Browsing Category

News

ସରକାରୀ ଜମିରେ ଅବୈଧ ଦଖଲକାରୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଉତ୍ତରାଖଣ୍ଡ : ଏଥର ସରକାରୀ ଜମିରେ ଅବୈଧ ଦଖଲ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି ଯେ ଉତ୍ତରାଖଣ୍ଡ ଏକ ଶାନ୍ତିପୂର୍ଣ୍ଣ ଏବଂ ସାଂସ୍କୃତିକ ଭାବରେ ସମୃଦ୍ଧ ରାଜ୍ୟ, କିନ୍ତୁ କିଛି ସଂଗଠିତ ଗୋଷ୍ଠୀ ରାଜ୍ୟର ଜନସଂଖ୍ୟା ପରିବର୍ତ୍ତନ…

ଓଡ଼ିଶା HSC ପରୀକ୍ଷା 2027: ଆସନ୍ତାକାଲି ଠାରୁ ଆରମ୍ଭ ହେବ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପଞ୍ଜୀକରଣ ପ୍ରକ୍ରିୟା

କଟକ:  ଓଡ଼ିଶା ଏଚ୍ଏସ୍ସି ପରୀକ୍ଷା ୨୦୨୭ ପାଇଁ ୯ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହେବ ବୋଲି ମଙ୍ଗଳବାର ଦିନ ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ), ଓଡ଼ିଶା ସୂଚନା ଦେଇଛି ।  ବିଏସଇ, ଓଡ଼ିଶା ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ,…

ଇଣ୍ଡିଜ୍ ବିପକ୍ଷରେ ଦ୍ବିତୀୟ ଟେଷ୍ଟ ବି ସହଜରେ ଜିତିବ ଭାରତ ହେଲେ ପଞ୍ଚମ ଦିନରେ

ଦିଲ୍ଲୀ : ପଞ୍ଚମ ଦିନକୁ ଟାଣି ହେଲା ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ । ଶେଷ ଦିନରେ ୫୮ ରନ୍ କଲେ ଭାରତ ମ୍ୟାଚ୍ ଜିତିବ । ପ୍ରଥମ ଟେଷ୍ଟରେ ଇନିଂସ୍ ବିଜୟ ହାସଲ କରି ସିରିଜରେ ୧-୦ରେ ଆଗୁଆ ରହିଛି ଭାରତୀୟ ଦଳ । ଦ୍ବିତୀୟ ଟେଷ୍ଟରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ଦଳ ଫଲୋଅନ୍…

ମହିଳା ବିଶ୍ବକପ୍ ରେ ଆଜି ପାକିସ୍ତାନ ଆଗରେ ଭାରତ ରଖିଛି ୨୪୮ ରନର ଲକ୍ଷ୍ୟ

କଲମ୍ବୋ : ଆଜି ଶ୍ରୀଲଙ୍କା ପ୍ରେମଦାସା ଷ୍ଟାଡିୟମରେ ଚାଲିଛି ଭାରତ-ପାକିସ୍ତାନ ଲଢ଼େଇ । ଆଇସିସି ମହିଳା ବିଶ୍ବକପ୍ ପ୍ରତିଯୋଗିତାର ଆଜିର ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ଠିକ୍ ୫୦ ଓଭରରେ ୧୦ ୱିକେଟ୍ ହରାଇ ୨୪୭ ରନ୍ କରିଛି । ଜବାବରେ ୨୪୮ ରନର ବଡ଼ ଲକ୍ଷ୍ୟ ନେଇ ଖେଳୁଥିବା ପାକିସ୍ତାନ…

ଆଜବେଷ୍ଟ ଭାଙ୍ଗି ଘର ଭିତରେ ପଶିଲା, ଚାବି ନେଇ କାର ଚୋରି କଲା ଦୃର୍ବୁତ୍ତ

ବାରିପଦା : ଘର ଟାଇଲ ଖୋଲି ଲୁଟ । ଆଜବେଷ୍ଟ ଭାଙ୍ଗି ଘର ଭିତରେ ପଶିଲା ଆଉ ଚାବି ନେଇ କାର ଚୋରି କଲା ଦୃର୍ବୁତ୍ତ । ଏଭଳି ଏକ ଅଭିନବ ଉପାୟରେ କାର ଚୋରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ଖବର ସାମ୍ନାକୁ ଆସିଛି ବାରିପଦା ଅଞ୍ଚଳରୁ। ବାରିପଦା ଟାଉନ ଥାନା ଅର୍ନ୍ତଗତ ଦେଉଳ…

ଉତ୍ତରପ୍ରଦେଶରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଏକା ସାଙ୍ଗରେ ଚାଲିଗଲା ୨ ଭାଇଙ୍କ ଜୀବନ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବୁଲନ୍ଦ ସହରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।  ଯେଉଁ ଦୁର୍ଘଟଣାରେ ୨ଭାଇଙ୍କର ମୃତ୍ୟୁ ଘଟିଛି । ମୋଟରସାଇକେଲ ଯାଉଥିବା ୨ଭାଇଙ୍କୁ ଏକ ଅନିୟନ୍ତ୍ରିତ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଏପରି ଦୁର୍ଘଟଣା ଘଟିଥିବା ଜଣାପଡିଛି ।  ସୂଚନା ପାଇବା ମାତ୍ରେ…

ଭଙ୍ଗା କୁଡ଼ିଆରେ ଚିନ୍ତାମଣି ଗଢୁଛନ୍ତି ଚତୁର୍ଦ୍ଧାମୂରତୀ

ହେ ଜଗତର ନାଥ… ଚକା ଆଖି …କାଳିଆ ସାଆନ୍ତେ ତୁମ ଲୀଳା ତୁମେ ହିଁ ଜାଣିଛ ପ୍ରଭୁ l ହେଲେ ପ୍ରଭୁ ତୁମେ ଏ ଭଙ୍ଗା କୁଡ଼ିଆ ଘରେ କାହିଁକି ବିରାଜମାନ ? ଏଠି ଏମିତିକି କାହିଁକି ଲୀଳାଖେଳା ଚଳାଇଛ ଭାଇ ଭଉଣୀଙ୍କୁ ଧରି ? ବଡ଼ ଭାଇ ବଳଭଦ୍ର ଆଉ ଭଉଣୀ ସୁଭଦ୍ରା ମଧ୍ୟ ଏଇଠି ତୁମରି ସାଙ୍ଗରେ l ଇଏ…

ଦୁଇ ଦିନ ପ୍ରବଳ ବର୍ଷିବ: ବିଜୁଳି-ଘଡ଼ଘଡ଼ି ପାଇଁ ୨୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଦୁଇ ଦିନ ପ୍ରବଳ ବର୍ଷିବ ।  ଆଜି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।  କିଛି ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ । ସେହିପରି ବିଜୁଳି, ଘଡ଼ଘଡ଼ି ପାଇଁ ୨୮…

କଟକ ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ବନ୍ୟା ଜଳ, ୩ ଲକ୍ଷ ୮୩ ହଜାର କ୍ୟୁସେକ ଜଳ ପ୍ରବାହିତ

କଟକ : କଟକ ମୁଣ୍ଡଳୀରେ ପହଞ୍ଚିଲା ବନ୍ୟା ଜଳ । ଗତ କାଲି ରାତି ୧୨ଟାରେ ପହଁଚିଛି ବନ୍ୟା ଜଳ। ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୮୩ ହଜାର ୮୦୮ କ୍ୟୁସେକ ଜଳ ପ୍ରଭାଵିତ ହେଉଛି । ଅଫ ଷ୍ଟ୍ରିମ ୮୬.୦୦ ଥିବା ବେଳେ ଡାଉନ ଷ୍ଟ୍ରିମ ୮୩.୧୦ ରହିଛି । ମୁଣ୍ଡଳୀରେ ବିପଦ ସଂକେତ ୯୭.୨୫ ଥିବା ବେଳେ…

ଜର୍ମାନୀରେ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା-୨୦୨୫, କିଟ୍ ବିଶ୍ୱବିଦ୍ୟାଳୟରୁ ସର୍ବାଧିକ ୪୦ ଜଣ ଖେଳାଳି ମନୋନୀତ

ଭୁବନେଶ୍ୱର : ଆସନ୍ତା ୧୬ ରୁ ୨୭ ତାରିଖ ପର୍ଯ୍ୟନ୍ତ ଜର୍ମାନୀରେ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା-୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଭାରତରୁ ମୋଟ ୪୦୭ ଜଣ ଛାତ୍ର କ୍ରୀଡ଼ାବିତ୍‍, କୋଚ୍ ଓ ଅଫିସିଆଲ୍‍ ସାମିଲ ହୋଇଛନ୍ତି । ଏଥିପାଇଁ କେବଳ କିଟ୍ ବିଶ୍ୱବିଦ୍ୟାଳୟରୁ ବିଭିନ୍ନ ବିଭାଗରେ…