କିଆ ମୋଟର୍ସ ଓ ଆନ୍ଧ୍ର ପ୍ରଦେଶ ସରକାରଙ୍କ ମଧ୍ୟରେ ସ୍ବାକ୍ଷରିତ ହେଲା ବୁଝାମଣାପତ୍ର

ବିଶ୍ବସ୍ତରୀୟ କାର୍‌ ନିର୍ମାଣ କରୁଥିବା ସଂସ୍ଥା କିଆ ମୋଟର୍ସ ଓ ଆନ୍ଧ୍ର ପ୍ରଦେଶ ସରକାରଙ୍କ ମଧ୍ୟରେ ସ୍ବାକ୍ଷରିତ ହୋଇଛି ଏକ ବୁଝାମଣାପତ୍ର । ଭବିଷ୍ୟତରେ ଗମନାଗମନରେ ବ୍ୟବହାର ହେଉଥିବା ଯାନବାହାନର ବିକଶିତ କରିବା ହେଉଛି ଏହି ବୁଝାମଣା ସ୍ବାକ୍ଷରର ମୂଳ ଲକ୍ଷ୍ୟ। ଆନ୍ଧ୍ରରେ କିଆ…

ନିର୍ମାଣ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ଉଚ୍ଚତମ ରେଳ ପୋଲ

ଇମ୍ଫାଲ:  ମଣିପୁରରେ ନିର୍ମାଣ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ଉଚ୍ଚତମ ରେଳ ପୋଲ । ଯାହା ଭାରତର ପ୍ରଗତି କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଭାବେ ପରିଚିତ ହେବ । ଏହି ବ୍ରିଜ ନିର୍ମାଣ ହେଲେ ପ୍ରାୟ ୧୪୧ ମିଟର ଉଚ୍ଚତା ଉପରେ ଟ୍ରେନ ଗଡ଼ିବା ସହିତ ଏହା ପୂର୍ବତଟ ଦେଶ ସହ ଅନ୍ୟାନ୍ୟ ଦେଶକୁ ସଂଯୋଗ…

ରୋମାଞ୍ଚକର ସ୍ଥିତିରେ ଭାରତ-ଅଷ୍ଟ୍ରେଲିଆ ଆଡିଲେଡ୍‌ ଟେଷ୍ଟ, ଜିତିବା ପାଇଁ ଭାରତକୁ ଦରକାର ଆଉ ୪ ଓ୍ଵିକେଟ

ଉଦୟପୁର(କେନ୍ୟୁଜ୍) : ରୋମାଞ୍ଚକର ସ୍ଥିତିରେ ଭାରତ-ଅଷ୍ଟ୍ରେଲିଆ ଆଡିଲେଡ୍‌ ଟେଷ୍ଟ । ଆଜି ଶେଷ ଦିନରେ ମ୍ୟାଚ୍‌ ଜିତିବା ପାଇଁ ଭାରତକୁ ଆଉ ୪ ଓ୍ଵିକେଟ ଆବଶ୍ୟକ ରହିଛି । ସେହିପରି ବିଜୟ ପାଇଁ ସଂଘର୍ଷ କରୁଛି ଅଷ୍ଟ୍ରେଲିଆ ଦଳ । ଗତକାଲି ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୪ ଓ୍ଵିକେଟ…

ଆପଣଙ୍କ ଫ୍ରିଜ୍ ରୁ ବାହାରୁଛି କି ଦୁର୍ଗନ୍ଧ, ଆପଣାନ୍ତୁ ଏହି ଘରୋଇ ପ୍ରତିକାର

ଖାଦ୍ଯ ସାମଗ୍ରୀକୁ ତାଜା ରଖିବା ପାଇଁ ପ୍ରାୟ ସମସ୍ତଙ୍କ ଘରେ ଫ୍ରିଜ୍ ର ବ୍ଯବାହାର କରାଯାଇଥାଏ । କୌଣସି ବଳକା ଖାଦ୍ଯକୁ ନଷ୍ଟ ନକରି ଫ୍ରିଜ୍ ରେ ରଖାଯାଇଥାଏ । ଫଳ ପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ ସୁଖିଲା ଏବଂ ରନ୍ଧା ଖାଦ୍ଯ, ପାନୀୟ ପଦାର୍ଥକୁ ଫ୍ରିଜ୍ ଦ୍ବାରା ଗଚ୍ଛିତ ରଖାଯାଇଥାଏ ।…

ରବର୍ଟ ଭଦ୍ରାଙ୍କ ସହଯୋଗୀଙ୍କ କାର‌୍ୟ୍ୟାଳୟରେ ଇଡି ଚଢାଉ, ପଲଟିକାଲ ଭେଣ୍ଡେଟା ଅଭିଯୋଗ ଆଣିଲା କଂଗ୍ରେସ

ଦିଲ୍ଲୀ : ରବର୍ଟ ଭଦ୍ରାଙ୍କ ସହଯୋଗୀଙ୍କ କାର‌୍ୟ୍ୟାଳୟରେ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଶୁକ୍ରବାର ଚଢାଉ କରାଯାଇଛି । ଭଦ୍ରାଙ୍କ ତିନି ଜଣ ସହଯୋଗୀଙ୍କ କାର‌୍ୟ୍ୟାଳୟ ଉପରେ ଇଡି ଚଢାଉ କରିଛି । ଗତକାଲି ଦିଲ୍ଲୀ ଏନସିଆର ଓ ବେଙ୍ଗାଲୁରର ୬ଟି ସ୍ଥାନରେ ଏକକାଳୀନ ଇଡି ଅଧିକାରୀ ଚଢାଉ…

ଆଜି ହକି ବିଶ୍ୱକପରେ ବେଲଜିୟମ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଫାଇଟ୍‌, ଜମିବ ଭାରତ-କାନାଡା ଲଢ଼େଇ

ଭୁବନେଶ୍ବର(କେନ୍ୟୁଜ୍) : ହକି ବିଶ୍ୱକପ୍‌ରେ ଆଜି ଖେଳାଯିବ ପୁଲ-ସି ଦୁଇଟି ମ୍ୟାଚ । ପ୍ରଥମ ମ୍ୟାଚରେ ବେଲଜିୟମ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ । ଦ୍ୱିତୀୟ ମ୍ୟାଚରେ ମୈଦାନକୁ ଓହ୍ଲାଇବ ଭାରତ । କାନାଡା ସହ ହେବ ମୁକାବିଲା । ଟାର୍ଗେଟ୍‌ କ୍ୱାର୍ଟର ଫାଇନାଲ୍‌ । ହକି…

ପ୍ରତିଦିନ ସକାଳୁ ପିଅନ୍ତୁ ଲୁଣ ପାଣି, କମିଯିବ ପେଟର ଚର୍ବି

ଚର୍ବି କମାଇବା ପାଇଁ  କେତେ କଣ ଉପାୟ ଆପଣମାନେ କାର୍ଯ୍ଯରେ ଲଗାଉଥିବେ । ହେଲେ କଣ ଆପଣ ଜାଣନ୍ତି ଏମିତି ଏକ ସହଜ ଉପାୟ ଯାହାକୁ ଉପଯୋଗ କରି ଆପଣ ନିଜର ପେଟରେ ଥିବା ଚର୍ବିକୁ କମାଇପାରିବେ। ସକାଳୁ ଏକ ଗିଲାସ ସାଧା ପାଣିରେ ସ୍ବାଦ ଅନୁସାରେ ଲୁଣ ମିଶାଇକି ପିଅନ୍ତୁ । ଦେଖିବେ କିପରି ଭାବେ…

ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଦେବାକୁ ପହଁଚିଲେ ସାଉଥ୍ ଷ୍ଟାର

ତେଲେଙ୍ଗାନା(କେନ୍ୟୁଜ୍) : ତେଲେଙ୍ଗାନା ବିଧାନସଭା ୨୦୧୮ ନିର୍ବାଚନରେ ୧୧୯ ସିଟ୍ ପାଇଁ ଚାଲିଛି ଭୋଟିଂ । ପୁଲିଙ୍ଗ ବୁଥ୍ ରେ ଭୋଟ ଦେବାକୁ ସାଧାରଣ ଲୋକଙ୍କ ଭିଡ ଜମିଥିବାବେଳେ ସେମାନଙ୍କ ସହିତ ସାଉଥ୍ ଷ୍ଟାରମାନଙ୍କୁ ମଧ୍ଯ ଦେଖିବାକୁ ମିଳିଛି । ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ବୁଥ୍…

ଏଠାରେ ପ୍ରତି ଘରେ ନାମ ଫଳକରେ ଲାଗିଛି ମହିଳାମାନଙ୍କର ନାଁ, ହେଲେ କାହିଁକି?

ଉନା:ନାରୀ ସୁରକ୍ଷା କ୍ଷେତ୍ରରେ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି । ନାରୀଙ୍କୁ ସମ୍ମାନ ଦେବା ସହ ସମାଜରେ ପୁରୁଷଙ୍କ ତୁଳନାରେ ସେମାନଙ୍କୁ ବରାବର ଅଧିକାର ଦିଆଯିବା ପାଇଁ ବିଭିନ୍ନ ସଚେତନତା ସୃଷ୍ଟି କରାଯାଉଛି । ମଣିଷ ଯଦି ନିଜ ମାନସିକତାରେ ପରିବର୍ତ୍ତନ ନଆଣିବ ତେବେ ଏସବୁ…

ଏହି ଆକାଉଣ୍ଟଧାରୀଙ୍କ ପାଇଁ ଏସବିଆଇର ଅଫର୍

ନୂଆଦିଲ୍ଲୀ (କେନ୍ୟୁଜ୍) : ଭାରତୀୟ ଷ୍ଟେଟ୍ ବ୍ଯାଙ୍କ ନିଜର ଗ୍ରାହକମାନଙ୍କୁ ସବୁ ମାସରେ ଏକ ନିର୍ଦ୍ଦିଷ୍ଟ ସଂଖ୍ଯାରେ ନିଶୁଳ୍କ ଭାବେ ଏଟିମ୍ ବ୍ଯବହାର କରିବାର ସୁଯୋଗ ଦେଇଥାଏ । ଏସବିଆଇ ଖାତାଧାରୀଙ୍କ ପାଇଁ ମଧ୍ଯ ସମାନ ଭାବେ ଟ୍ରାଞ୍ଜାକ୍ସନ୍ ଏବଂ ଏଟିଏମ୍ ଉପରେ ଏକ ନିର୍ଦ୍ଦିଷ୍ଟ ସଂଖ୍ଯାରେ…

ଚୂଡ଼ାନ୍ତ ହେଲା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି

ପୁରୀ(କେନ୍ୟୁଜ୍) : ଚୂଡ଼ାନ୍ତ ହେଲା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି । ସେହିପରି ଟିକେଟ ଦର୍ଶନ ସମ୍ପର୍କରେ ବୈଠକରେ ପ୍ରାରମ୍ଭିକ ଆଲୋଚନା କରାଯାଇଛି । ଏଥିପାଇଁ ସମ୍ପୃକ୍ତ ସେବାୟତ ନିଯୋଗ ଗୁଡିକର ମତ ନିଆଯାଇଛି । ତେବେ ଅନଲାଇନ ଟିକେଟ ବିକ୍ରି ସମ୍ପର୍କରେ ଆଲୋଚନା ଅସମାପ୍ତ…

ଜାଣନ୍ତୁ ଅଁଳା ଜୁସ୍ ର ଫାଇଦା, ଦିନେ ଜାଣିଲେ ସବୁଦିନ ପିଇବେ

ଅଁଳା ଏକ ଏମିତି ଫଳ ଯାହା ନିଜର ଔଷଧୀୟ ଗୁଣ ପାଇଁ ପରିଚିତ । ଅଁଳାରେ କ୍ଯାଲସିୟମ୍, ଭିଟାମିନ୍ ସି, ଆଇରନ୍, ଫସଫରସ୍, କ୍ଯାରୋଟିନ୍ ଏବଂ ଭିଟାମିନ୍ ବି କମ୍ପପ୍ଳେକ୍ସ ଭରପୂର ମାତ୍ରାରେ ରହିଥିବା ହେତୁ ଏହାକୁ ପ୍ରତିଦିନ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ । ଅଁଳାକୁ ଖାଇବାର ଫାଇଦା…