Below header

ବିଜେପିର ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା : ସାଲେପୁରରୁ ଅରିନ୍ଦମ, ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ ବିଧାୟକ ପ୍ରାର୍ଥୀ

ବିଜେପିର ୮ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ।

କେନ୍ୟୁଜ(ବ୍ୟୁରୋ) : ଘୋଷଣା ହେଲା ବିଜେପିର ଓଡ଼ିଶାର ୮ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା । ସାଲେପୁରରୁ ଦଳ ଅରିନ୍ଦମ ରାୟଙ୍କୁ ପ୍ରାର୍ଥୀ କରିଥିବା ବେଳେ ଚମ୍ପୁଆ- ମୁରଲୀ ମନୋହର ଶର୍ମା, ହିନ୍ଦୋଳ- ସୀମାରାଣୀ ନାୟକ, କେନ୍ଦ୍ରାପଡା- ଗୀତାଂଜଜୀ ସେଠୀ, ଖୋର୍ଦ୍ଧା- ପ୍ରଶାନ୍ତ ଜଗଦ୍ଦେବ, ବାସୁଦେବପୁର- ବାଣୀକଲ୍ୟାଣ ମହାନ୍ତି, ବସ୍ତା- ରବୀନ୍ଦ୍ର ଅଣ୍ଡିଆ ଓ ତେଲକୋଇରୁ ବିଜେପି ଡ. ଫକୀର ମୋହନ ନାୟକଙ୍କୁ ପ୍ରାର୍ଥୀ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.