ଦୃଢ ଇଚ୍ଛା ଶକ୍ତି ଆଗରେ ହାର୍ ମାନିଛି ଅକ୍ଷମତା , ଗୋଟିଏ ଗୋଡ ହରାଇବା ସତ୍ୱେ ଚଢିଲେ ମାଉଣ୍ଟ ଏଭରେଷ୍ଟ

ଗୋଟିଏ ଗୋଡ ହରାଇବା ପରେ ମଧ୍ୟ ଚଢିଲେ ମାଉଣ୍ଟ ଏଭେରେଷ୍ଟ । ଲୋମ ଟାଙ୍କୁରୀ ଉଠିବ ଶୁଣିଲେ ଏହି କାହାଣୀ । ସେଦିନ ଥିଲା ଅକ୍ଟୋବର ୨୮, ୨୦୧୧ ମସିହା । ସେହି ଦିନ ଜାତୀୟ ସ୍ତରର ଭଲିବଲ ଖେଳାଳି ଅରୁଣିମା ସିହ୍ନାଙ୍କୁ କିଛି ଗୁଣ୍ଡା ଚଳନ୍ତା ଟ୍ରେନରୁ ଫୋପାଡି ଦେଇଥିଲେ । ଅସହାୟ ଯନ୍ତ୍ରଣାରେ…

ଆପଣ ନିୟମିତ ଚା’ ପିଉଛନ୍ତି କି? ତେବେ ଭୂଲରେ ବି ଚା’ ସହିତ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

ନିତିଦିନିଅଆ ଜୀବନରେ ପ୍ରାୟ ସମସ୍ତେ ଚା’ ପିଇଥାନ୍ତି । କିଏ ଚା’ ସହିତ ବିସ୍କୁଟ୍ ଖାଇଥାଏ ତ କିଏ ରୁଟି । ହେଲେ ଏମିତି କିଛି ଖାଦ୍ୟ ପଦାର୍ଥ ରହିଛି ଯାହାକୁ ଚା ସହିତ ଖାଇବା ଦ୍ବାରା ଶରୀରର ବିଭିନ୍ନ କ୍ଷତି ହୋଇଥାଏ । ଆପଣ ଜାଣିନଥାଇ ପାରନ୍ତି ଯେ ଆପଣ ଯଦି ଏସବୁ ଖାଦ୍ୟ ଖାଉଥାନ୍ତି ତେବେ…

୯୧ ବର୍ଷିୟ ବ୍ୟକ୍ତିଙ୍କ ଫିଟନେସର ଦିଓ୍ୱାନା ହେଲା ଦୁନିଆ , ‘ୱାଲ୍ଡସ ମୋଷ୍ଟ ଏକ୍ସଟ୍ରିମ୍ ଗ୍ରାଣ୍ଡ ପା’ ଟାଇଟେଲ୍ ଥିବା…

ଜୀବନରେ ଏକ ଲମ୍ବା ବୟସ ସହିତ ଭଲ ସ୍ବାସ୍ଥ୍ୟ ରହିବା ସବୁ ବ୍ୟକ୍ତିଙ୍କ ଇଚ୍ଛା । କିନ୍ତୁ ଆଧୁନିକ ଜୀବନଶୈଳୀକୁ ଦେଖିଲେ କମ୍ ବୟସରୁ ହିଁ ବହୁତ ରୋଗ ମାଡିବସୁଛି । କିନ୍ତୁ ୯୧ ବର୍ଷିୟ ଜନ୍ କାର୍ଟର ନିଜର ଫିଟନେସ୍ ଦ୍ବାରା ପୁରା ଦୁନିଆକୁ ଚକିତ କରିଦେଇଛନ୍ତି। ‘ୱାଲ୍ଡସ ମୋଷ୍ଟ ଏକ୍ସଟ୍ରିମ୍…

କ୍ୟାମେରାରେ କଏଦ ହେଲା କ୍ୟାମେରାମ୍ୟାନ୍‌ଙ୍କ ଲୁହ , ହତ୍ୟା ଧମକ ପରେ ବି ଛାଡିନଥିଲେ ନିଜ କର୍ମକୁ

ବାରମ୍ବାର ଧମକ୍ ପରେ ମଧ୍ୟ କରିଚାଲିଥିଲେ ନିଜ କର୍ମ । ଆମେ କହୁଛୁ କେରଳ ସାବରୀମାଳା ମନ୍ଦିରରେ ଘଟିଥିବା ହିଂସାକାଣ୍ଡ କଥା। ଯାହାକୁ ନେଇ ସାରା ଦେଶ ଏବେ ଉଠୁଛି ପଡୁଛି। ସୂଚନା ଅନୁଯାୟୀ ଏକ ଖବରକାଗଜରେ ପ୍ରକାଶିତ ଖବର ଅନୁସାରେ ଜଣେ ମହିଳା କ୍ୟାମେରାମ୍ୟାନ୍ କାନ୍ଦି କାନ୍ଦି ଭିଡିଓ ଶୁଟ୍…

ଅତି ଉପକାରୀ ବେଲ ପତ୍ର , ନିୟମିତ ଖାଇଲେ ମିଳିବ ବିଭିନ୍ନ ରୋଗରୁ ମୁକ୍ତି

ବେଲଗଛ ଏମିତି ଏକ ପବିତ୍ର ଗଛ ଯାହାକୁ ପୂଜା କରାଯାଇଥାଏ । ଏହା ଅତି ଉପକାରୀ ଗଛ । ବେଲ ଫଳ ଏବଂ ପତ୍ର ବହୁ କାର୍ଯ୍ଯକାରୀ ଅଟେ । ବେଲ ପତ୍ର ପ୍ରଭୁ ଶିବଙ୍କ ପ୍ରୀୟ ପତ୍ର । ତେବେ ଏହି ବେଲ ପତ୍ରରେ ରହିଛି ଅନେକ ଉପକାରୀ ଗୁଣ । ଯାହା ଶରୀରର ବିଭିନ୍ନ ରୋଗକୁ ଉପଶମ କରିବାରେ ସାହାର୍ଯ୍ଯ କରିଥାଏ…

ବିଶ୍ବାସରେ ବିଷ ଦେଉଛି ୨ ମିନିଟର ମ୍ୟାଗି

ଫୁଡ୍ କମ୍ପାନୀ ନେସଲେ ଇଣ୍ଡିଆ ଉପରେ ପୁଣି ପଡିଲା ଚଡକ । କାରଣ ନିଜ ଦୋଷ ଏବେ ମାନିଛି କମ୍ପାନୀ । ମ୍ୟାଗିରେ ବିଷାକ୍ତ ସୀସା ପଦାର୍ଥ ମାତ୍ରା ରହିଥିବା କଥା ସୁପ୍ରିମକୋର୍ଟରେ ସ୍ବୀକାର କରିଛି କମ୍ପାନୀ । ଯାହାଫଳରେ ଏହି ମାମଲାକୁ ନେଇ ଆଗକୁ ଆହୁରୀ ସମସ୍ୟା ଭୋଗିପାରେ କମ୍ପାନୀ । ସାଧାରଣ…

ବାରମ୍ବାର ଭାଙ୍ଗିଯାଉଛି କି ଆପଣଙ୍କ ନିଦ, ତେବେ ଶୋଇବା ବେଡ୍ ପାଖରୁ ଦୂରେଇ ରଖନ୍ତୁ ଏହି ଜିନିଷ

କେତେକ ସମୟରେ ନିଦରେ ଶୋଇଥିବା ସମୟରେ ହଠାତ୍ ନିଦ ଭାଙ୍ଗିଯାଇଥାଏ କିମ୍ବା ସଙ୍ଗେ ସଙ୍ଗେ ଶୋଇଥିଲେ ମଧ୍ୟ ହଠାତ୍ ଚମକି ପଡିଥାନ୍ତି । ଏହାର କାରଣ କଣ ଥାଇପାରେ? ଆପଣମାନେ ଏହି ସବୁ କଥାକୁ ଗୁରୁତ୍ବ ଦେଇନଥାନ୍ତି । ହେଲେ ଏହା ପଛରେ ରହିଛି ଅନେକ କାରଣ । ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ…

ଆଉ ଛପା ହେବନି ନୂଆ ୨ ହଜାର ଟଙ୍କିଆ ନୋଟ୍‌ , ବନ୍ଦ କରିବାକୁ ଭାରତ ସରକାରଙ୍କ ନିଷ୍ପତ୍ତି

କେନ୍ୟୁଜ୍ : ଆଉ ଛପା ହେବନି ନୂଆ ୨ ହଜାର ଟଙ୍କିଆ ନୋଟ୍‌ । ବନ୍ଦ ହେବ ୨ ହଜାର ଟଙ୍କିଆ ନୋଟ୍‌ । କିଛି ଦିନ ହେବ ବଜାରରେ ୨ ହଜାର ଟଙ୍କିଆ ନୋଟ୍‌ କମ୍‌ ଦେଖିବାକୁ ମିଳୁଛି । ଭାରତ ସରକାର ୨ ହଜାର ଟଙ୍କିଆ ନୋଟ୍‌ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ୨୦୦୮ ନଭେମ୍ବରରେ ସରକାର…

ଗଛ ପାଇଁ ବଞ୍ଚିଗଲା ଚାରି ମହଲାରୁ ଖସି ପଡ଼ିଥିବା ୧୪ ମାସ ଶିଶୁର ଜୀବନ, ଏଭଳି ଚମତ୍କାରିତା କୌଣସି ଫିଲ୍ମ କାହାଣୀଠୁ…

ମୁମ୍ବାଇ : ଏକ ୧୪ ମାସର ଶିଶୁ ପୁତ୍ର ସହ ଘଟିଛି ଚମତ୍କାରିତା । ଗୁରୁବାର ଦିନ ସକାଳେ ଶିଶୁ ଜଣଙ୍କ ଗୋବନ୍ଦ ସ୍ଥିତ ଚାରିମହଲା ଉପରେ ଥିବା ନିଜ ଘରେ ଖେଳୁଥିବା ସମୟରେ ହଠାତ୍ ଝରକା ଫାଙ୍କରୁ ତଳକୁ ଖସିପଡିଥିଲା । କିନ୍ତୁ ଆଶ୍ଚର‌୍ୟ୍ୟର କଥା ଚାରିମହଲାରୁ ଖସିବା ପରେ ମଧ୍ୟ ଶିଶୁଟି…

ସହିଦଙ୍କ ପାଇଁ ଟାଟୁ : ଭାରତୀୟ ସେନାବାହୀନିର ୫୬୦ ଜଣ ସହିଦଙ୍କ ନାଁ ନିଜ ପିଠିରେ ଟାଟୁ କରି ଚର୍ଚ୍ଚାରେ ଯୁବକ

ନୂଆଦିଲ୍ଲୀ: ଅଭିଷେକ ଗୌତମ ନାମକ ଜଣେ ୩୦ ବର୍ଷିୟ ଇଣ୍ଟରିୟର୍‌-ଡିଜାଇନର୍‌ ତାଙ୍କ ପିଠିରେ ପ୍ରାୟ ୫୯୩ଟି ଟାଟୁ କରିଛନ୍ତି । ଏହି ସବୁ ଟାଟୁ ମଧ୍ୟରେ ରହିଛି ଭାରତୀୟ ସେନାବାହୀନିର ୫୬୦ ଜଣ ସହିଦଙ୍କ ନାମ। ସେ କାର୍‌ଗିଲ୍‌ ଯୁଦ୍ଧ ସହିଦ ହୁଅନ୍ତୁ କି, ନିକଟ ଅତୀତର କୌଣସି ସହିଦ ହୁଅନ୍ତୁ,…

ନିମ୍ବ ପତ୍ରର ଉପକାରୀ ଗୁଣ , ମାରାତ୍ମକ ରୋଗରୁ ଦେଇଥାଏ ମୁକ୍ତି

ନିମ୍ବ ଗଛର ଫଳ, ଫୁଲ, ଛେଲି ଆଦି ଅତି ଉପକାରୀ । ଏହା ଏକ ଔଷଧିକ ଗଛ । ଯାହା ଶରୀର ପାଇଁ ଅତି ଲାଭଦାୟକ। ନିମ୍ବ ପିତା ସତ କିନ୍ତୁ ଏହା ଶରୀର ପାଇଁ ବହୁତ ହିତକର । ଏହାକୁ ନିତିଦିନ ଖାଦ୍ୟରେ ସାମିଲ କଲେ ବିଭିନ୍ନ ମାରାତ୍ମକ ରୋଗରୁ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା ନିମ୍ବ…

ଆସିଲା ନୂଆବର୍ଷ ୨୦୧୯ , ଏହି ସବୁ ରାଶିଙ୍କ ଜୀବନରେ ସଫଳତା ଆସିବା ସହ ଆଣିଦେବ ଶୁଭ ଫଳ

ବଦଳିଗଲା କ୍ୟାଲେଣ୍ଡର ପୃଷ୍ଠା, ଆସିଲା ନୂଆବର୍ଷ ୨୦୧୯ । ଏହା ସହ ବିଦାୟ ନେଇଛି ୨୦୧୮ । ପୁରୁଣା ବର୍ଷ କାହାପାଇଁ ଖୁସି ଥିଲା ତ କାହାପାଇଁ ଦୁଃଖ ଏବଂ ଆଉ କାହା ପାଇଁ ମଧ୍ୟମ ଫଳ ଦେଇଥିଲା । ତେବେ ସମସ୍ତଙ୍କ ଜୀବନରେ ସୁଖ ଦୁଃଖ ମିଶିକି ରହିଛି । ତେଣୁ ପୁରୁଣା ବର୍ଷରେ ଯାହା ହୋଇଯାଇଛି ତାକୁ…