Browsing Category

ଟେକ୍

Flipkart Sale: ୯ ଅକ୍ଟୋବରରୁ ଫ୍ଲିପ୍କାର୍ଡରେ ଆରମ୍ଭ ହେବ ବିଗ୍ ବିଲିୟନ୍ ସେଲ୍ !

ଅନଲାଇନ୍ ସପିଂ ପ୍ରେମୀଙ୍କ ପାଇଁ ଆସିଛି ବଡ଼ ଖବର । ଫ୍ଲିପକାର୍ଟର ବହୁ ପ୍ରତୀକ୍ଷିତ Big Billion Days Sale ୨୦୨୬କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା କିଛି ଟିଜର ଅନୁସାରେ, ଚଳିତ ବର୍ଷ ଏହି ସେଲ୍ ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇପାରେ । ତେବେ ଏଠାରେ…

BSNL Recharge Plan: BSNLର ଶସ୍ତା ରିଚାର୍ଜର ଧମାକା, ଡାଟାରୁ ନେଇ କଲିଂ ପର୍ଯ୍ୟନ୍ତ ସବୁକିଛି ଶସ୍ତା

BSNL ଲଗାତାର ଭାବେ ୟୁଜର୍ସଙ୍କ ପାଇଁ ଶସ୍ତା ରିଚାର୍ଜ ପ୍ଲାନ୍ ଲଞ୍ଚ କରୁଛି । ଏହାରି ମଧ୍ୟରେ ସରକାରୀ ଟେଲିକମ୍ କମ୍ପାନୀ ୪୦ଟଙ୍କାରୁ କମ୍ ମୂଲ୍ୟର ଏକ ପ୍ଲାନ୍ ପ୍ରଚଳନ କରିଛି । ଯାହା ଆପଣଙ୍କୁ ମନମୁତାବକ ଇଣ୍ଟରନେଟ୍ ଚଲାଇବାର ସୁଯୋଗ ପ୍ରଦାନ କରୁଛି । ଏହା ବ୍ୟତୀତ, କମ୍ପାନୀ ଏହାର…

iPhone Duo Launch: ସ୍ମାର୍ଟଫୋନ୍ ବଜାରରେ ବଡ଼ ଧମାକା କରିଛି Apple, ଲଞ୍ଚ କରିଛି ପ୍ରଥମ ଫୋଲ୍ଡେବଲ୍ iPhone Duo

ସ୍ମାର୍ଟଫୋନ୍ ବଜାରରେ ବଡ଼ ଧମାକା କରିଛି Apple । କମ୍ପାନୀ ପ୍ରଥମ ଥର ପାଇଁ ଫୋଲ୍ଡେବଲ୍ ଫୋନ୍ ବଜାରରେ ପାଦ ରଖିଛି ।  ଶେଷରେ Apple ବହୁ ପ୍ରତୀକ୍ଷିତ ଫୋଲ୍ଡେବଲ୍ ଫୋନ୍ ଲଞ୍ଚ କରିଛି । ଏହି ଫୋନକୁ ନେଇ ଗ୍ରାହକଙ୍କ ମଧ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି । କିନ୍ତୁ କମ୍ପାନୀ ତାର ପ୍ରଥମ…

Redmi Note 17 Pro Seriesର ଲଞ୍ଚ ଡେଟ୍ ଘୋଷଣା, ମିଳିବ ଦମଦାର ଫିଚର୍ସ

Redmi Note 17 Pro Series ର ଲଞ୍ଚ ତାରିଖ କମ୍ପାନୀ ଅଫିସିଆଲ୍ ଭାବେ ଘୋଷଣା କରିଛି । ରେଡମିର ଏହି ନୂଆ ସିରିଜ୍ ଭାରତରେ ୧୫ ସେପ୍ଟେମ୍ବରରେ ଲଞ୍ଚ ହେବ। ଏହି ସିରିଜ୍‌ରେ ୧୦,୦୦୦mAh ର ବଡ଼ ବ୍ୟାଟେରୀ ଏବଂ IP69K ୱାଟର୍ ଓ ଡଷ୍ଟପ୍ରୁଫ୍ ରେଟିଂ ଭଳି ଫିଚର୍ ମିଳିବ। ଏହା ରେଡମିର ପ୍ରଥମ…

Huawei Mate XT 2 Ultimate: Huaweiର ଦ୍ୱିତୀୟ ଟ୍ରିପଲ୍ ଫୋଲ୍ଡେବଲ୍ ଫୋନ୍ ଲଞ୍ଚ, ମିଳିବ ଧମାକେଦାର୍ ଫିଚର୍ସ

Huawei ନିଜର ଦ୍ୱିତୀୟ ଟ୍ରିପଲ୍ ଫୋଲ୍ଡେବଲ୍ ଫୋନ୍ ଲଞ୍ଚ କରିଛି। ଚୀନର ଏହି କମ୍ପାନୀର ଟ୍ରିପଲ୍ ଫୋଲ୍ଡେବଲ୍ ଫୋନରେ ଅନେକ ବଡ଼ ଅପଗ୍ରେଡ୍ ଦିଆଯାଇଛି । ଏଥିରେ Samsung ଭଳି ପ୍ରାଇଭେସି ଡିସପ୍ଲେ ମିଳିବ, ଯାହାକୁ Lingdun Privacy Screen ନାମ ଦିଆଯାଇଛି । Huawei Mate XT 2…

ଚଉଡ଼ା ଡିସପ୍ଲେ ସହ ଆସିଲା Huaweiର ନୂଆ ଫୋନ୍, ଜାଣନ୍ତୁ ଦାମ୍

ଚଉଡ଼ା ଡିସପ୍ଲେ ଥିବା ବିଶ୍ୱର ପ୍ରଥମ ସ୍ମାର୍ଟଫୋନର ଦାମ ଘୋଷଣା କରିଛି Huawei । କମ୍ପାନୀର ଏହି ନୂଆ ଫୋନ୍ ସେପ୍ଟେମ୍ବର ୯ ତାରିଖରୁ ପ୍ରି-ଅର୍ଡର ପାଇଁ ଉପଲବ୍ଧ ହେବ। ଏହା ପୂର୍ବରୁ କମ୍ପାନୀ ଏହି ୱାଇଡ୍ ଡିସପ୍ଲେ ସ୍ମାର୍ଟଫୋନକୁ ପ୍ରଦର୍ଶନ କରିବା ସହ ପ୍ରି-ବୁକିଂ ମଧ୍ୟ ଆରମ୍ଭ କରିଥିଲା ।…

iQOO Z 11xa: iQOOର ଦମଦାର ଗେମିଂ ଫୋନ୍ ଲଞ୍ଚ, ମିଳିବ ଏହି ଖାସ୍ ଫିଚର୍ସ

ଭାରତୀୟ ବଜାରରେ iQOO ଲଞ୍ଚ କରିଛି ଆଉ ଏକ ନୂଆ ଗେମିଂ ସ୍ମାର୍ଟଫୋନ୍ । iQOO Z11 ସିରିଜରେ ଏହି ନୂଆ ଫୋନକୁ ସାମିଲ କରାଯାଇଛି । ଫୋନର ସବୁଠୁ ବଡ଼ ଖାସିୟତ ହେଉଛି ଏହାର ୭୨୦୦mAhର ବଡ଼ ବ୍ୟାଟେରୀ । ଏହି ଫୋନ‌ର ବିକ୍ରି ଭାରତରେ ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବ। ଫିଚର୍ସ: ଏହି…

Samsung Galaxy S26 FE: ସବୁଠାରୁ ଆଫୋର୍ଡେବଲ୍ ଫୋନ୍ ଲଞ୍ଚ କରିଛି Samsung, ରହିଛି ଜବରଦସ୍ତ ଫିଚର୍ସ

Samsung ତା’ର Galaxy S26 ସିରିଜର ସବୁଠାରୁ ଆଫୋର୍ଡେବଲ୍ ଫୋନ୍ Samsung Galaxy S26 FEକୁ ଗ୍ଲୋବାଲ୍ ବଜାରରେ ଲଞ୍ଚ କରିଛି । ବର୍ଷର ଆରମ୍ଭରେ ଲଞ୍ଚ ହୋଇଥିବା Galaxy S26 ସିରିଜର ଏହା ସବୁଠାରୁ ନୂଆ ମଡେଲ୍ । ଏହି ସିରିଜରେ କମ୍ପାନୀ ପୂର୍ବରୁ Samsung Galaxy S26, Galaxy S26+ ଏବଂ…

Jio’s Roadmap: ଜିଓର ଆଗାମୀ ଦଶକର ରୋଡମ୍ୟାପ୍, AI, କନେକ୍ଟିଭିଟି ଓ ଟେକ୍ନୋଲୋଜି ଉପରେ ବଡ଼ ଫୋକସ୍

ଆଗାମୀ ଏକ ଦଶନ୍ଧିରେ, ଏଆଇ, କନେକ୍ଟିଭିଟି ବା ସଂଯୋଗ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଜିଓର ବିଶେଷ ଧ୍ୟାନ ରହିବ । କମ୍ପାନୀ ଭାରତରେ ବିକଶିତ ହେଉଥିବା ଜ୍ଞାନକୌଶଳକୁ ବିଶ୍ୱ ବଜାରକୁ ନେବା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛି । ଜିଓର ଦଶ ବର୍ଷ ପୂର୍ତ୍ତି ଅବସରରେ କର୍ମଚାରୀମାନଙ୍କୁ ଲେଖିଥିବା ଏକ…

ଲଞ୍ଚ ହେବ Xiaomiର ଦୁଇ ପ୍ରିମିୟମ୍ ପ୍ରଡକ୍ଟ, ମିଳିବ ଏହି ଖାସ ଫିଚର୍ସ

Xiaomi ନିଜର ଆଗାମୀ ଫୋଲ୍ଡେବଲ୍ ଫୋନ୍ Xiaomi 18 Fold ସହିତ ପ୍ରିମିୟମ୍ ଟାବଲେଟ୍ Xiaomi Pad 9 Pro Maxକୁ ଶୋକେସ୍ କରିଛି । ଏହି ଦୁଇଟି ପ୍ରଡକ୍ଟ ୭ ସେପ୍ଟେମ୍ବରରେ ଲଞ୍ଚ ହେବ । Xiaomi 18 Fold କମ୍ପାନୀର ପ୍ରଥମ ଚଉଡ଼ା ଡିସପ୍ଲେ ଥିବା ଫୋଲ୍ଡେବଲ୍ ଫୋନ୍ ହେବ । ଅନ୍ୟପଟେ, Pad 9…

Redmi Smartphone: Redmi ଲଞ୍ଚ କଲା ନୂଆ ବଜେଟ୍ 5G ସ୍ମାର୍ଟଫୋନ୍, ବଡ଼ ବ୍ୟାଟେରୀ ସହ ମିଳିବ ଦମଦାର ଫିଚର୍ସ

ଚୀନର ସ୍ମାର୍ଟଫୋନ୍ କମ୍ପାନୀ Redmi ଭାରତୀୟ ବଜାରରେ ଆଉ ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । କମ୍ପାନୀ ନିକଟରେ ଏହି ଫୋନକୁ ଗ୍ଲୋବାଲ୍ ମାର୍କେଟରେ ମଧ୍ୟ ଲଞ୍ଚ କରିଥିଲା । ଭାରତରେ ଲଞ୍ଚ ହୋଇଥିବା ଏହି ଫୋନର ନାମ ହେଉଛି Redmi 17 5G । ବଡ଼ ବ୍ୟାଟେରୀ ସହିତ ଏଥିରେ ଅନେକ…

Poco Smartphone: ଦୁଇଟି ଦମଦାର୍ ସ୍ମାର୍ଟଫୋନ୍ ଲଞ୍ଚ କରିବ Poco, ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ

ସ୍ମାର୍ଟଫୋନ୍ ୟୁଜର୍ଙ୍କ ପାଇଁ ବଡ଼ ଖବର । ପୋକୋ ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି ତାହାର ନୂଆ X8 ସିରିଜ୍ । କମ୍ପାନୀ ପକ୍ଷରୁ କନଫର୍ମ କରାଯାଇଛି ଯେ, ସେପ୍ଟେମ୍ବର ୪ ତାରିଖରେ ଭାରତରେ Poco X8 ସିରିଜ୍ ଲଞ୍ଚ ହେବ । ଏହି ସିରିଜରେ ଦୁଇଟି ସ୍ମାର୍ଟଫୋନ୍ ଆସିବ । ଏଗୁଡ଼ିକ ହେଉଛି Poco…