Below header

ପାଦ ଆଙ୍ଗୁଳିରୁ ଜାଣନ୍ତୁ କିପରି ଆପଣଙ୍କ ସ୍ବଭାବ

ପ୍ରତ୍ୟକ ବ୍ୟକ୍ତି ଜନ୍ମରୁ ନିଜର ଏକ ସ୍ବଭାବ ନେଇ ଆସିଥାଏ । ଯାହାର ପ୍ରଭାବ ତା ଜୀବନଯାପନ ଉପରେ ପଡିଥାଏ । ଏହି ପରିପେକ୍ଷୀରେ ବ୍ୟକ୍ତିର ବ୍ୟକ୍ତିତ୍ବ ତା ଶରୀରର କିଛି ଗଢଣୀକୁ ନେଇ ଅନୁମାନ ମଧ୍ୟ କରାଯାଇଥାଏ । ପ୍ରାୟତଃ ଲୋକ ଅନ୍ୟର ମୁହଁକୁ ଦେଖି ଭାବି ବସନ୍ତି କି ଇଏ ରାଗି ସ୍ବଭାବର…

ଗ୍ରେଟର ନୋଏଡାରେ ରାସ୍ତା ଉପରେ ଦେଖିବାକୁ ମିଳିଲା କଲରାପତରିଆ ବାଘ , ହ୍ବାଟ୍ସଆପ୍ ଭାଇରାଲ ହେଲା ଫଟୋ

କେନ୍ୟୁଜ୍ : ଗ୍ରେଟର ନୋଏଡାର ରାସ୍ତା ଉପରେ ବୁଧବାର ରାତିରେ ଏକ କଲରାପତରିଆ ବାଘକୁ ଦେଖି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ଗ୍ରେଟର ନୋଏଡାର ଷ୍ଟେଲର ଜୀବନ ସୋସାଇଟି ପାଖରେ ରାତିରେ କିଛି ଲୋକ କାରରେ ଯାଉଥିବାବେଳେ କାର ଲାଇଟ୍ ଏବଂ ରୋଡ ଲାଇଟର ଆଲୋକ ଦ୍ବାରା ବାଘଟିକୁ ରୋଡ ପାର୍…

ଜୟପୁର ସୌରଗୁଡାରେ ବାବା ଓ ମାତାଙ୍କ ଆବିର୍ଭାବ , ଜୀବନ୍ତ ଠାକୁର ଭାବେ ପୂଜା କରୁଛନ୍ତି ଲୋକେ

ଜୟପୁର(କେନ୍ୟୁଜ୍) : ଜୟପୁର ସୌରଗୁଡା ଅଞ୍ଚଳରେ ଚାଲିଛି ଆଦିଅନନ୍ତାୟ ବାବାଙ୍କ ମହାଯଜ୍ଞ । ଅନ୍ୟାୟ ଅପରାଧରୁ ଦୁରେଇ ସମାଜରେ ମଙ୍ଗଳ ଓ ଶାନ୍ତି ସ୍ଥାପନା ଏହି ଯଜ୍ଞର ମୂଳ ଉଦେଶ୍ୟ ବୋଲି କହିଛନ୍ତି ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକେ । ତେବେ ଦୁଇଟି ମାଟି ମୂର୍ତ୍ତୀରେ ଜୀବନ୍ତ ମଣିଷକୁ ବସାଇ ପ୍ରଭୁ…

ଦେଶରେ ଥିବା ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟରେ ବଢିବ ୨୫ ପ୍ରତିଶତ ନୂଆ ସିଟ୍

ଦେଶରେ ଉଚ୍ଚ ଶିକ୍ଷା ସସ୍ଥାନ ଏବଂ ବିଶ୍ବବିଦ୍ୟାଳୟରେ ସାମାନ୍ୟ ବର୍ଗର ଗରିବଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ୨୦୧୯ର ଶିକ୍ଷା ବର୍ଷରେ ହିଁ ଦେଇଦିଆଯିବ । ଏଥିପାଇଁ ସରକାର ପ୍ରତି ସଂସ୍ଥାରେ ୨୫ ପ୍ରତିଶତ ନୂଆ ସିଟ୍ ବଢେଇବେ । କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ମଙ୍ଗଳବାର ଦିନ ଏନେଇ…

ଚନ୍ଦ୍ରପୃଷ୍ଠରେ ଅଙ୍କୁରିତ ହେଲା କପା ବୀଜ , ଫଟୋ ଜାରି କଲା ଚୀନ ମହାକାଶ ଏଜେନ୍ସି

ଚୀନ(କେନ୍ୟୁଜ୍) : ଚନ୍ଦ୍ରପୃଷ୍ଠରେ ବୃକ୍ଷରୋପଣ କରିବାରେ ସକ୍ଷମ ହୋଇଛି ଚୀନ। ମହାକାଶରେ ଜୈବିକ ସତ୍ତା ସମ୍ଭବ ନେଇ ଗତ ସପ୍ତାହରେ ଚୀନ ପ୍ରେରଣ କରିଥିଲା ଚାଙ୍ଗ-ଇ-୪ଯାନ। ଚୀନ ମହାକାଶ ଏଜେନସି ମଙ୍ଗଳବାର ଜାରି କରିଥିବା ଫଟୋରେ କପା ବୀଜ ଅଙ୍କୁରିତ ହୋଇଥିବା ଦେଖାଯାଇଛି। ପ୍ରଥମ ଥର ପାଇଁ…

ବିବାହ ପରେ ରଣବୀର ସିଂଙ୍କ ଉପରେ ଦୀପିକା ଲଗାଇଛନ୍ତି ଏହି ତିନୋଟି ବ୍ୟାନ୍‌

କେନ୍ୟୁଜ୍ : ବିବାହ ପରେ ରଣବୀର ସିଂ ଉପରେ ଦୀପିକା ଲଗାଇଛନ୍ତି ତିନୋଟି ବ୍ୟାନ୍‌ । ଯାହାର ଖୁଲାସା ନିଜେ ରଣବୀର କରିଛନ୍ତି । ବିଳମ୍ବିତ ରାତି ପର‌୍ୟ୍ୟାନ୍ତ ବାହାରେ ରହିବା , ନଖାଇ ଘରୁ ବାହାରିବା ଓ ଦୀପିକାଙ୍କ କଲ ନଉଠାଇବା ଉପରେ ବ୍ୟାନ ଲାଗିଛି । ଏହି ତିନୋଟି କଥାକୁ ରଣବୀର ବିବାହ ପରେ…

ବାହାଘରକୁ ନେଇ ମୁହଁ ଖୋଲିଲେ ଅଙ୍କିତା ଲୋଖଣ୍ଡେ

କେନ୍ୟୁଜ୍ : ବାହାଘରକୁ ନେଇ ମୁହଁ ଖୋଲିଲେ ଅଙ୍କିତା ଲୋଖଣ୍ଡେ। ସୁଶାନ୍ତ ସିଂ ରାଜପୁତଙ୍କ ସହ ବ୍ରେକ ଅପ ପରେ ବିଜନେସମ୍ୟାନ ଭିକି ଜୈନଙ୍କୁ ଅଙ୍କିତା ଡେଟ୍‌ କରୁଛନ୍ତି। ଖୁବ୍‌ ଶୀଘ୍ର ଦୁହେଁ ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ଏନେଇ ଅଙ୍କିତା କହିଛନ୍ତି ମୋର ବର୍ତ୍ତମାନ ବାହାହେବାର…

୮୦ ଦଶକ ତୁଳନାରେ ୬ ଗୁଣ ଅଧିକ ବେଗରେ ତରଳିବାରେ ଲାଗିଛି ଆଣ୍ଟାର୍କଟିକାରେ ବରଫ

ୱାସିଙ୍ଗଟନ୍ : ୧୯୮୦ ମସିହା ତୁଳନାରେ ଆଣ୍ଟାର୍କଟିକାରେ ବରଫ ୬ ଗୁଣା ଅଧିକ ତରଳିବାରେ ଲାଗିଛି । ଏକ ନୂଆ ଅଧ୍ୟୟନରୁ ଏହାର ଖୁଲାସା ହୋଇଛି । ବୈଜ୍ଞାନିକ ମାନେ ଉପରୁ ନେଇଥିବା ଫଟୋ, ଯାହା ଉପଗ୍ରହ ମେଜରମେଣ୍ଟ ଏବଂ କମ୍ପ୍ୟୁଟର ମଡେଲର ବ୍ୟବହାର କରି ଏହା ଜଣାବାକୁ ପାଇଛନ୍ତି କି ୧୯୭୯ ରୁ…

ତ୍ବଚା ଓ କେଶ ପାଇଁ ଘିଁକୁଆରୀ , ଜାଣନ୍ତୁ କଣ ରହିଛି ଏହାର ଔଷଧୀୟ ଗୁଣ

ଘିଁକୁଆରୀ ନା ଆପଣ ନିଶ୍ଚିତ ଶୁଣିଥିବେ ଏବଂ ଭିବିନ୍ନ ସମୟରେ ଏହାକୁ ବ୍ୟବହାର ମଧ୍ୟ କରିଥିବେ । ଏଥିରେ ଔଷଧୀୟ ଗୁଣ ଭରପୂର ମାତ୍ରାରେ ରହିଛି । ବଜାରରେ ଏହାର ବିଭିନ୍ନ ପଡକ୍ଟ ମଧ୍ୟ ଉପଲବ୍ଧ ହେଉଛି । ଏହି ଘିଁକୁଆରୀ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଆପଣଙ୍କ ତ୍ବଚା , କେଶ ସମେତ ଅନେକ…

ଗଧ କ୍ଷୀରରେ ସାବୁନ୍ ତିଆରି କରୁଛନ୍ତି ଏହି ମହିଳା ବ୍ୟବସାୟୀ , ଯାହାର ବିଦେଶରେ ରହିଛି ବହୁତ ଚାହିଦା

ଆପଣ ବିଭିନ୍ନ ପଶୁମାନଙ୍କ କ୍ଷୀରର ଉପକାରୀ ଗୁଣ ବିଷୟରେ ଜାଣିଥିବେ । କିନ୍ତୁ ଏବେ ଗଧର କ୍ଷୀର ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ମହିଳା ଚାଷୀ ଏହି କ୍ଷୀରକୁ ବ୍ୟବହାର କରି ନିଜର ଏକ ନୂତନ ପରିଚୟ ତିଆରି କରିଛନ୍ତି । ଏବେ ଏହି କ୍ଷୀରର ଚାହିଦା ବିଦେଶରେ ମଧ୍ୟ ପହଁଚିଲାଣି । ଏହାର ଉତ୍ପାଦନକୁ…

ଡାଇବେଟିସ୍ ରୋଗୀଙ୍କୁ ନୂଆ ଜୀବନ ଦେଇଥାଏ ଏହି ଫଳ , ୫ଟି ରୋଗ ପାଇଁ ଏହା ବରଦାନ

ପାଚିଲା କଦଳୀ ତ ସମସ୍ତେ ଖାଇଥାନ୍ତି ଏବଂ ଏହା ଖାଇବାର ଫାଇଦା ସମ୍ପର୍କରେ ମଧ୍ୟ ଜାଣିଛନ୍ତି । କିନ୍ତୁ କଣ ଆପଣ କଞ୍ଚା କଦଳୀ ଖାଆନ୍ତି କି? ହେଇପାରେ ଆପଣ ଏହାର ପକୋଡା, କୋପତା,ପରଠା କିମ୍ବା ତରକାରୀ ପ୍ରସ୍ତୁତ କରୁଥିବେ କିନ୍ତୁ ଏହା ଖାଇବା ଦ୍ବାରା ହେଉଥିବା ଫାଇଦା ସମ୍ପର୍କରେ ଆପଣ…

ଅଜବ ଲାଗୁ ଥିଲେ ବି ସତ : ନିଜ ଭାଇଙ୍କୁ ବିବାହ କଲେ ଦୁଇ ଉଭଣୀ , ଜାଣନ୍ତୁ ଘଟଣା ପଛର ପ୍ରକୃତ କାହାଣୀ

କରାଚୀ : ବିବାହ ଏକ ପବିତ୍ର ବନ୍ଧନ । ବିବାହକୁ ନେଇ ସବୁ ପୁରୁଷ ଏବଂ ନାରୀ ଦେଖିଥାନ୍ତି ଅସୁମାରି ସ୍ବପ୍ନ । ନିଜ ଜୀବନସାଥୀ କିପରି ହେବ ଏବଂ ତାକୁ ନେଇ କେମିତି ସଂସାର କରିବେ ସେଥିପାଇଁ ପରିବାର ଲୋକେ ମଧ୍ୟ ଏକ ଅକୁହା ଆଶା ନେଇ ଗୋଟେ ପର ଝିଅକୁ ନିଜର ବୋହୂ କରି ଆଣିଥାନ୍ତି । ଏବଂ ନିଜ…