ଇମ୍ୟୁନିଟି ବଢ଼ାଇବା ଚକରରେ କରନ୍ତୁ ନାହିଁ ଏହି ଭୁଲ, ରିସର୍ଚ୍ଚରୁ ମିଳିଲା ସୂଚନା, ଜାଣନ୍ତୁ

ଏବେ ସାରା ଦୁନିଆକୁ ଘାରିଛି ଓମିକ୍ରନ ଭାରିଏଣ୍ଟ। ଲୋକଙ୍କ ମନରେ ଏହା ଭୟ ସୃଷ୍ଟି କରିବା ସହ ପୁରା ଦୁନିଆ ଏଥିପାଇଁ ଚିନ୍ତାରେ ରହିଛି। ତେବେ ଏହି ସମୟରେ ଖାଦ୍ୟକୁ ନେଇ ମଧ୍ୟ ଅନେକ ସଚେତନ ବାର୍ତ୍ତା ଦିଆଯାଉଛି। ବାହାର ଖାଦ୍ୟଠୁ ନିଜକୁ ଦୂରେଇ ରଖି ଘରେ ଉତ୍ତମ ଖାଦ୍ୟ ଖାଇବା ସହ ଭାଇରସ୍‌…

ବଜାରକୁ ଆସିବ ସ୍ମାର୍ଟ ସ୍କୁଲ ବ୍ୟାଗ, ଏବେ ବାପା ମାଆ ଦୂରରେ ଥାଇ ମଧ୍ୟ ନିଜ ପିଲାଙ୍କ ଉପରେ ରଖିପାରିବେ ନଜର

ଏକ ଏଭଳି ସ୍ମାର୍ଟ ସ୍କୁଲ ବ୍ୟାଗ ବଜାରକୁ ଆସିବାକୁ ଯାଉଛି, ଯାହା ପିଲାଙ୍କୁ ନେଇ ହେଉଥିବା ମାତା ପିତାଙ୍କ ଟେନସନକୁ ଦୂର କରିବ । କାରଣ ଏହି ବ୍ୟାଗରେ ଲାଗିଛି ସ୍ମାର୍ଟ ଏଲସିଡି ଡିସପ୍ଲେ ସହ ଜିପିଏସ୍‌ ସିଷ୍ଟମ। ଏହାଦ୍ୱାରା ମାତା ପିତା ଦୂରରେ ରହି ମଧ୍ୟ ନିଜ ପିଲାଙ୍କ ଉପରେ ନଜର…

ଜାନୁଆରୀ ୩୦ ତାରିଖରେ ଶୁକ୍ରଦେବ ମକର ରାଶିକୁ ମାର୍ଗୀ ଭାବେ ପ୍ରବେଶ କରିବେ, ଏହି ରାଶିମାନଙ୍କର ହେବ ଖୁବ ଧନ ଲାଭ,…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ମାନଙ୍କ ପରିବର୍ତ୍ତନର ବିଶେଷ ମହତ୍ତ୍ୱ ରହିଛି। ଏହା ବ୍ୟତିତ ମାର୍ଗୀ, ବକ୍ରି, ଅସ୍ତ ଓ ଉଦୟ ହେବା ସମୟରେ ରାଶି ମାନଙ୍କ ଉପରେ ମଧ୍ୟ ଏହାର ବହୁତ ଭଲ ପ୍ରଭାବ ପଡ଼ିଥାଏ। ଏବେ ଧନର କାରକ ଶୁକ୍ର ଦେବ ଧନୁ ରାଶିରେ ବକ୍ରି ଅବସ୍ଥାରେ ଅଛନ୍ତି। ଏହାପରେ ଆସନ୍ତା ଜାନୁଆରୀ…

ବିନା ପାସୱାର୍ଡରେ ବି ଏବେ ଆପଣଙ୍କ ଫୋନ କେହି ବ୍ୟବହାର କରିପାରିବେ ନାହିଁ, ଜାଣନ୍ତୁ କିପରି

ଫୋନ୍‌ ଅନଲକ୍‌ ରହିବା ସତ୍ତ୍ୱେ କେହି ଏହାକୁ ବ୍ୟବହାର କରିପାରିବେ ନାହିଁ। ଆଜି ଆମେ ଆପଣଙ୍କୁ କହିବୁ ଏହା କିପରି ସମ୍ଭବ ହୋଇପାରିବ। ଆପଣଙ୍କ ଆଣ୍ଡ୍ରୋଏଡ୍‌ ଫୋନ୍‌ରେ ହିଁ ଏକ ଖାସ୍‌ ଫିଚର ରହିଛି, ଯାହାକୁ କିଛି ସିମ୍ପଲ ଟିପ୍ସ ଜରିଆରେ ବ୍ୟବହାର କରିପାରିବେ ଏବଂ ଆପଣଙ୍କ ଫୋନ୍‌ରେ ଥିବା…

ଯଦି ଆପଣଙ୍କ ପାଖେ ଜାତକ ନାହିଁ, ତେବେ ମଧ୍ୟ ଆପଣ ଏହି ଉପାୟ ଦ୍ୱାରା ଜାଣିପାରିବେ ନିଜ ରାଶିରେ ଥିବା ଗ୍ରହମାନଙ୍କ…

ନିଜ ଭବିଷ୍ୟତ ସମ୍ପର୍କରେ ଜାଣିବାକୁ ଇଚ୍ଛା ସମସ୍ତଙ୍କର ରହିଥାଏ । ଆଉ ଏହା କେବଳ ଆପଣଙ୍କ ଜାତକ ହିଁ କହିପାରିବ । କାରଣ ଏହାଦ୍ୱାରା ଆପଣଙ୍କ ଜାତକରେ ଗ୍ରହ ନ୍ୟକ୍ଷତ୍ର ମାନଙ୍କ ସ୍ଥିତି ଜାଣିବା ସହ ଏମାନଙ୍କ ପ୍ରଭାବ ଆପଣଙ୍କ ଜୀବନ ଉପରେ କଣ ରହିବ ତାହା ସମ୍ପର୍କରେ ସବୁ ତଥ୍ୟ ଜଣାପଡେ ।…

ଆଖିକୁ ସୁସ୍ଥ ରଖିବା ସହ ଇମ୍ୟୁନିଟି ବଢ଼ାଇଥାଏ ମିଶ୍ରି, ପ୍ରତିଦିନ ଖାଆନ୍ତୁ

ସମସ୍ତେ ଘରେ କିମ୍ବା ମନ୍ଦିରରେ ମିଶ୍ରିକୁ ପ୍ରସାଦ ରୂପେ ବ୍ୟବହାର କରିଥାନ୍ତି। ପ୍ରସାଦ ବ୍ୟତୀତ ମିଶ୍ରିର ବ୍ୟବହାର ଅନ୍ୟତ୍ର ମଧ୍ୟ ବ୍ୟବହାର କରାଯାଇଥାଏ । ରେଷ୍ଟୁରାଣ୍ଟରେ ଏହାର ବ୍ୟବହାର କରାଯାଏ। ଖାଇବା ପରେ ଏହାକୁ ପାନମହୁରୀ ସହ ଦିଆଯାଏ। ଏହାଦ୍ୱାରା ହଜମକ୍ରିୟା ସହଜ ହୁଏ। ଆପଣ…

ପିଜ୍ଜା ପ୍ରେମୀ ରୁହନ୍ତୁ ସାବଧାନ, ଏବେ ପିଜ୍ଜାରେ ରହୁଛି ଜୀବନ୍ତ ପୋକ, ଥରେ ଦେଖନ୍ତୁ ଏହି ଭାଇରାଲ ଫଟୋ, ଖାଇବା କଥା…

ପିଜ୍ଜା ଖାଇବା ଆମ ସମସ୍ତଙ୍କୁ ପସନ୍ଦ । ପାର୍ଟି ହେଉ ଅବା ଅନ୍ୟ କୌଣସି ସେଲିବ୍ରେସନ । ଆଜି କାଲି ପିଜ୍ଜା –ବର୍ଗର ବିନା ସବୁ ଅଧୁରା । କିଛି ଲୋକଙ୍କୁ ଏହା ଏତେ ପସନ୍ଦ ଯେ ସେମାନେ ଏହାକୁ ଖାଇବା ପାଇଁ ମୌକା ଖୋଜିଥାନ୍ତି । କିନ୍ତୁ ଆଜି ଆମେ ଏମିତି ଏକ ଦୃଶ୍ୟ ଦେଖାଇବୁ ଯାହାକୁ ଦେଖିଲା ପରେ…

ସେନା ଦିବସରେ ଭାରତ- ପାକିସ୍ତାନ ବର୍ଡରରେ ଉଡ଼ିଲା ଦେଶର ବୃହତ୍ତମ ଖଦି ତ୍ରିରଙ୍ଗା, ଯାହାର ଓଜନ ରହିଛି ୧୪୦୦ କିଲୋ, ଫଟୋ…

ଜାନୁଅ।ରୀ  ୧୫ ମାନେ ଗତ କାଲି ସାରା ଦେଶରେ ଭାରତୀୟ ସେନା ଦିବସ ପାଳନ ହୋଇଥିଲା । ଏହି ସମୟରେ ରାଜସ୍ଥାନର ଜେସଲମେରରେ ୨୨୫ ଫୁଟ ଲମ୍ବା ଏବଂ ୧୫୦ ଫୁଟ ଚଉଡ଼ାର ତ୍ରିରଙ୍ଗା ଉଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସବୁଠୁ ବଡ଼ କଥା ହେଉଛି ଏହା ଦେଶର ୩ୟ ବୃହତ୍ତମ ଖଦି ତ୍ରିରଙ୍ଗା ହୋଇଥିଲା ।…

ନୂଆବର୍ଷରେ ଆପଲ୍‌ ପ୍ରେମୀଙ୍କ ପାଇଁ ଭଲ ଖବର, ଆସୁଛି ସବୁଠୁ ଶସ୍ତା 5G iPhone

ନୂଆବର୍ଷରେ ଆସୁଛି ଆପଲ୍ ର ସବୁଠୁ ଶସ୍ତା 5G iPhone । ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଖେଳିଯାଇଛି ଏକ୍ସାଇଟମେଣ୍ଟ ଲେଭଲ । ଆଇଫୋନ ଯାହା ସବୁବେଳେ ଯୁବବର୍ଗଙ୍କ ପାଇଁ ପ୍ରଥମ ପସନ୍ଦ ରହିଥାଏ । କିନ୍ତୁ ଏହାର ଦାମ୍ କୁ ନେଇ ଅନେକ ଜଣ ପଛଘୁଞ୍ଚା ହୋଇଯାନ୍ତି । ସବୁଠୁ ଦାମୀ ଫୋନ କଥା…

ଆଗାମୀ ୪୫ ଦିନ ଏହିସବୁ ରାଶି ଉପରେ ପଡ଼ିବ ଖରାପ ପ୍ରଭାବ, ଏମାନଙ୍କ ଅମଙ୍ଗଳ କରିବେ ମଙ୍ଗଳ ଦେବ, ଜାଣନ୍ତୁ ଆପଣଙ୍କ ରାଶି…

ଆଜି ଗ୍ରହ ମାନଙ୍କ ସେନାପତି ମଙ୍ଗଳ ଦେବ ନିଜ ରାଶି ପରିବର୍ତ୍ତନ କରିବେ । ୧୬ ଜାନୁଆରୀ ମାନେ ଆଜି ରବିବାର ଦିନ ସାହସ, ବଳ, ଭୂମି, ବିବାହ ସମ୍ବନ୍ଧ ମାମଲାରେ ସ୍ୱାମୀ କାରକ ଗ୍ରହ ମଙ୍ଗଳ ଦେବ ୪୫ ଦିନ ପରେ ବିଛା ରାଶିରୁ ଧନୁ ରାଶିକୁ ଯିବେ । ଏହାଦ୍ୱାରା ଅନେକ ରାଶି ଉପରେ ଭାରି ପ୍ରଭାବ ପଡ଼ିବ…

ନୂଆ ଫିଚରରେ ହ୍ୱାଟସଆପ ସହ ମର୍ଜ ହେବ ମେଟାର ଆଉ ଦୁଇଟି ପ୍ଲାଟଫର୍ମ, ସ୍କ୍ରିନସଟ୍ ହେଉଛି ଭାଇରାଲ

ହ୍ୱାଟସଆପ ନିଜ ୟୁଜର୍ସଙ୍କ ପାଇଁ ପ୍ରାୟ ସମୟରେ ନୂଆ ନୂଆ ଫିଚର ଅପଡେଟ କରେ । ଏବେ ପୁଣି ହ୍ୱାଟସଆପ ତରଫରୁ ଜାରି ହୋଇଛି ଏକ ଜବରଦସ୍ତ ଫିଚର । WABetaInfoର ନୂଆ ରିପୋର୍ଟ ଅନୁଯାୟୀ, ଆଇଓଏସ୍ ରେ ଆପ୍ ର ଲାଟେଷ୍ଟ ବିଟା ଭର୍ସନରୁ ଜଣାପଡୁଛି ଯେ ମେସେଜ ରିଆକ୍ସନ ପାଇଁ ନୂଆ ଫିଚର ଆସିବାକୁ…

ଟ୍ରେନରେ କିଲୋମିଟର ପିଛା ଲାଗିଥାଏ ଏତିକି ହଜାର ଲିଟର ଡିଜେଲ, ଜାଣନ୍ତୁ ଆପଣଙ୍କ ଟ୍ରେନ ଯାତ୍ରାକୁ ନେଇ କିିଛି ରୋଚକ…

ଟ୍ରେନରେ ଭାରତର ଅନେକ ଲୋକ ଯାତ୍ରା କରିଥାନ୍ତି । କାରଣ ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ଟ୍ରେନ ସବୁଠୁ ଭଲ ବିକଳ୍ପ ବୋଲି ମନାଯାଏ । ଏହା ଖୁବ କମ ସମୟରେ ଆମକୁ ସଠିକ ସ୍ଥାନରେ ପହଞ୍ଚାଇଥାଏ । ତେବେ ସାଇକେଲ କିମ୍ବା ଅନ୍ୟାନ୍ୟ କୌଣସି ଗାଡ଼ି ଭଳିଆ ଏହା ମନ ଇଚ୍ଛା ବେକ୍ର ମାରି ରହିଯାଏନି ।…