ଧନିଆ ପାଣିର ଉପକାରିତା, କରିଥାଏ ଡାଇବେଟିସ୍‌ ଓ କୋଲେଷ୍ଟ୍ରଲକୁ କଣ୍ଟ୍ରୋଲ

ଖାଦ୍ଯ ପ୍ରସ୍ତୁତ କରିବାରେ ଧନିଆ ଏକ ସାମଗ୍ରୀ ଯାହାର ମସଲା ସୁସ୍ବାଦ ଖାଦ୍ଯ ପାଇଁ ବ୍ଯବହାର କରାଯାଇଥାଏ । ତେବେ ଆଜିକାଲି ପରିସ୍ଥିତକୁ ଲକ୍ଷ ରଖି ଡାକ୍ତରମାନେ ଅତ୍ଯଧିକ ମସଲା ଖାଇବାକୁ ବାରଣ କରୁଛନ୍ତି । ତେବେ ଏହି ସବୁ ମସଲା ମଧ୍ଯରେ ଧନିଆ ଏପରି ଏକ ମସଲା ଯାହାକୁ ଖାଇବା ପାଇଁ ଆୟୁର୍ବେଦ…

କ୍ରୋନିକ ବ୍ୟାକ୍ ପେନରେ ଅସୁସ୍ଥ ମିଥୁନ ଚକ୍ରବର୍ତ୍ତୀ , ଆମେରିକାରେ ଚାଲିଛି ଚିକିତ୍ସା

ବଲିଉଡର ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ୱାସ୍ଥ୍ୟ ଭଲ ନଥିବା ଜଣାପଡିଛି । ଖବର ଅନୁଯାୟୀ ମିଥୁନ ଚକ୍ରବର୍ତ୍ତୀ ବର୍ତ୍ତମାନ ଆମେରିକାର ଲସ ଏନଜଲ୍ସଠାରେ ଚିକିତ୍ସା ହେଉଛନ୍ତି । ତାଙ୍କ ସହ ତାଙ୍କ ପୁଅ ଏବଂ ବୋହୁ ଅଛନ୍ତି । ସେମାନେ ମିଥୁନଙ୍କର ଯତ୍ନ ନେଉଛନ୍ତି । ଅଶି ଦଶକର ବଲିଉଡର…

୧୦୦୦ ଲିଟର ମଦ ପିଇଦେଲା ମୂଷା ! ବରେଲିର ଥାନା ହେଡକ୍ଳର୍କ ଦେଲେ ରିପୋର୍ଟ

ବରେଲି: ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର‌୍ୟ୍ୟ ଚକିତ କରିଦବ । ବିପୁଳ ପରିମାଣରେ ପ୍ଲାଷ୍ଟିକ୍‌ ଡବାରେ ଜବତ ହୋଇ ରହିଥିବା ପ୍ରାୟ ୧୦୦୦ଲିଟର ମଦ ବରେଲିର ଏକ ପୋଲିସ୍ ଷ୍ଟେସନ୍ ଭିତରୁ ଗାୟବ ହୋଇଯାଇଛି । କିନ୍ତୁ ଆଶ୍ଚର‌୍ୟ୍ୟର କଥା ପୋଲିସ୍ ଷ୍ଟେସନର ଅଧିକାରୀ…

ରାଉରକେଲା ଭାଇଜାଗ ହଷ୍ଟେଲରେ ରହୁଥିବା ପିଜି ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା(କେନ୍ୟୁଜ୍) : ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ପିଜି କରିବାକୁ ଆସିଥିବା ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ମୃତ ଛାତ୍ରୀ ଜଣକ ଆସାମ ଗୌହାଟି ଅଞ୍ଚଳର । ତାଙ୍କ ନାମ ସୁନୟନା ଡେକାରଜା । ସେ ରାଉରକେଲା ଭାଇଜାଗ ହଷ୍ଟେଲରେ ରହୁଥିଲେ । ସ୍ୱାସ୍ଥ୍ୟ ଖରାପ ଦର୍ଶାଇ ହସ୍ପିଟାଲକୁ…

ନୂଆ ବର୍ଷରେ ଏହି ୭ଟି ରାଶି ଉପରେ ବର୍ଷିବ ନିଜ ପାର୍ଟନରଙ୍କ ଭଲପାରିବା, ଏଥିରେ ଅଛି କି ଆପଣଙ୍କ ରାଶି?

ନୂଆବର୍ଷ ଆସିଗଲା ମାତ୍ରେ ସମସ୍ତଙ୍କ ମନରେ ନିଜର ଭବିଷ୍ୟକୁ ନେଇ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଥାଏ । ଏହାଭିତରେ ଯେଉଁ ଲୋକମାନେ ଶିଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି କିମ୍ବା ନିଜ ଜୀବନସାଥୀଙ୍କ ଖୋଜ୍ ରେ ରହିଛନ୍ତି ସେମାନେ ମଧ୍ୟ ଜାଣିବାକୁ ଚାହିଁଥାନ୍ତି କି ନୂଆବର୍ଷରେ…

ପୋଲିସ ସାଜିଲା ଦେବଦୂତ , ପ୍ଲାଟଫର୍ମରେ ବେଡସିଟ୍ ଟାଣି ଗର୍ଭବତୀ ମହିଳାଙ୍କର କରାଇଲେ ପ୍ରସବ

ମୁମ୍ବାଇ : ପୋଲିସ ସାଜିଲା ଦେବଦୂତ। ଆଜିକାଲି ପରିସ୍ଥିତିକୁ ନଜରରେ ରଖିଲେ ଗୋଟିଏ ପଟେ ଏବେ ପୋଲିସ ଉପରେ ସାଧାରଣ ଲୋକଙ୍କ ଭରସା ତୁଟି ଯାଉଥିବା ବେଳେ ମୁମ୍ବାଇ ପୋଲିସ ଏମିତି ଏକ କାମ କରିଛି ଯେଉଁଥିପାଇଁ ଛୁଟୁଛି ପ୍ରଂଶସାର ସୁଅ । ଏଭଳି ଏକ ମାନବିକତାର ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇର…

ଆସାମର ଏମିତି ଏକ ଗାଁ ଯେଉଁଠାରେ ରବିବାର ହାଟରେ ବିକ୍ରୀ ହୋଇଥାଏ ମୂଷା ମାଂସ , ଯାହାର ଦର ୨୦୦ ଟଙ୍କା ପ୍ରତି କିଲୋ

ଆସାମ : ଆମିଷ ଖାଇବା ପାଇଁ ଲୋକେ ଛୁଟି ଦିନ କିମ୍ବା ଭଲ ବାରକୁ ଚାହିଁ ବସିଥାନ୍ତି । ସେଦିନ ଆମିଷ ମାର୍କେଟରେ ଭାରି ଭିଡ ଜମେ । ମାଛ, ଚିକେନ୍, ମାଂସ,ଅଣ୍ଡା, ସୁଖୁଆ ଆଦି ବିଭିନ୍ନ ଆମିଷ ଦୋକାନର ପରସା ବଜାରରେ ଖୋଲାଯାଇଥାଏ । ନିଜ ମନ ପସନ୍ଦର ଆମିଷକୁ କିଣି ଲୋକେ ଘରକୁ ନେଇଥାନ୍ତି ।…

‘ମୁଁ ଦେଖିଛି ଭଗବାନଙ୍କୁ , ସେ ଆସି ଅସୁବିଧା ସମୟରେ କରିଥିଲେ ମତେ ସାହାଯ୍ୟ ‘ : ହିମାଳୟରେ ଡ୍ୟୁଟି…

ଆଗାମୀ ତିନି ମାସ ପାଇଁ ଡ୍ଯୁଟି କରିବା ଲକ୍ଷରେ ଜଣେ ମେଜରଙ୍କ ନେତୃତ୍ୱରେ ୧୫ ଜଣ ଯବାନଙ୍କର ଏକ ଦଳ ହିମାଳୟ ରାସ୍ତାରେ ଯାତ୍ରା କରୁଥିଲେ । ଏହି ରାସ୍ତା ଖୁବ ଦୁର୍ଗମ ଥିଲା । ଉକ୍ତ ସ୍ଥାନରେ ତୁଷାରପାତ ଲାଗି ରହିଥିଲା ଓ ରାତି ସମୟ ବିତାଇବାକୁ ପାଖରେ କିଛି ବସ୍ତି ବି ନ ଥିଲା । ପ୍ରାୟ ଏକ…

ଟଙ୍କା ପାଇଁ ହତ୍ୟା : ନକଲି ପୁଅ ମାରିଲା ଅସଲି ପୁଅକୁ

କୋଲକତା : ଗତକାଲି ଅର୍ଥାତ୍ ବୁଧବାର ଦିନ କୋଲକତାର ପୁରୱା ବର୍ଦ୍ଧମାନ ଜିଲ୍ଲାରେ ଏକ ୨୨ ବର୍ଷିୟ ଯୁବକ ନିଜ ପଡୋଶୀଙ୍କର  ପୁଅକୁ ମାରିଦେଇଥିବା ପୋଲିସ୍ ସୂତ୍ରରୁ ସୂଚନା ମିଳିଛି । ପୁରୱାସ୍ଥଳୀ ପୋଲିସ୍ ଷ୍ଟେସନର ଏକ ଅଧିକାରୀ କହିଛନ୍ତି କି, ବାବୁଦିଂଗା ଗାଁର ଜମାଲ୍ ଶେଖକୁ ତାର ପଡୋଶୀ…

ନାକ ବନ୍ଦ ହୋଇଗଲେ କରୁଛନ୍ତି କି ନାଜାଲ ସ୍ପ୍ରେର ବ୍ୟବହାର? ତେବେ ଜାଣି ରଖନ୍ତୁ ଏହା କେତେ କ୍ଷତିକାରକ

ବିଶେଷ କରି ଶୀତ ଦିନେ ଥଣ୍ଡା ସମସ୍ଯା ଦେଖାଦେଇଥାଏ । ଥଣ୍ଡା ହେଲେ ନାକ ବନ୍ଦ ହେବା ସହିତ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭୂତ ହୋଇଥାଏ । ବିଶେଷ କରି ଶୋଇବା ସମୟରେ ନାକ ବନ୍ଦ ସମସ୍ଯା ଅଧିକ ଦେଖାଦେଇଥାଏ । ଯାହାଫଳରେ ପ୍ରାୟତଃ ବ୍ଯକ୍ତି ବିନା ଡାକ୍ତରଙ୍କ ପରାମର୍ଶ ରେ ନାଜାଲ ସ୍ପ୍ରେ…

ମହେଶ ମଞ୍ଜରେକରଙ୍କ ଝିଅ ଅଶ୍ବମୀଙ୍କୁ ବଲିଉଡରେ ଲଞ୍ଚ କରିବେ ସୁଲତାନ ସଲମାନ୍

ବଲିଉଡ୍ ସୁଲତାନ ସଲମାନ୍ ଖାନ୍ ସବୁବେଳେ ନବାଗତ ମାନଙ୍କୁ ଡେବ୍ୟୁ କରିବାର ଚାନ୍ସ ଦେଇଥାନ୍ତି । ଏହି ପରିପେକ୍ଷୀରେ ଏବେ ଶୁଣିବାକୁ ମିଳୁଛି ଯେ ସଲମାନ୍ ନିର୍ଦ୍ଦେଶକ ଏବଂ ଅଭିନେତା ମହେଶ ମଞ୍ଜରେକରଙ୍କ ଝିଅ ଅଶ୍ବମୀଙ୍କୁ ବଲିଉଡରେ ଲଞ୍ଚ କରିବେ। ତେବେ ମହେଶ ମଞ୍ଜରେକର ସଲମାନଙ୍କ ସହିତ ଅନେକ…

ଶରୀର ପାଇଁ ଲାଭଦାୟକ ମେଥି ଶାଗ , ଜାଣନ୍ତୁ ଖାଇଲେ କଣ ମିଳିବ ଫାଇଦା

ସେ ଧନୀ ହେଉ କି ଗରିବ ସମସ୍ତଙ୍କ ରୋଷେଇ ଶାଳରେ ଏମିତି ଏକ ପରିବା ଯାହା ସୁଖ ଦୁଃଖ ସବୁଥିରେ ସାଥ ଦେଇଥାଏ । ଯାହା ନିୟମିତି ଖାଇବାରେ କୌଣସି କ୍ଷତି ନଥାଏ । ତାହା ହେଉଛି ଶାଗ ।  ଶାଗ ତ ବିଭିନ୍ନ ପ୍ରକାରର ରହିଛି । ହେଲେ ଏହି ଶାଗ ମାନଙ୍କ ମଧ୍ୟରେ ମେଥି ଶାଗ ଅନ୍ୟତ୍ତମ । ଏହି ମେଥି ଶାଗରେ…