ଜଂଗାଲିଙ୍ଗା ବଡଦେଓଙ୍କୁ କାନ୍ଧରେ ବୋହି ବେଢା ପରିକ୍ରମା କଲେ ବିଧାୟକ ନବ ଦାସ

ଝାରସୁଗୁଡା(କେନ୍ୟୁଜ୍): ଝାରସୁଗୁଡା ଜିଲ୍ଲାର ଲଇକେଲା ବ୍ଳକର ମୟୁରଡିମା ଗାଁରେ ଅନୁଷ୍ଠିତ ହୋଇଥିବା ଗଣ୍ଡ ସମାଜର ଆରାଧ୍ୟ ଦେବତା ଜଂଗାଲିଙ୍ଗା ବଡଦେଓଙ୍କ ପୂଜା ଅବସରରେ ଦେଖିବାକୁ ମିଳିଛି ବିଧାୟକ ନବ ଦାସଙ୍କ ଅନ୍ୟ ଏକ ରୂପ । ଯେଉଁଠାରେ ସେ ଠାକୁରଙ୍କୁ ନିଜ କାନ୍ଧରେ ବୋହି ଢୋଲ, ନିଶାନ,…

ମ୍ୟୁଜିକ ବଜାଉଛି ହାତୀ , ଷୁଣ୍ଢରେ ମାଉତ୍‌ ଅର୍‌ଗାନ ବଜାଇ ଏବେ ଚର୍ଚ୍ଚାରେ ମାଇ ହାତୀ ଲକ୍ଷ୍ମୀ

ତାମିଲନାଡୁ : ମ୍ୟୁଜିକର ତାଳେ ତାଳେ ହାତୀ ଡ୍ୟାନ୍ସ କରୁଥିବା ଦେଖିଥିବେ । ହେଲେ ହାତୀ ନିଜେ ମ୍ୟୁଜିକ ବଜାଉଥିବା ଦେଖିଛନ୍ତି କି ? ତାମିଲନାଡୁ ଟେକ୍କମପଟ୍ଟିର ମାଇ ହାତୀ ଲକ୍ଷ୍ମୀ, ଷୁଣ୍ଢରେ ମାଉତ୍‌ ଅର୍‌ଗାନ ବଜାଇ ଏବେ ଚର୍ଚ୍ଚାରେ । କେବଳ ଅରଗାନ ବଜାଉନି ମ୍ୟୁଜିକର ତାଳେ ତାଳେ ଝୁମୁଛି…

ମେରୀଙ୍କୁ ମିଳିଲା ନ୍ୟାୟ : ବାସନ ମଜାଳିରୁ ହେବେ କୋଟିପତି , ଏମିତି ଥିଲା ସଂଘର୍ଷ

କୋନରାଡ: କୋନରାଡର ପାର୍କ ହୋଟେଲ ଆଣ୍ଡ ରିସର୍ଟରେ ବାସନ ମାଜିବା କାମ କରୁଥିବା ଜଣେ ମହିଳାଙ୍କ ସପକ୍ଷରେ ଯାଇଛି ରାୟ । ୨୦୧୬ରୁ ନିଜର ସଂଘର୍ଷ ଜାରି ରଖିଥିବା ଏହି ମହିଳାଙ୍କୁ କୋର୍ଟ ଦେଇଛନ୍ତି ନ୍ୟାୟ । ମେରୀ ଜ୍ୟା ପିୟରେ ନାମକ ଜଣେ ମହିଳା କୋନରାଡର ମିଆମି ହୋଟେଲରେ ଦୀର୍ଘ ୬ ବର୍ଷ ଧରି…

ଭାରତ ବଜାରରେ ବିଏମଡବ୍ଳୁର ଦୁଇଟି ନୂଆ ଦାମୀ ବାଇକ୍ , ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ

ଭାରତ ବଜାରରେ ବିଏମଡବ୍ଳୁର ଦୁଇଟି ନୂଆ ଦାମୀ ବାଇକ୍ । ଯାହାର ବଜାରରେ ପବେଶ ନେଇ ଘୋଷଣା କରିଛି କମ୍ପାନୀ । ଦୁଇଟି ବାଇକ୍ ହେଉଛି ୨୦୧୯ ବିଏମଡବ୍ଳୁର ଆର୍ ୧୨୫୦ ଜିଏସ୍ ଏବଂ ଆର୍ ୧୨୫୦ ଜିଏସ୍ ଆଡଭେଞ୍ଚର। ଏହି ବାଇକର ମୂଲ୍ୟ ୧୬ ଲକ୍ଷ ୮୫ ହଜାର ଟଙ୍କାରୁ ଆରମ୍ଭ କରି ୨୧ ଲକ୍ଷ ୯୫ ହଜାର ଟଙ୍କା…

ରୋଗୀଙ୍କ ପେଟରେ ୧୫ କ୍ୟାନ ବିୟର ପମ୍ପ କରି ଜୀବନ ବଞ୍ଚାଇଲେ ଡାକ୍ତର , ଜାଣନ୍ତୁ କେଉଁଠି ହୋଇଛି ଏହି ବିରଳ ଚିକିତ୍ସା

ଭିଏତନାମ : ବୁର୍ଲା ଭିମସାରରେ ଲୁଣ ଚିକିତ୍ସା କଥା ଚର୍ଚ୍ଚାର ବିଷୟ ପାଲଟିଥିଲା । ଯାହା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ତେବେ ସେହିଭଳି ଏକ ଆଶ୍ଚର୍ଯ୍ୟ ଧରଣର ଆଉ ଏକ ଚିକିତ୍ସା ପଦ୍ଧତି ଏବେ ସମଗ୍ର ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ରୋଗୀଙ୍କୁ ବଞ୍ଚେଇବା ପାଇଁ…

ଏତେ ଖରା ଯେ ତରଳି ଯାଉଛି ରାସ୍ତା, ଜାଣନ୍ତୁ କେଉଁଠି

ଅଷ୍ଟ୍ରେଲିଆ : ବର୍ତ୍ତମାନ ଯେଉଁଠି ବିଶ୍ବର ବହୁ ଦେଶରେ ପ୍ରବଳ ଥଣ୍ଡା ସାଙ୍ଗକୁ ବରଫ ବର୍ଷା ହେଉଛି , ଏହି ପରିପେକ୍ଷୀରେ ଏମିତି ଏକ ଦେଶ ଯେଉଁଠାରେ ଭିଷଣ ଗରମ ଅନୁଭୂତ ହେଉଛି । ଆମେ କଥା ହେଉଛେ ଅଷ୍ଟ୍ରେଲିଆର । ଏହି ଦେଶରେ ଭିଷଣ ଗରମ ହେଉଥିବା ଘଟଣା ସାମ୍ନାକୁ ଆସିଛି । ଏଠାକାର ତାପମାତ୍ରା…

‘ହାଡଫୁଟି’ ବା ‘ଚିକେନ୍ ପକ୍ସ’ର ଦାଗ ରହିଯାଇଛି କି ଆପଣଙ୍କ ତ୍ବଚାରେ? ଏହି ଘରୋଇ ଉପଚାର…

ମୁଖରେ କୌଣସି ବ୍ରଣ କିମ୍ବା ଆନ୍ୟ କେଉଁ କାରଣରୁ ଦାଗ ହୋଇଗଲେ ଆପଣ ବହୁତ ଚିନ୍ତାରେ ପଡିଯାଆନ୍ତି । କାରଣ ତ୍ବଚାରେ ଦାଗ ହେବା ଦ୍ବାରା ନିଜକୁ ଅନକମ୍ଫଟେବଲ ଫିଲ୍ ହୋଇଥାଏ । କିନ୍ତୁ ସେହି ଦାଗ ଯଦି ହାଡଫୁଟି ବା ଚିକେନ୍ ପକ୍ସ ଦ୍ବାରା ହୋଇଯାଏ ତେବେ ତାହା ଦୂର ହେବା ବହୁତ କଷ୍ଟକର ହୋଇପଡିଥାଏ…

ଘନ କୁହୁଡିରେ ଆଚ୍ଛାଦିତ ରାଜଧାନୀ , ରାସ୍ତାରେ ଦେଖାଯାଉ ନାହିଁ ମୁହଁକୁ ମୁହଁ

ଭୁବନେଶ୍ବର(କେନ୍ୟୁଜ୍) : ଆଜି ସକାଳୁ କୁହୁଡିର ବଳୟ ଭିତରେ ଦେଖିବାକୁ ମିଳିଛି ରାଜଧାନୀ । ଘନ କୁହୁଡି ଯୋଗୁଁ ରାସ୍ତାରେ ଯାତାୟତ କରିବା ଏକ ପ୍ରକାର କଷ୍ଟକର ହୋଇପଡିଛି । ଗାଡି ଚାଳକମାନେ ହେଡଲାଇଟ୍ ଦେଇ ଗାଡି ଚଳାଉଛନ୍ତି। ଜାତୀୟ ରାଜପଥରରେ ବିଭିନ୍ନ ସ୍ଥାନରେ ବଡ ଗାଡି ସବୁ ଅଟକି…

ଇନଷ୍ଟାଗ୍ରାମ ଭିଡିଓ ପାଇଁ ବ୍ୟକ୍ତିଙ୍କ ଅଜବ କାଣ୍ଡ, କ୍ରୁଜ ସିପର ୧୧ ମହଲାରୁ ଲମ୍ଫ

ୱାସିଙ୍ଗଟନର ଜଣେ ବ୍ୟକ୍ତି କ୍ରୁଜ୍ ଜାହାଜର ୧୧ତମ ମହଲାରୁ ଡେଇଁ ସିଧା ପାଣିରେ ଯାଇଁ ପଡିଥିଲେ । ଯାହାର ଏକ ଭିଡିଓ ଶୁକ୍ରବାର ଦିନ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଛି । ୨୭ ବର୍ଷିୟ ନିକୋଲୟ ନାୟଦେବ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି ଯେଉଁଥିରେ ତାଙ୍କୁ ଜାହାଜ ଉପରୁ ଡେଇଁବାର ଦେଖିବାକୁ ମିଳିଛି ।…

ପୁଣି ନାବାଳିକା ମା’, ଯାଜପୁର ଦାନଗଦିରେ ଘଟିଛି ଏହି ଅଭାବନୀୟ ଘଟଣା

ଯାଜପୁର(କେନ୍ୟୁଜ୍) : ୧୪ ବର୍ଷର ନାବାଳିକା ହେଲା ମା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଦାନଗଦି ବ୍ଲକ ଅନ୍ତର୍ଗତ ଏକ ଗାଁରେ । କିଛିଦିନ ତଳୁ ରେଲୱେ ବିଭାଗରେ ଠିକାଦାର ଭାବେ କାମ କରୁଥିବା ପିଣ୍ଟୁ ଜେନା ଗ୍ରାମରେ ପାଣିର ଅଭାବ ଥିବାରୁ ନାବାଳିକାକୁ ପାଣି ଜୋଗାଇବା ପାଇଁ ନିୟୋଜିତ…

ପାଦ ଆଙ୍ଗୁଳିରୁ ଜାଣନ୍ତୁ କିପରି ଆପଣଙ୍କ ସ୍ବଭାବ

ପ୍ରତ୍ୟକ ବ୍ୟକ୍ତି ଜନ୍ମରୁ ନିଜର ଏକ ସ୍ବଭାବ ନେଇ ଆସିଥାଏ । ଯାହାର ପ୍ରଭାବ ତା ଜୀବନଯାପନ ଉପରେ ପଡିଥାଏ । ଏହି ପରିପେକ୍ଷୀରେ ବ୍ୟକ୍ତିର ବ୍ୟକ୍ତିତ୍ବ ତା ଶରୀରର କିଛି ଗଢଣୀକୁ ନେଇ ଅନୁମାନ ମଧ୍ୟ କରାଯାଇଥାଏ । ପ୍ରାୟତଃ ଲୋକ ଅନ୍ୟର ମୁହଁକୁ ଦେଖି ଭାବି ବସନ୍ତି କି ଇଏ ରାଗି ସ୍ବଭାବର…

ଗ୍ରେଟର ନୋଏଡାରେ ରାସ୍ତା ଉପରେ ଦେଖିବାକୁ ମିଳିଲା କଲରାପତରିଆ ବାଘ , ହ୍ବାଟ୍ସଆପ୍ ଭାଇରାଲ ହେଲା ଫଟୋ

କେନ୍ୟୁଜ୍ : ଗ୍ରେଟର ନୋଏଡାର ରାସ୍ତା ଉପରେ ବୁଧବାର ରାତିରେ ଏକ କଲରାପତରିଆ ବାଘକୁ ଦେଖି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ଗ୍ରେଟର ନୋଏଡାର ଷ୍ଟେଲର ଜୀବନ ସୋସାଇଟି ପାଖରେ ରାତିରେ କିଛି ଲୋକ କାରରେ ଯାଉଥିବାବେଳେ କାର ଲାଇଟ୍ ଏବଂ ରୋଡ ଲାଇଟର ଆଲୋକ ଦ୍ବାରା ବାଘଟିକୁ ରୋଡ ପାର୍…