ବିଧବା ଭାଉଜଙ୍କୁ ବିବାହ କଲେ ସାନ ଦିଅର, ସୃଷ୍ଟି କଲେ ଉଦାହରଣ
ବାଙ୍କୀ(କେନ୍ୟୁଜ୍): ବର୍ତ୍ତମାନ ସମାଜରେ ଏମିତି ଦିଅର ଖୁବ କମ୍ ଦେଖିବାକୁ ମିଳିବେ। ନିଜର ବିଧବା ଭାଉଜଙ୍କୁ ବିବାହ କରି ଦିଅର ଜଣକ ସୃଷ୍ଟି କରିଛନ୍ତି ଏକ ଉଦାହରଣ । ମନ୍ଦିରରେ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଛି। ବେଦିରେ ବସି ନିଜ ଭାଉଜ ମଥାରେ ସିନ୍ଦୁର ଦେଇ ପତ୍ନୀ ରୂପେ ଗ୍ରହଣ…