ ପୂର୍ବ ସେନା ମୁଖ୍ୟ ମନୋଜ ନରଭଣେ ପାକିସ୍ତାନକୁ ଦେଲେ ବଡ଼ ଟେନସନ

ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେଇଛି ଭାରତୀୟ ସେନା । ସେନା ପାକିସ୍ତାନ ଉପରେ କ୍ଷେପଣାସ୍ତ୍ର ଆଟାକ୍ କରିଛି । ଏହି ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା, ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନର ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଦେଇଛି…

ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍ ପରେ ଉତ୍ତର ପ୍ରଦେଶରେ ରେଡ୍ ଆଲର୍ଟ, ସମସ୍ତ ଜିଲ୍ଲା ପୋଲିସକୁ ଡିଜିପିଙ୍କ ନିର୍ଦ୍ଦେଶ

ପାକିସ୍ତାନରେ ଆତଙ୍କୀ ଆଡ୍ଡା ଉପରେ ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାଇକ୍ । ବାୟୁସେନାର ‘ଅପରେସନ ସିନ୍ଦୂର’ ପରେ ଏବେ ପୂରା ଉତ୍ତର ପ୍ରଦେଶରେ ରେଡ୍ ଆଲର୍ଟ ଘୋଷଣା କରାଯାଇଛି । ଡିଜିପି ପ୍ରଶାନ୍ତ କୁମାର ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇଛନ୍ତି । ସେ ସମସ୍ତ ଜିଲ୍ଲା ପୋଲିସକୁ ଆଲର୍ଟ…

ପଶ୍ଚିମବଙ୍ଗ ଯାଉଥିବା ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥରମାଡ଼, ଭାଙ୍ଗିଲା ଝରକା, ଯାତ୍ରୀ ଭୟଭୀତ

ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥରମାଡ଼ । ଭାଗଲପୁର-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରକୁ ସୋମବାର ଭାଗଲପୁର ଏବଂ ଟିକାନୀ ଷ୍ଟେସନ ମଧ୍ୟବର୍ତ୍ତୀ ହାଟପୁରୈନି ହଲ୍ଟ ନିକଟରେ ପଥରମାଡ଼ ହୋଇଛି । ପଥରମାଡ଼ ପରେ କୋଚ୍ ନମ୍ବର ସି୨ (ସିଟ୍ ନମ୍ବର ୫୩ ଏବଂ ୫୪)ର ଝରକା କାଚ ଭାଙ୍ଗିଯାଇଥିବା ଦେଖିବାକୁ…

ସରକାର ବ୍ୟାନ୍ କଲେ ୧୧୯ ଆପ୍, ଚୀନ୍ ଓ ହଂକଂ ସହ ରହିଛି ଲିଙ୍କ୍

୧୧୯ଟି ଆପ୍ ବ୍ୟାନ୍ କଲେ ଭାରତ ସରକାର । ସରକାର ୧୧୯ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିବା କିଛି ରିପୋର୍ଟରେ ଦାବି କରାଯାଇଛି । ଏଗୁଡ଼ିକ ସମସ୍ତ ଭିଡିଓ ଏବଂ ଭଏସ୍ ଚାଟ୍ ପ୍ଲାଟଫର୍ମ, ଯାହାର ଚୀନ୍ ଏବଂ ହଂକଂ ସହିତ ଲିଙ୍କ୍ ରହିଛି । ସୁରକ୍ଷା ଦୃଷ୍ଟିରୁ ସରକାର ଏହା…

ହୋଲି ଓ ଦୀପାବଳିରେ ମାଗଣା ସିଲିଣ୍ଡର, ବାକି ୧୦ ସିଲିଣ୍ଡର ୫୦୦ ଟଙ୍କାରେ ଦେବାକୁ ପ୍ରସ୍ତୁତି କରୁଛନ୍ତି ଦିଲ୍ଲୀ ସରକାର

ଦିଲ୍ଲୀରେ ନୂଆ ସରକାର ଗଠନ ହୋଇଛି । ଗୁରୁବାର ରାତିରେ ପ୍ରଥମ କ୍ୟାବିନେଟ୍ ବୈଠକ ମଧ୍ୟ ବସିଥିଲା । ଏବେ ବିଜେପି ସରକାର ଆଗରେ ନିଜର ପ୍ରତିଶ୍ରୁତି ପୂରଣ କରିବାର ଚ୍ୟାଲେଞ୍ଜ ରହିଛି । ଏହାକୁ ନେଇ ସରକାରରେ ମନ୍ଥନ ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ ସୂଚନା ରହିଛି ଯେ ଦିଲ୍ଲୀବାସୀଙ୍କୁ ହୋଲି…