ପ୍ରେସର କୁକରରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି କି? ଜାଣିରଖନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କେତେ ହିତକର

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଚାହାନ୍ତି କେମିତି ଟିକେ ସମୟ ମିଳନ୍ତା କି ଆରାମ ନେବାକୁ କିମ୍ବା କେମିତି ଶିଘ୍ର ରୋଷେଇ ସରିଯାଆନ୍ତା କି । ଏପରି ଚିନ୍ତା ଆପଣ ମଧ୍ୟ କରୁଥିବେ । ଯେପରି ସବୁକିଛି ହାତପାହାନ୍ତାରେ ଶିଘ୍ର ସମାପ୍ତ ହୋଇଯାଆନ୍ତା । ଯାହାପାଇଁ ଆପଣ କମ୍ ପରିଶ୍ରମରେ ଅଧିକ…

ଜେଲ୍ ବ୍ୟବସ୍ଥା ବଦଳାଇବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ(କେନ୍ୟୁଜ୍) : ସୁପ୍ରିମକୋର୍ଟ ପୁଣି ଥରେ ଜେଲ୍ ରେ ବନ୍ଦୀ ଥିବା କଏଦୀ ମାନଙ୍କ ପରିସ୍ଥିତି ଉପରେ ଶକ୍ତ ଟିପ୍ପଣି ଦେଇଛନ୍ତି। ଶୀର୍ଷ ନ୍ୟାୟାଳୟ ଗୁରୁବାର ଦିନ ସବୁ ରାଜ୍ୟ ସରକାର ଙ୍କୁ ଜେଲ୍ ର ନିୟମକୁ ବଦଳାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାମୁତାବକ କୋର୍ଟ କହିଛନ୍ତି କି…

ଥଣ୍ଡାରୁ ଆପଣଙ୍କ ତଣ୍ଟି ବସିଯାଇଛି କି? ଆପଣାନ୍ତୁ ଏହି ଘରୋଇ ଉପାୟ

ଋତୁ ପରିବର୍ତ୍ତନ ହେଲେ ଶରୀରରେ ମଧ୍ୟ ବିଭିନ୍ନ ପରିବର୍ତ୍ତନ ଆସିଥାଏ । ଯେମିତିକି ଖରାଦିନେ ଅତ୍ୟଧିକ ଝାଳ ବୋହିବା, ଘିମିରି ହେବା, ବର୍ଷା ଏବଂ ଶୀତ ଦିନେ ଥଣ୍ଡା, କାଶ ଆଦି ବିଭିନ୍ନ ରୋଗ ଦେଖାଦେଇଥାଏ । ଯାହାକୁ ନେଇ ବିଭିନ୍ନ ସମସ୍ୟା ଉପୁଜିଥାଏ । ଏହି ସବୁ ସମସ୍ୟା ମାନଙ୍କ ମଧ୍ୟରେ ତଣ୍ଡି…

କଳା ପଡିଯାଉଛି କି ଆପଣଙ୍କ ବେକ? ସଫା କରିଦବ ଚିନି , ଜାଣନ୍ତୁ କେମିତି

କିଛି ସମୟରେ ଶରୀରର କିଛି ଅଂଶକୁ ଅଣଦେଖା କରିବା ଦ୍ବାରା ତାହା କଳା ପଡିଯାଇଥାଏ । ଉପର ଚେହେରା ସୁନ୍ଦର ଦେଖାଯାଉଥିବାବେଳେ କପଡା ତଳେ ଲୁଚିକି ରହୁଥିବା ବେକ ପାଖ ପ୍ରାୟତଃ ଲୋକଙ୍କର କଳା ପଡିଯାଇଥାଏ । ଯଦି ଆପଣଙ୍କ ବେକ ରଙ୍ଗ ଶରୀରର ବାକି ଅଙ୍ଗର ରଙ୍ଗ ତୁଳନାରେ କଳା ପଡିଯାଇଛି ତେବେ…

ସିଦ୍ଧୁ ଉବାଚ: ବିଜେପିର ନୂଆ ନାଁ ଜିଟିୟୁ ମାନେ ‘ଗିରେ ତୋ ଭି ଟାଙ୍ଗ୍ ଉପର୍’

ଦିଲ୍ଲୀ(କେନ୍ୟୁଜ୍) : ବିଜେପିକୁ ତୀବ୍ର ସମାଲୋଚନା କଲେ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ । ଆଜି ଦେଶର ପାଞ୍ଚ ରାଜ୍ୟ ଯଥା ରାଜସ୍ଥାନ,ଛତିଶଗଡ,ତେଲେଙ୍ଗାନା,ମଧ୍ୟପ୍ରଦେଶ ଏବଂ ମିଜୋରାମରେ ନିର୍ବାଚନ ପରିଣାମ ଆସିବାକୁ ଲାଗିଛି । ନିର୍ବାଚନରେ କଂଗ୍ରେସର ସ୍ଥିତି ଦେଖି ମନ୍ତ୍ରୀ ନବଜୋତ ସିଂହ…

ଜରିମାନା ଆଦାୟ ବ୍ୟବସ୍ଥାରେ ଆସିବ ସ୍ବଚ୍ଛତା, ଆରମ୍ଭ ହେବ ଇ-ଚାଲାଣ ବ୍ୟବସ୍ଥା

ଭୁବନେଶ୍ବର(କେନ୍ଯୁଜ୍) : କେନ୍ୟୁଜ୍ କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ଉଦ୍‌ଘାଟନ ହୋଇଯାଇଛି ଇ-ଚାଲାଣ ମେସିନ୍‌ । ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ମେସିନ୍‌ର ଉଦ୍‌ଘାଟନ କରି ଏହି ବ୍ୟବସ୍ଥା ଲାଗୁ ଦ୍ବାରା ଜରିମାନା ଆଦାୟ ବ୍ୟବସ୍ଥାରେ ସ୍ବଚ୍ଛତା ଆସିବା ସହ ଅନିୟମିତତା ଅଭିଯୋଗ କମ୍ ହେବ…

ବିରୋଧୀଙ୍କ ପ୍ରତ୍ୟେକଟି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ : ପ୍ରଧାନମନ୍ତ୍ରୀ

ଦିଲ୍ଲୀ(କେନ୍ୟୁଜ୍) : ଆଜି ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସର୍ବଦଳୀୟ ବୈଠକରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରତ୍ୟେକଟି ପ୍ରସଙ୍ଗ ଉପରେ ଆମେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛୁ ବୋଲି କହିଥିଲେ।…

ତିନୋଟି ରାଜ୍ୟରେ କଂଗ୍ରେସ ଆଗୁଆ, ଗଢିବ କି ସରକାର ?

ନୂଆଦିଲ୍ଲୀ (କେନ୍ୟୁଜ୍) : କେନ୍ୟୁଜ୍ ବର୍ତ୍ତମାନ ୫ଟି ରାଜ୍ୟର ମତଗଣନା ଜାରି ରହିଛି । ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ମିଜୋରାମ ଏବଂ ତେଲେଙ୍ଗାନା ଉପରେ ସାରା ଦେଶର ନଜର ରହିଛି । ଅପରାହ୍ନ ଭିତରେ ଚିତ୍ର ସ୍ପଷ୍ଟ ହୋଇଯିବ କି, କିଏ କେଉଁ ରାଜ୍ୟରେ ସରକାର ଗଢିବ। ତେବେ ଟ୍ରେଣ୍ଡ ଅନୁଯାୟୀ…

ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦରୁ ସୁର୍‌ଜିତ୍‌ ଭଲ୍ଲାଙ୍କ ଇସ୍ତଫା

ନୂଆଦିଲ୍ଲୀ: ଡିସେମ୍ବର ୧ ତାରିଖରୁ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦରୁ ଇସ୍ତଫା ଦେଇଥିବା କଥା ଖ୍ୟାତନାମା ଅର୍ଥନୀତିଜ୍ଞ ଓ ସ୍ତମ୍ଭକାର ସୁର୍‌ଜିତ୍‌ ଭଲ୍ଲା କହିଛନ୍ତି। ନୀତି ସଂକ୍ରାନ୍ତରେ ସରକାରଙ୍କ ସହ ମାସେ ବ୍ୟାପି ଆଲୋଚନା କରିବା ପରେ ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌…

ଚାର୍ଜରେ ବସିଥିବା ହେଡଫୋନ୍ ନେଲା ବାଳକର ଜୀବନ

କେନ୍ୟୁଜ୍ : ମାଲେସିଆରେ ଘଟିଛି ଏମିତି ଏକ ଅଘଟଣ ଯେଉଁଥିରେ ମାଲେସିୟାର ଜଣେ ୧୬ ବର୍ଷିୟ ବାଳକ ମୃତ୍ୟୁ ବରଣ କରିଛି । ଚାର୍ଜରେ ବସିଥିବା ହେଡଫୋନ୍ କାନରେ ଦେଇଥିବା ସମୟରେ ବିଜୁଳି ଆଘାତ ପାଇ ଉକ୍ତ ବାଳକର ମୃତ୍ୟୁ ହୋଇଥିବା ଜଣାପଡିଛି । ସେଠାକାର ଖବରକାଗଜ ‘ନିୟୁ ଷ୍ଟ୍ରେଟ୍ସ୍ ଟାଇମ୍ସ୍’…

ନକ୍ସଲଙ୍କ ପାଇଁ ଚାନ୍ଦା ମାଗିବା ଅଭିଯୋଗରେ ଠିକାଦାର ଗିରଫ

ନାରାୟଣପାଟଣା(କେନ୍ୟୁଜ୍): ନକ୍ସଲଙ୍କ ପାଇଁ ଚାନ୍ଦା ମାଗିବା ଅଭିଯୋଗରେ ଠିକାଦାର ଗିରଫ । ତାଙ୍କ ନାଁ ମୁରଲୀ କ୍ରିଷ୍ଣା। ନାରାୟଣପାଟଣା ବୋରଗୀ ପଞ୍ଚାୟତ ଅଞ୍ଚଳରେ ରାସ୍ତା କାମ କରୁଥିବା ଦୁଇଜଣ ଠିକାଦାରଙ୍କଠାରୁ ମୁରଲୀ ନକ୍ସଲଙ୍କ ନାଁରେ ୩୦ ଲକ୍ଷ ଚାନ୍ଦା ମାଗିଥିବା ଥାନାରେ ଅଭିଯୋଗ…

ଅବସାଦ ଦୂର କରିବାରେ ସହାୟକ ହେବ ସୋହମ୍ ମୁଦ୍ରା, ଜାଣନ୍ତୁ ଏହାର ଫାଇଦା

ଆଜିକାଲିର ବ୍ଯସ୍ତ ବହୁଳ ଜୀବନରେ ନିଜ ପାଇଁ ସମୟ ବାହାର କରିବା ଅତ୍ଯନ୍ତ କଷ୍ଟସାଧ୍ଯ ହେଉଥିବା ବେଳେ, ଖାଦ୍ଯ ପାନୀୟର ଅବହେଳା ମାନସିକ ଦୁଶ୍ଚିନ୍ତାର କାରଣ ପାଲଟିଥାଏ । ଯାହା ବ୍ଯକ୍ତିକୁ ଅତି ଗଭିର ଭାବେ ଗ୍ରାସ କରିବା ସହ ବିଭିନ୍ନ ରୋଗର କାରଣ ପାଲଟିଥାଏ । ତେବେ ଏଥିପାଇଁ ଡାକ୍ତରଙ୍କ…