ଡିସକାଉଣ୍ଟରେ ମିଳୁଛି ମିନି କୁଲର, ଶୀଘ୍ର ଉଠାନ୍ତୁ ଅଫରର ଲାଭ

ଆପଣ ଉଭୟ ଅନଲାଇନ୍ ଏବଂ ଅଫଲାଇନରେ ଏହି କୁଲରକୁ କିଣି ପାରିବେ । ଆପଣ ଘରେ ବସି ଅନଲାଇନରେ ଏହି କୁଲରକୁ କିଣି ପାରିବେ । ଇ-କମର୍ସ ପ୍ଲାଟଫର୍ମ, ଆମାଜନ, ଫ୍ଲିପକାର୍ଟ ଏବଂ ମିଶୋରେ ଆପଣ ଏହି କୁଲରଗୁଡ଼ିକୁ ସହଜରେ କିଣି ପାରିବେ ।

ଅନେକ ଘର ମାନଙ୍କରେ ଥିବା ରୁମରେ ଝରକା ନଥାଏ ଯେଉଁଥି ପାଇଁ ସେଠାରେ ବଡ଼ କୁଲର୍ ଫିଟ୍ କରାଯାଇ ପାରେ ନାହିଁ । ଏପରି ପରିସ୍ଥିତିରେ ଲୋକମାନେ ଚିନ୍ତା କରନ୍ତି ଯେ କୁଲର ଇନଷ୍ଟଲ କରିବା ପାଇଁ ସ୍ଥାନ ନାହିଁ । ଏଭଳି ସମସ୍ୟାକୁ ଏଡ଼ାଇବା ପାଇଁ ଆମେ ଆପଣଙ୍କୁ ଏପରି କିଛି କୁଲର୍ ବିଷୟରେ ଜଣାଇବୁ ଯାହା ଦ୍ୱାରା ଆପଣଙ୍କୁ କମ୍ ଖର୍ଚ୍ଚ କରିବା ସହ କମ୍ ସ୍ଥାନରେ କୁଲରକୁ ଲଗାଇ ପାରିବେ । ଏହି କୁଲରଗୁଡ଼ିକୁ ମିନି ପୋର୍ଟେବଲ୍ ଏୟାର କଣ୍ଡିସନର ମଧ୍ୟ କୁହାଯାଏ । ଏହି କୁଲରଗୁଡ଼ିକ ରୁମକୁ ଥଣ୍ଡା କରିବାରେ ବହୁତ ସାହଯ୍ୟ କରେ ।

ମିନି କୁଲର୍: ଏହି ମିନି ପୋର୍ଟେବଲ୍ ଏସିର ରିଏଲ୍‌ ପ୍ରାଇସ୍‌ ହେଉଛି ୪,୯୯୯ ଟଙ୍କା, କିନ୍ତୁ ଆପଣ ଏହାକୁ ଆମାଜନରୁ ୮୦ ପ୍ରତିଶତ ଡିସକାଉଣ୍ଟରେ ମାତ୍ର ୯୯୯ ଟଙ୍କାରେ କିଣି ପାରିବେ । ଏତରେ କୁଲିଙ୍ଗ୍‌, ହ୍ୟୁମିଡିଟି ଏବଂ ଫାୟର ଭଳି ଫିଚର ଆସିଥାଏ ।

Portable Air Conditioners : ଆପଣ ଏହି ମିନି କୁଲର୍ ଉପରେ ୮୦ ପ୍ରତିଶତ ଡିସକାଉଣ୍ଟ ପାଇବେ, ଆପଣ ଏହାକୁ ଆମାଜନରୁ ୯୯୮ ଟଙ୍କାରେ କିଣି ପାରିବେ ।

Lightning MiNi Cooler: ଏହି ମିନି କୁଲରର ଦାମ୍‌ ୩୫୦୦ ଟଙ୍କା, କିନ୍ତୁ ଆପଣ ଏହାକୁ ଅନଲାଇନ୍ ପ୍ଲାଟଫର୍ମରେ ୫୫ ପ୍ରତିଶତ ଡିସକାଉଣ୍ଟରେ ମାତ୍ର ୧୬୦୦ ଟଙ୍କାରେ କିଣିପାରିବେ ।

Mini Air Cooler: ଏହି କୁଲର ଉଭୟ ଅଫିସ୍ ଏବଂ ଘର ପାଇଁ ବେଷ୍ଟ ହେବ । ତେବେ ଏହି କୁଲର ଦାମ ୧୯୯୯ ଟଙ୍କା କିନ୍ତୁ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଆପଣ ଏହି କୁଲରକୁ ୫୫ ପ୍ରତିଶତ ଡିସକାଉଣ୍ଟରେ କିଣି ପାରିବେ ।

Oye Electro: ଆପଣ ୨୬ ପ୍ରତିଶତ ଡିସକାଉଣ୍ଟ ସହିତ ଏହି ମିନି ଏୟାର କୁଲରକୁ ଅତି ଶସ୍ତାରେ କିଣିପାରିବେ । ଆପଣ ଏହାକୁ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରୁ ୧,୬୪୯ ଟଙ୍କାରେ ପାଇପାରିବେ ।

FKU Air Conditioner: ଆପଣ ୪୫ ପ୍ରତିଶତ ଡିସକାଉଣ୍ଟରେ ମାତ୍ର ୧,୯୯୯ ଟଙ୍କାରେ ଏହି ଏୟାର କୁଲରକୁ କିଣି ପାରିବେ । ଏହା ବ୍ୟତୀତ ଆପଣ ଏଥିରେ ବ୍ୟାଙ୍କ ଡିସକାଉଣ୍ଟର ଲାଭ ମଧ୍ୟ ନେଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.