ଆଜି ୬୨ ତମ ସହିଦ ଦିବସ: ଦେଶରେ ୨୦୨୦ ସେପ୍ଟେମ୍ବର ୧ରୁ ଅଗଷ୍ଟ ୩୦ ମଧ୍ୟରେ ସହିଦ ହୋଇଛନ୍ତି ୩୭୭, ଓଡ଼ିଶାରୁ ୪

ଭୁବନେଶ୍ବର(କେନ୍ଯୁଜ୍): ପୋଲିସ ପାଳୁଛି ୬୨ ତମ ସହିଦ ଦିବସ। ୧୯୫୯ ମସିହାରେ ଚୀନ ସୈନ୍ୟଙ୍କ ଆକ୍ରମଣରେ ଲଦାଖ ଅଞ୍ଚଳରେ ୧୦ ଜଣ ଭାରତୀୟ ସିଆରପିଏଫ ପ୍ରାଣବଳୀ ଦେଇଥିଲେ। ସେମାନଙ୍କ ସ୍ମୃତିରେ ସାରା ଭାରତ ବର୍ଷରେ ଅକ୍ଟୋବର ୨୧ ତାରିଖରେ ପାଳିତ ହେଉଛି ପୋଲିସ ସହିଦ ସ୍ମୃତି ଦିବସ। ୧୯୬୦…

କୋଭିଡ ଟିକାକରଣରେ ରାଜ୍ୟର ନୂଆ ମାଇଲଖୁଣ୍ଟ, ସାଢେ ୩ କୋଟି ଟପିବ ଟିକାକରଣ

ଭୁବନେଶ୍ବର(କେନ୍ଯୁଜ୍): କୋଭିଡ ଟିକାକରଣରେ ରାଜ୍ୟର ନୂଆ ମାଇଲଖୁଣ୍ଟ । ଓଡ଼ିଶାରେ ସାଢେ ୩ କୋଟି ଟପିବ ଟିକାକରଣ। ବର୍ତ୍ତମାନ ସୁଦ୍ଧା ୩ କୋଟି ୪୬ଲକ୍ଷ ୪୧ ହଜାର ୪୯୧ ଡୋଜ୍‌ ଟିକାକରଣ ହୋଇଛି। ପ୍ରଥମ ଡୋଜ୍‌ ନେଇଛନ୍ତି ୨କୋଟି ୪୪ଲକ୍ଷ ୭୯ହଜାର ୩୭୬ଜଣ। ସେହିପରି ଦ୍ୱିତୀୟ ଡୋଜ୍‌ ନେଇଛନ୍ତି…

୯ମାସରେ ରେକର୍ଡ : ଆଜି ଦେଶରେ ୧୦୦କୋଟି ଟପିବ ଟିକାକରଣ

ନୂଆଦିଲ୍ଲୀ: ଆଜି ଦେଶରେ ୧୦୦କୋଟି ଟପିବକୁ ଯାଉଛି ଟିକାକରଣ। ଜାନୁଆରୀ ଆରମ୍ଭ ହୋଇଥିବା ଏହି କୋଭିଡ୍‌ ଟିକାକରଣ ନୂଆ ମାଇଲଖୁଣ୍ଟ ଛୁଇଁବ। ଏହି ଅଭିଯାନ ଆରମ୍ଭ ହେବାର ୯ମାସ ପରେ ଭାରତ ପ୍ରଥମ ଥର ପାଇଁ ୧୦୦କୋଟି ଟିକାର ମାଇଲ ଖୁଣ୍ଟ ହାସଲ କରିବ। ଗତକାଲି ଅପରାହ୍ନ ସୁଦ୍ଧା ଦେଶରେ ପ୍ରାୟ…

ଆଜିଠୁ ଖୋଲିବ ଏକାଦଶ ଶ୍ରେଣୀ, ଅଭିଭାବକଙ୍କ ସମ୍ମତିରେ ପଢ଼ିବାକୁ ଆସିବେ ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ଖୋଲିବ ଏକାଦଶ ଶ୍ରେଣୀ। କୋଭିଡ୍‌ କଟକଣା ଭିତରେ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି। କଣ୍ଟେନମେଣ୍ଟ ଜୋନରେ ଥିବା କୌଣସି ଶିକ୍ଷକ, ଛାତ୍ରଛାତ୍ରୀଙ୍କ ସ୍କୁଲ ଆସିବାକୁ ବାରଣ କରାଯାଇଛି । ଶ୍ରେଣୀ ଗୃହରେ ଚୌକି, ବେଞ୍ଚ, ଲାଇବ୍ରେରୀ, ଲାବୋରୋଟୋରୀ, ଟଏଲେଟ…

ମନିଷ ମୃୃତ୍ୟୁ ମାମଲା: ଆଜି ସରୁଛି ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି, ଅନେକ ତଥ୍ୟ ହାସଲ କରିଛି କମିଶନରେଟ୍‌ ପୋଲିସ

ଭୁବନେଶ୍ବର(କେନ୍ଯୁଜ୍): ମନିଷ ଅନୁରାଗ ମୃୃତ୍ୟୁ ମାମଲାରେ ଆଜି ସରୁଛି ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି। ୪ ଦିନିଆ ରିମାଣ୍ଡରେ ନେଇ ଅନେକ ତଥ୍ୟ ହାସଲ କରିଛି କମିଶନରେଟ୍‌ ପୋଲିସ। ତିନି ଅଭିଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର, ଅମ୍ରିତ ବିଶ୍ୱାଳ ଓ ଦୀନେଶ ମହାପାତ୍ରଙ୍କ ମୁହଁରୁ ଗୋଟି ଗୋଟି ସତ ବାହାର…