ଏମିତି ଚାଉଳ ଯାହାକୁ ରାନ୍ଧିବାକୁ ପଡୁନାହିଁ , ଥଣ୍ଡା ପାଣିରେ ହେଉଛି ଭାତ

ବଦଳି ଚାଲିଛି ଜୀବନଶୈଳୀ ତା ସାଙ୍ଗକୁ ବଦଳିବାରେ ଲାଗିଛି ମଣିଷ । ଜୀବଜଗତର ଶ୍ରେଷ୍ଠ ପ୍ରାଣୀ ଭାବେ ପରିଚିତ ଥିବା ଏହି ମଣିଷ ଜାତି ଦିନକୁ ଦିନ ଆବିଷ୍କାର କରିଚାଲିଛି କିଛି ନୂଆ ପଦ୍ଧତି । ଆଧୁନିକତା ସହ ପାଦ ମିଶାଇ ଦେଇଚାଲିଛି ଦୁନିଆକୁ କିଛି ନା କିଛି ନୂଆ ସ୍ବାଦ । ଏସବୁ ଭିତରେ ପେଟକୁ…

ଅଜବ ଏଫଆଇଆର୍ : ହୃଦୟ ଚୋରି ମାମଲା ନେଇ ଯୁବକ ପହଁଚିଲେ ଥାନାରେ

ନାଗପୁର : ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଅଜବ ଲାଗିବ । ଆଜ୍ଞା ହଁ ଏହିପରି ଏକ ଅଜବ ଏବଂ ଆଶ୍ଚର‌୍ୟ୍ୟ ଘଟଣା ଘଟିଛି ନାଗପୁରର ପୋଲିସ୍ କର୍ମୀମାନଙ୍କ ସହିତ । ଆମ ମାନଙ୍କର ଯାହାବି କିଛି ସମସ୍ୟା ହୋଇଥାଏ ଆମେ କିଛି ଭାବିବା ଆଗରୁ ପ୍ରଥମେ ପୋଲିସ୍ ପାଖକୁ ସାହାର‌୍ୟ୍ୟ ପାଇଁ…

‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର’କୁ ନେଇ ପୁଣି ବିବାଦ, ଅନୁପମ ଖେରଙ୍କ ସହ ୧୪ ଜଣଙ୍କ ବିରୋଧରେ ରୁଜୁ ହେବ…

ବଲିଉଡ୍‌ର ଅପ୍‌କମିଂ ଫିଲ୍ମ ‘ଦି ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର’କୁ ନେଇ ବିବାଦ ଥମିବାର ନା ଧରୁନି । ଏହି ଫିଲ୍ମଟି ରାଜନୀତି କେନ୍ଦ୍ରୀକ ହୋଇଥିବାବେଳେ , ଏହା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଗାନ୍ଧି ପରିବାରକୁ ନେଇ ଆଧାରିତ। ତେବେ ଏହି ଫିଲ୍ମରେ ମନମୋହନ ସିଂହଙ୍କ…

ବିଶ୍ୱର ସବୁଠୁ ବଡ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରୁଛି ଭାରତ , ଜାଣନ୍ତୁ କେଉଁଠି?

ଅହମ୍ମଦାବାଦ : ଏକ ବୃହତକାୟ ଷ୍ଟାଡିୟମ ଗୁଜରାଟ ଅହମ୍ମଦାବାଦର ମୋଟେରାରେ ନିର୍ମାଣ ଚାଲିଛି । ଯାହାକୁ ନିର୍ମାଣ କରି ବିଶ୍ୱର ସବୁଠୁ ବଡ କ୍ରିକେଟ ଷ୍ଟାଡିୟମର ଆଉ ଏକ ରେକର୍ଡ କରିବାକୁ ଯାଉଛି ଭାରତ । କ୍ରିକେଟକୁ ଭଲପାଉଥିବା ଲୋକେ ଏଠାରେ କମ୍ ନାହାନ୍ତି । ଯଦି ଟିମ୍ ଜିତିଯାଏ ତେବେ ଜୋରଦାର…

ସଂଘର୍ଷ ରିଲ୍ ହେଉ ବା ରିୟଲ୍ , ଦୃଢତା ସହ ମୁକାବିଲା କରୁଛନ୍ତି ଇରଫାନ୍ ଖାନ୍

ଫିଲ୍ମ ସଲାମେ ବମ୍ବେରେ ଚିଠି ଲେଖକ ଭାବେ ଇରଫାନ୍ ଖାନ୍ ଅଭିନୟ କରିବା ପାଇଁ ବହୁ ସଂଘର୍ଷ କରିଥିଲେ । ଚାଣକ୍ୟରେ ସେନାପତି ଭୂମିକାରେ ଯୁଦ୍ଧ ନୀତିଗୁଡିକ ସଫଳ କରିଥିଲେ । ଡି-ଡେ’ରେ ପାକିସ୍ତାନର ଖବର ନେବା ପାଇଁ ସଂଘର୍ଷ କରିଥିବାବେଳେ ମଦାରୀରେ ହୋମ ମିନିଷ୍ଟରଙ୍କ ପୁଅକୁ କିଡନାପ କରିବାର…

ସ୍କୁଲ କାର୍ଯ୍ୟକ୍ରମରେ ‘ଆଖେଁ ମାରେ….’ ଗୀତରେ ସାଂସଦଙ୍କ ଠୁମକା , ଦେଖନ୍ତୁ ଭିଡିଓ

ମହାରାଷ୍ଟ୍ରର : ମହାରାଷ୍ଟ୍ରର ଭଣ୍ଡାରା-ଗୋଣ୍ଡିଆ ସଂସଦୀୟ କ୍ଷେତ୍ରରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ସାଂସଦ ମଧୁକର କୁକାଡେ ସ୍ଥାନୀୟ ଏକ ସ୍କୁଲର କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀଙ୍କ ସହିତ ଏକ ମଂଚରେ ନାଚୁଥିବାର ଦେଖିବାକୁ ମିଳିଛି । ଏହି ଅବସରରେ ଗୀତ ବାଜୁଥିଲା 'ଆଖେଁ ମାରେ ଔର ଲଡକି…

‘ମୁଁ ଜଣେ ଫୌଜିଙ୍କ ଝିଅ, ଜୀବନରେ କେବେ ହାର୍ ମାନିବିନି’, ସଂଘର୍ଷକୁ ଜିତିଥିବା ଏକ ମହିଳାଙ୍କ…

ଏହି କାହାଣୀ ହେଉଛି ମିସେସ୍ ୱାଲ୍ଡୱାଇଡ୍ ୨୦୧୮ ମନ୍ଦିପ୍ କୌରଙ୍କର । ତାଙ୍କ ଜୀବନର କହାଣୀ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ଅଟେ । ଏକ ଦୁର୍ଘଟଣାରେ ସେ ତାଙ୍କ ସ୍ବାମୀଙ୍କୁ ହରାଇଥିଲେ । ସେତେବେଳେ ତାଙ୍କ କୋଳରେ ୨ମାସର ଶିଶୁ ପୁତ୍ର ଥିଲା । ତାଙ୍କୁ ସେହି ସମୟରେ ଆଶ୍ବାସନା ଦେବା ବଦଳରେ…

ମା’ ହେବା ଇଚ୍ଛାକୁ ପୂରଣ କରିବା ପାଇଁ ନଅ ମାସର ଶିଶୁକୁ ଚୋରି କଲେ ମହିଳା , ଧରାପଡିଲା ପରେ କଲେ ବଡ ଖୁଲାସା

ନୂଆଦିଲ୍ଲୀ : ନୂଆଦିଲ୍ଲୀର ସଂସଦ ମାର୍ଗ ଥାନା ପୋଲିସ୍ କୁ ମିଳିଛି ଏକ ବଡ ସଫଳତା । କୌଶଳ କ୍ରମେ ଏକ ନଅ ମାସର ଶିଶୁକୁ ଉଦ୍ଧାର କରି ନିଜ ପରିବାରକୁ ହସ୍ତାନ୍ତର କରିଛି ପୋଲିସ୍। ତେବେ ଏହି ଘଟଣାରେ ଫିରୋଜପୁରରୁ ଏକ ମହିଳା ଏକ ବ୍ୟକ୍ତିକୁ ଗିରଫ କରିଛି ପୋଲିସ୍। ସୂଚନାଅନୁଯାୟୀ ଉକ୍ତ…

ବିଜେପି ବିଧାୟକ ରାଜା ସିଂହଙ୍କ ଅଜବ ସର୍ତ୍ତ , କହିଲେ ଅସ୍ଥାୟୀ ବାଚସ୍ପତିଙ୍କ ସାମ୍ନାରେ ନେବେନି ଶପଥ

ତେଲେଙ୍ଗାନା : ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ବିଜେପିରୁ ଏକମାତ୍ର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ରାଜା ସିଂହ ଶପଥ ଗ୍ରହଣ କରିବାପାଇଁ ଏକ ଅଜବ ସର୍ତ୍ତ ରଖିଛନ୍ତି। ବର୍ତ୍ତମାନ ବିଧାୟକମାନଙ୍କୁ ଶପଥ ପାଠ କରାଇବାକୁ ଥିବା  ଅସ୍ଥାୟୀ ବାଚସ୍ପତି ତଥା ଏଆଇଏମ୍‌ଆଇଏମ୍‌ ବିଧାୟକ…

୧୦ ଗ୍ରାମ ଚିନାବାଦାମରେ ଥାଏ ଏକ ଲିଟର କ୍ଷୀରର ଶକ୍ତି , ଜାଣନ୍ତୁ ଏହାକୁ ଖାଇବାର ଫାଇଦା

ଚିନାବାଦାମ । ଯାହା ଏକ ମଜାଳିଆ ପାଟି ଟକରା ଖାଦ୍ୟ । ଯାହାକୁ ପ୍ରାୟ ସମସ୍ତେ ଖାଇବାକୁ ଭଲ ପାଆନ୍ତି । ପାର୍କ ହେଉକି ସିନେମା ହଲ୍ ସବୁଠି ବେଶ୍ ଚାହିଦା ରହିଥାଏ ଏହି ଚିନାବାଦାନର । ଘରେ ପ୍ରସ୍ତୁତ ହେଉଥିବା କିଛି ଖାଦ୍ୟରେ ଚିନାବାଦାମର ବ୍ୟବହାର ଖାଦ୍ୟକୁ କରିଥାଏ ସୁସ୍ବାଦ । ତେବେ ଆପଣ କଣ…

୩୩ତମ ଜନ୍ମଦିନରେ ନିଜ ଫ୍ୟାନ୍ସଙ୍କୁ ସରପ୍ରାଇଜ୍ ଦେଲେ ଦୀପିକା ପାଦୁକୋନ, ଲଞ୍ଚ କଲେ ନିଜର ୱେବସାଇଟ୍

ନୂଆଦିଲ୍ଲୀ: ମନେଥିବ କି ଦୀପିକା ପାଦୁକୋନ ନିଜର ପ୍ରଶଂସକଙ୍କ ପାଇଁ ଏକ ସରପ୍ରାଇଜ୍ ଦେବେ ବୋଲି କହିଥିଲେ । ପ୍ରଶଂସକଙ୍କ ସେହି ପ୍ରତିକ୍ଷାର ଅନ୍ତ କରିଛନ୍ତି ଦୀପିକା । ସେ ନିଜର ପ୍ରଶଂସକଙ୍କ ଜିଜ୍ଞାସାକୁ ପୂର୍ଣ୍ଣ କରିଛନ୍ତି । ଶୁକ୍ରବାର ଦିନ ସେ ସୋସିଆଲ୍ ମିଡିଆରେ ନିଜର ଏକ ୱେବସାଇଟ୍…

ମଝି ଆକାଶରେ ଲିକ୍‌ ହେଲା ଇନ୍ଧନ, ଅଳ୍ପକେ ବର୍ତ୍ତିଲେ ଏୟାର ଇଣ୍ଡିଆ ଯାତ୍ରୀ

ମଝି ଆକାଶରେ ଲିକ୍‌ ହେଲା ଇନ୍ଧନ । ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ AI-335 ବିମାନ । ଅଳ୍ପକେ ବର୍ତ୍ତିଲେ ପ୍ଲେନରେ ଥିବା ସମସ୍ତ ଯାତ୍ରୀ । ବ୍ଯାଙ୍କକ ରୁ ଦିଲ୍ଲୀ ଉଡାଣ ଭରୁଥିବା ଏୟାର ଇଣ୍ଡିଆ AI-335 ବିମାନଟି ଶନିବାର ରାତିରେ କୋଲକତା ବିମାନ ବନ୍ଦରରେ ଆପାତକାଳୀନ ଅବତରଣ କରିଥିଲା ।…