Alia Bhatt: ଆଲିଆ ଭଟ୍ଟଙ୍କ ଡୋଣ୍ଟ ବି ଶାଇର ଟ୍ରେଲର୍ ରିଲିଜ୍
ଆମାଜନ୍ ପ୍ରାଇମ୍ ଭିଡିଓ ଏହାର ନୂଆ ରୋମାଣ୍ଟିକ୍ କମେଡି ଫିଲ୍ମ ‘ଡୋଣ୍ଟ ବି ଶାଇ’ର ଟ୍ରେଲର୍ ରିଲିଜ୍ କରିଛି । ଏହାକୁ ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ତାଙ୍କ ଭଉଣୀ ଶାହୀନ୍ ଭଟ୍ଟଙ୍କ ଦ୍ବାରା ‘ଇଟର୍ନାଲ୍ ସନ୍ଶାଇନ୍ ପ୍ରଡକ୍ସନ୍ସ’ ବ୍ୟାନରରେ ନିର୍ମିତ । ଶ୍ରୀତି ମୁଖାର୍ଜୀଙ୍କ…