Below header

ଜାଣି ରଖନ୍ତୁ ବାମକଡ ଲେଉଟାଇ ଶୋଇବାର ଫାଇଦା , ଆୟୁର୍ବେଦ ଅନୁସାରେ ଏହା ସବୁଠାରୁ ଭଲ

ନିତିଦିନିଆ ଜୀବନରେ କାର‌୍ୟ୍ୟ କରିବା ସହିତ ଶରୀରକୁ ଥକାପଣରୁ ରକ୍ଷା କରିବା ପାଇଁ ଆପଣମାନେ କିଛି ସମୟ ଆରାମ କରିଥାନ୍ତି । ତେବେ ଗୋଟେ ମଣିଷ ଗୋଟେ ଦିନରେ ପାଖାପାଖି ୮ଘଂଟା ଶୋଇବା ଉଚିତ୍ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ତେବେ ଏହି ଶୋଇବା କଥା ଆସିଲେ ପ୍ରତ୍ୟକ ମଣିଷ ଭିନ୍ନ ଭିନ୍ନ ଭଙ୍ଗିରେ ଶୋଇବାକୁ ପସନ୍ଦ କରିଥାନ୍ତି । କିଏ ଗୋଡ ତଳେ ତକିଆ ଦେଇ ଶୋଇଥାଏ ତ କିଏ ଚିତ୍ ହୋଇକି ଶୋଇବାକୁ ପସନ୍ଦ କରିଥାଏ । ଆଉ କିଏ ଡାହାଣ କିମ୍ବା ବାମ କଡ ଲେଉଟିକି ଶୋଇବାକୁ ଭଲପାଇଥାନ୍ତି । ଏହି ପରିପେକ୍ଷୀରେ ଶୋଇବାର ସବୁଠାରୁ ଭଲ ଭଙ୍ଗୀ ହେଉଛି ବାମ ବଡ ଲେଉଟାଇ ଶୋଇବା । ଯାହାକୁ ଆୟୁର୍ବେଦ ‘ଭାମଖୁସି’ ବୋଲି କହିଥାଏ ।

GettyImages-162919136ତେବେ ଆସନ୍ତୁ ଜାଣିବା ବାମ କଡ ହୋଇ ଶୋଇବା ଦ୍ବାରା କଣ ଫାଇଦା ମିଳିଥାଏ :

– ବାମ କଡ ହୋଇ ଶୋଇବା ଦ୍ବାରା ଘୁଙ୍ଗୁଡି ମାରିବାରୁ ମୁକ୍ତି ମିଳିଥାଏ

– ବାମ କଡ ହୋଇ ଶୋଇବା ଦ୍ବାରା ଶରୀରରେ ଭଲ ଭାବେ ହୋଇଥାଏ ରକ୍ତ ସଞ୍ଚାଳନ

-ଖାଦ୍ୟ ଖାଇବା ପରେ ହଜମ ଠିକ୍ ଭାବେ ହୋଇଥାଏ

4– ବାମ କଡ ହୋଇ ଶୋଇବା ଫଳରେ ବ୍ୟାକ୍ ଏବଂ ନେକ୍ ପେନ୍ରୁ ମିଳିଥାଏ ଆରାମ

-ଟକ୍ସିନ୍ସକୁ ଫିଲ୍ଟରିଙ୍ଗ୍ ଏବଂ ପ୍ୟୁରିଫାଇଙ୍ଗ୍ କରିବାରେ ସାହାର‌୍ୟ୍ୟ କରିଥାଏ

– ବାମ କଡ ହୋଇ ଶୋଇବା ଦ୍ବାରା ଲିଭର ଏବଂ କିଡିନ୍ ଭଲ ଭାବେ କାର‌୍ୟ୍ୟ କରିଥାଏ

– ଛାତି ଜଳା ପୋଡାରୁ ମୁକ୍ତି ମିଳିଥାଏ

s1– ବାମ କଡ ହୋଇ ଶୋଇବା ଦ୍ବାରା ମସ୍ତିସ୍କ ଉପରେ ଏହା ଭଲ ପ୍ରଭାବ ପକାଇଥାଏ

– ଏହି କଡରେ ଶୋଇବା ଦ୍ବାରା ଶରୀରରେ ଶିଘ୍ର ଫ୍ୟାଟ୍ ଲାଗିନଥାଏ

-ହାର୍ଟକୁ ଠିକ୍ ଭାବେ କାର‌୍ୟ୍ୟ କରିବାରେ ସାହାର‌୍ୟ୍ୟ କରିଥାଏ

healthyheart-ସକାଳେ ଛଠିବା କ୍ଷଣି ହେଉଥିବା ଥକାପଣକୁ ଏହା ଦୂର କରିଥାଏ

– ଏବଂ ଆୟୁର୍ବେଦ ଅନୁସାରେ ଏହା ସବୁଠାରୁ ଭଲ ଶୋଇବା ପୋଜିସନ୍ ଅଟେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.