ରଥଯାତ୍ରା ପୂର୍ବରୁ ପୁରୀରେ ଜବରଦଖଲ ଉଚ୍ଛେଦ, ଡ଼ାକ୍ତରଖାନା ଛକଠାରୁ ଅଠରନଳା ପର୍ଯ୍ୟନ୍ତ ୨୪ ମିଟର

ପୁରୀ :  ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀରେ ଜବରଦଖଲ ଉଚ୍ଛେଦ । ପୁରୀ - ଭୁବନେଶ୍ୱର ଜାତୀୟ ରାଜପଥର ଅଠରନଳା ନିକଟରେ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି ।  ବାଟଗାଁ ଠାରୁ ହସ୍ପିଟାଲ ଛକ ସମ୍ପ୍ରସାରଣ ପାଇଁ ଏହି ଉଚ୍ଛେଦ ଅଭିଯାନ କରାଯାଉଛି । ମାଜିଷ୍ଟ୍ରେଟଙ୍କ ସହ ଚାରି ପ୍ଲାଟୁନ ଫୋର୍ସ…

ହଟିବ ଦୀଘା ଜଗନ୍ନାଥ ମନ୍ଦିରରୁ “ଧାମ” ଶବ୍ଦ : ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, ଓଡ଼ିଶା…

କେନ୍ୟୁଜ (ବ୍ୟୁରୋ) : ଦୀଘା ଜଗନ୍ନାଥ ମନ୍ଦିରରୁ "ଧାମ" ଶବ୍ଦ ହଟିବ । ଘୋଷଣା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ପୂର୍ବ ସରକାର "ଧାମ" ଶବ୍ଦ ଯୋଡି ଥିଲେ । ଏହା ସନାତନ ଧର୍ମ ବିରୋଧୀ ଥିଲା । ତେଣୁ ଏହାକୁ ହଟାଯିବ । ଏଥିପାଇଁ ଖୁବ ଶୀଘ୍ର କ୍ୟାବିନେଟ ରେ ପ୍ରସ୍ତାବ…

OPSC ପଦବୀରେ ଅଦଳବଦଳ, ସତ୍ୟବ୍ରତ ରାୟଙ୍କୁ ସଚିବ ଭାବରେ ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶା ସରକାର OPSC ପଦବୀରେ ଅଦଳବଦଳ କରିଛନ୍ତି ।  ମଙ୍ଗଳବାର ଦିନ ଓଡ଼ିଶା ସରକାର ଓଡ଼ିଶା ଲୋକସେବା ଆୟୋଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି ।   ଯେଉଁଥିରେ ଦୁଇଜଣ ବରିଷ୍ଠ OAS ଅଧିକାରୀଙ୍କୁ ନୂତନ ପଦବୀ ମିଳିଛି ।  ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ…

ଦୀଘା ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର : ଦୀଘା ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ସିଏମ୍ ଙ୍କୁ ମୋହନ ମାଝୀଙ୍କ ଚିଠି ।  ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଚିଠି । ପଶ୍ଚିମବଙ୍ଗ ସିଏମ୍ ଶୁଭେନ୍ଦୁ ଅଧିକାରୀଙ୍କୁ ପତ୍ର ଲେଖିଲେ ସିଏମ୍ ମୋହନ ମାଝୀ ।…

ଉଜ୍ଜ୍ୱଳା ଗ୍ରାହକଙ୍କୁ ଝଟକା, ସବସିଡି ସିଲିଣ୍ଡର ସଂଖ୍ୟା ୯ରୁ ୪କୁ ହ୍ରାସ

ଉଜ୍ଜ୍ୱଳା ଗ୍ରାହକଙ୍କୁ ଝଟକା । ସବସିଡି ସିଲିଣ୍ଡର ସଂଖ୍ୟା ୯ରୁ ୪କୁ ହ୍ରାସ। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ର ଗ୍ରାହକଙ୍କ ପାଇଁ ବଡ଼ ପରିବର୍ତ୍ତନ କରିଛନ୍ତି। ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ ହିତାଧିକାରୀଙ୍କୁ ବାର୍ଷିକ ମିଳୁଥିବା ସବ୍ ସିଡିଯୁକ୍ତ ରନ୍ଧନ ଗ୍ୟାସ୍…

ମୟୂରଭଞ୍ଜ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ୟାକେଜ, ୩୯ ଟି ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର…

ଭୁବନେଶ୍ୱର : ମୟୂରଭଞ୍ଜ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ୟାକେଜ ।  ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ନୂତନ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲ ଉଦ୍‍ଘାଟନ ସହ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ୪୩୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ…

ବିଶାଖାପାଟଣା ଷ୍ଟିଲ୍ ପ୍ଲାଣ୍ଟରେ ମର୍ମନ୍ତୁଦ ଦୁର୍ଘଟଣା, ୮ ମୃତ

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଷ୍ଟିଲ୍ ପ୍ଲାଣ୍ଟରୁ ସୋମବାର ଏକ ଅତ୍ୟନ୍ତ ଦୁଃଖଦ ଓ ମର୍ମନ୍ତୁଦ ଶିଳ୍ପ ଦୁର୍ଘଟଣା ସାମ୍ନାକୁ ଆସିଛି ।  ପ୍ଲାଣ୍ଟର ଷ୍ଟିଲ୍ ମେଲ୍ଟିଂ ଶପ୍ -୨ (SMS-2) ଅଞ୍ଚଳରେ ତରଳ ଲୁହା ବୋହି ନେଉଥିବା ଏକ ବିଶାଳ ପାତ୍ର (Ladle) ହଠାତ୍ ଭାଙ୍ଗିଯିବା…

ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ସାଙ୍ଗ, ଜଣେ ମୃତ, ଦୁଇ ନିଖୋଜ

ତାଳଚେର : ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ସାଙ୍ଗ ।  ଜଣେ ମୃତ, ଦୁଇ ନିଖୋଜ ।  ତାଳଚେର ବ୍ରାହ୍ମଣୀ ନଦୀରେ ଅଘଟଣ ଘଟିଛି ।   ତାଳଚେର  ବ୍ରାହ୍ମଣୀ ନଦୀରେ ଗାଧେଇବା ବେଳେ ବୁଡ଼ି ଗଲେ ତିନି ଜଣ ସାଙ୍ଗ  l ଜଣେ ଉଦ୍ଧାର ଦୁଇ ଜଣ ନିଖୋଜ ଥିବା ଜଣାପଡ଼ିଛି  l ଉଦ୍ଧାର ହୋଇ ସ୍ଥାନୀୟ …

ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ସୁନା ଚେନ୍ ଲୁଟ, ଅଭିଯୁକ୍ତକୁ ଗିରଫ ପରେ ଚେନ୍‌ ଉଦ୍ଧାର

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ସୁନା ଚେନ ଲୁଟ କରି ଜଣେ ଗିରଫ । ଆଜି ସକାଳ ସମୟରେ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଜଣେ ବ୍ୟକ୍ତି ଜଣେ ଭକ୍ତଙ୍କ ଠାରୁ ସୁନା ଚେନ୍ ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା ।  ଏହା ଜାଣିପାରି ସମ୍ପୃକ୍ତ ଭକ୍ତ ନିକଟସ୍ଥ ପୋଲିସ କର୍ମଚାରୀଙ୍କୁ ସୂଚନା…

କାଳବୈଶାଖୀର କୋପ : ଜରୁରୀକାଳୀନ ଲ୍ୟାଣ୍ଡିଂ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଥିବା ଭୟଙ୍କର କାଳବୈଶାଖୀ ବର୍ଷା ଓ ପବନ ଯୋଗୁଁ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହେଲିକପ୍ଟର ସୋମବାର ଅପରାହ୍ନରେ ଭୁବନେଶ୍ୱରରେ ଅବତରଣ କରି ନପାରି ଶେଷ ମୁହୂର୍ତ୍ତରେ ପୁରୀ ଅଭିମୁଖେ ଯାତ୍ରା କରିଥିଲା ଏବଂ ସେଠାରେ ଏହାର ଅପ୍ରତ୍ୟାଶିତ ଲ୍ୟାଣ୍ଡିଂ…

ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୬ର ଫଳାଫଳ, ଚଳିତ ମାସ ତୃତୀୟ ସପ୍ତାହରୁ ଆରମ୍ଭ ହେବ କାଉନସେଲିଂ

ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୬ର ଫଳାଫଳ । ଚଳିତ ବର୍ଷ ମୋଟ ୧ ଲକ୍ଷ୍ୟ ୦୩ ହଜାର ୪୩୪ ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୨ ହଜାର ୬୨୮ ଜଣ ପରୀକ୍ଷା ଦେଇଛନ୍ତି । ମୋଟ ୮୯.୫୫ ପ୍ରତିଶତ ପରୀକ୍ଷାର୍ଥୀ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷାରେ…

ରଜ ପୂର୍ବରୁ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ, ଝଡ଼ବର୍ଷା ନେଇ ଆଜି ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରଜ ପୂର୍ବରୁ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ ।  ୨ ରୁ ୩ ଦିନ ଭିତରେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ଛୁଇଁବ ନେଇ ଆଗୁଆ ଅକଳନ କରିଛି ପାଣିପାଗ ବିଭାଗ । ମୌସୁମୀ ଏବେ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର କିଛି ଅଞ୍ଚଳକୁ ଆଜି ପ୍ରବେଶ କରିଛି ।…