ଅଡୁଆରେ ଗାୟକ ରାହତ ଫତେ ଅଲ୍ଲୀ ଖାନ , ବିଦେଶୀ ମୁଦ୍ରା ଚୋରା କାରବାର କରୁଥିବା ଅଭିଯୋଗରେ ଇଡିର କାରଣ ଦର୍ଶାଅ ନୋଟିସ…

ଅଡୁଆରେ ଛନ୍ଦି ହୋଇପଡିଛନ୍ତି ଜଣାଶୁଣା ସୁଫି ଗାୟକ ରାହତ ଫତେ ଅଲ୍ଲୀ ଖାନ। ତାଙ୍କ ନାମରେ ବେନିମୟ ଭାବେ ବିଦେଶୀ ମୁଦ୍ରାର ଚୋରା କାରବାର କରୁଥିବା ଅଭିଯୋଗ ଆସିଛି। ଏବେ ରାହତଙ୍କୁ ମିଳିଛି ଇଡିର ସମନ। ପାଖାପାଖି ୩ ଲକ୍ଷ ୪୦ ହଜାର ଭାରତୀୟ ମୁଲ୍ୟର ଆମେରୀକୀୟ ମୁଦ୍ରା ରାହତଙ୍କ ପାଖରେ ଥିବା…

ଆପଣ ଚାହୁଁଛନ୍ତି କି କଳା,ଘନ ଏବଂ ମୋଟା କେଶ ? ତେବେ ବ୍ୟବହାର କରନ୍ତୁ ଏହି ଜିନିଷ

ସୁନ୍ଦର,ସୁସ୍ଥ ଏବଂମୋଟା କେଶ ପାଇଁ କିଏ ନଚାହାନ୍ତି, କିନ୍ତୁ ଧୂଳି ଏବଂ ପ୍ରଦୂଷଣ ଯୋଗୁ ଆମର କେଶ ଖରାପ ହୋଇଯାଇଥାଏ। କେତେ ବେଳେ କୌଣସି ରୋଗ ସମୟରେ ଆମର କେଶ ଝଡ଼ିଥାଏ । କିନ୍ତୁ ଏହି କେଶ କିପରି ନ ଝଡ଼ିବ ଏବଂ ସୁନ୍ଦର,ମୋଟା ରହିବ ସେଥିପାଇଁ ଏହାର କିଛି ଉପାୟ ରହିଛି । କେଶ ବିଶେଷଜ୍ଞ…

ଏବେ ବଜାରରେ ସାମସଙ୍ଗର ନୂଆ ଏମ୍ ସିରିଜ୍‌ ଫୋନ୍ ‘Galaxy M20 ଓ Galaxy M10’

ସାମସଙ୍ଗ ଇଲେକଟ୍ରୋନିକ୍ସର ନୂଆ ଫୋନ୍ । ସାମସଙ୍ଗ ଏହାର ଏମ୍ ସିରିଜ୍‌ରେ ଦୁଇ ଦୁଇଟି ‌ନୂଆ ମଡେଲ ଫୋନ୍ ଆଣିଛି ।  ଯାହା ହେଉଛି ଏମ୍‌୨୦ ଏବଂ ଏମ୍‌୧୦ । ଯେଉଁ ଫୋନର ମୂଲ୍ୟ ୭୯୯୦ ଟଙ୍କାରୁ ଆରମ୍ଭ ହୋଇଛି। ତେବେ ଫେବ୍ରୁଆରି ୫ ତାରିଖରୁ ଏହି ଫୋନର ବିକ୍ରି ଅନଲାଇନରେ ଆରମ୍ଭ ହୋଇଯିବ।…

ଦୀପିକା ଓ ପ୍ରିୟଙ୍କାଙ୍କ ପରେ ଏବେ ବରୁଣ ଧାଓ୍ଵନଙ୍କ ପାଳି , ନଭେମ୍ବରରେ କରିବେ ବିବାହ

ଦୀପିକା ପାଦୁକୋନ୍‌ ଓ ପ୍ରିୟଙ୍କା ଚୌପ୍ରାଙ୍କ ପରେ ଏବେ ବଲିଉଡ ଅଭିନେତା ବରୁଣ ଧାଓ୍ଵନ୍‌ ବିବାହ କରିବା ନେଇ ଚର୍ଚ୍ଚା ହେଉଛି । ଅନେକ ଦିନ ହେବ ସେ ନତାଶା ଦଲାଲଙ୍କୁ ଡେଟ୍‌ କରୁଛନ୍ତି । ଶୁଣିବାକୁ ମିଳୁଛି ବରୁଣ ନଭେମ୍ବରରେ ବିବାହ କରିବେ । ଦୁହେଁ ବିବାହ ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ…

୧୧୦ କୋଟି ଟଙ୍କା ବ୍ୟୟରେ ଦାଣ୍ଡିରେ ନିର୍ମାଣ ହୋଇଛି ସତ୍ୟାଗ୍ରହ ସ୍ମାରକ , ୩୦ ଜାନୁୟାରୀରେ ହେବ ଉଦଘାଟନ

ଦାଣ୍ଡି : ଐତିହାସିକ ଦାଣ୍ଡିରେ ୧୧୦ କୋଟି ଟଙ୍କା ବ୍ୟୟରେ ୧୫ଏକର ସ୍ଥାନରେ ରାଷ୍ଟ୍ରୀୟ ଲୁଣ ସତ୍ୟାଗ୍ରହ ସ୍ମାରକ ନିର୍ମାଣ କରାଯାଇଛି । ଗାନ୍ଧିଜୀଙ୍କ ପୂଣ୍ୟତିଥି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୦ ଜାନୁୟାରୀରେ ଏହାକୁ ଉଦଘାଟନ କରିବେ । ଏହାପରେ ଏହି ସ୍ମାରକକୁ ସର୍ବସାଧାରଣଙ୍କ…

ଏସବିଆଇ କାର୍ଡ ଓ ଏତିହାଦ୍ ଗେଷ୍ଟ୍ ମିଶି କଲେ କୋ- ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ ଉନ୍ମୋଚନ

ଏହି ଦୁଇଟି ସଂସ୍ଥା ମଧ୍ୟରେ ବୁଝାବଣା । ଏହି ଦୁଇଟି ସଂସ୍ଥା ହେଉଛି ଏସବିଆଇ କାର୍ଡ ଓ ଏତିହାଦ୍ ଗେଷ୍ଟ୍ । ଏହି ଦୁଇଟି ସଂସ୍ଥା ମିଶି ଦୁଇଟି କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ ଉନ୍ମୋଚନ କରିଛନ୍ତି। ଏହି କାର୍ଡ ଜରିଆରେ ଗ୍ରାହକମାନେ ଅନେକ ସୁବିଧା ପାଇପାରିବେ। ଏସବିଆଇ କାର୍ଡ ଏତିହାଦ୍…

କେଉଁ ବୟସରେ ମା’ ହେଲେ ଛୁଆ ହୋଇଥାଏ ବୁଦ୍ଧିମାନ, ମହିଳାମାନେ ନିଶ୍ଚିତ ଜାଣିରଖନ୍ତୁ

ଭାରତୀୟ ସମାଜରେ ଆଜି ମଧ୍ୟ ଛୋଟ ବୟସରେ ଝିଅମାନଙ୍କର ବିବାହ ହୋଇଯାଉଛି । ଏହା ବହୁତ ର୍ଦୁଭାଗ୍ୟପୂର୍ଣ୍ଣ ଅଟେ । ପ୍ରାୟତଃ ପରିବାରରେ ତ ୧୮ବର୍ଷ ହେବା କ୍ଷଣି ହିଁ ଝିଅମାନଙ୍କୁ ବିବାହ କରାଇଦିଅନ୍ତି ।  କିଛି ପରିବାର ଲୋକ ଏବେ ମଧ୍ୟ ସେହି ପରମ୍ପରାଗତ ପୁରୁଣା ଚିନ୍ତା କବଳରେ ରହିଛନ୍ତି…

ବିଏସଏଫ୍ ରେ କନେଷ୍ଟବଳ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି , ଜାଣନ୍ତୁ କେମିତି କରିବେ ଆବେଦନ

ବିଏସଏଫ୍ ରେ କନେଷ୍ଟବଳ ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି  । ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଏହି ପୋଷ୍ଟ ବାହାରିଛି । ବିଏସଏଫ୍ ତରଫରୁ କନେଷ୍ଟବଳ (ଟ୍ରେଡସମ୍ୟାନ୍) ପଦବୀ ପାଇଁ ବିଜ୍ଞପ୍ତି ବାହାରିଛି ।  ଏହି ପୋଷ୍ଟ ପାଇଁ ଆବେଦନ ପାର୍ଥୀଙ୍କ ବୟସ ସୀମା ୧୮ ବର୍ଷ ରୁ ୨୩ ବର୍ଷ ରହିଛି ।…

ଷ୍ଟାଚ୍ୟୁ ଅଫ୍ ୟୁନିଟିର ଆଖପାଖ ଅଞ୍ଚଳରୁ ସ୍ଥାନାନ୍ତର ହେଲେ ୩୦୦ କୁମ୍ଭୀର , ପର୍ଯ୍ୟଟକଙ୍କ ସୁରକ୍ଷାକୁ ନଜରରେ ରଖି…

ଅହମଦାବାଦ : ସରକାର ବିଶ୍ବର ସବୁଠାରୁ ଉଚ୍ଚ ପ୍ରତିମା ଷ୍ଟାଚ୍ୟୁ ଅଫ୍ ୟୁନିଟି ପାଖାପାଖି ଅଞ୍ଚଳରୁ ପ୍ରାୟ ୩୦୦ରୁ ଅଧିକ କୁମ୍ଭୀରକୁ ଉଦ୍ଧାର କରି ଅଲଗା ସ୍ଥାନକୁ ସ୍ଥାନାନ୍ତର କରିବାର ନିଷ୍ପତ୍ତି ନେଇଛନ୍ତି । ବନବିଭାଗ ମୁତାବକ, ପର୍ଯ୍ୟଟକଙ୍କ ପାଇଁ ସି-ପ୍ଳେନ୍ ସେବା ଆରମ୍ଭ କରିବା ପୂର୍ବରୁ…

ଜାହ୍ନବୀଙ୍କୁ ଲାଗିଛି ଏମିତି ନିଶା ଯାହାକୁ ନେଇ ଚିନ୍ତାରେ ବୋନି କପୁର, ବାପା ଝିଅଙ୍କ ଏହି ହ୍ବାଟସଅପ୍ ଚାଟ୍ ହେଲା…

ଆଜିକାଲି ପିଲାଙ୍କୁ ନେଇ ବାପା ମା ମାନେ ସର୍ବଦା ଚିନ୍ତିତ ରହୁଛନ୍ତି । ସାଧାରଣ ଫ୍ୟାମିଲରେ ଏହା ସୀମିତ ହୋଇରହିନାହିଁ ସେଲିବ୍ରେଟିସ୍ ମାନେ ମଧ୍ୟ ସେମାନଙ୍କ ସନ୍ତାନଙ୍କ ଅଭ୍ୟାସ ତଥା ବଦଅଭ୍ୟାସ ପାଇଁ ଚିନ୍ତାରେ । ଯାହା ଭାଇରାଲ ହୋଇଥିବା ଏକ ହ୍ବାଟସଆପ୍ ସ୍କ୍ରିନସଟରୁ ସ୍ପଷ୍ଟ ଜଣାପଡିଛି ।…

ଗିଫ୍ଟ ପ୍ୟାକେଟରେ ଥିଲା ଏମିତି ଜିନିଷ, ଯାହାକୁ ଦେଖି ଷ୍ଟେଜ୍ ଉପରେ ରାଗିଗଲେ ବର

ବିବାହ ସହିତ ଜଡିତ ବିଭିନ୍ନ ପ୍ରକାରର ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଛି । କିନ୍ତୁ ବର୍ତ୍ତମାନ ଏମିତି ଏକ ଭିଡିଓ ଯାହାକୁ ବହୁତ ଲୋକ ଦେଖୁଛନ୍ତି । ଯେଉଁ ଭିଡିଓରେ ବର ସାଜିଥିବା ଯୁବକଙ୍କୁ ଏକ ଗିଫ୍ଟି ଷ୍ଟେଜ୍ ଉପରେ ଦିଆଯାଇଥିଲା । ଏବଂ ଉକ୍ତ ଗିଫ୍ଟିଟିକୁ ଖୋଲିବା ପାଇଁ କୁହାଯାଇଥିଲା ।…

ପ୍ରଥମ ଥର ବିଏସଏନଏଲ୍‌ ଗ୍ରାହକଙ୍କ ପାଇଁ ୪-ଜି ସେବା , ଜାଣନ୍ତୁ କେଉଁଠୁ ହେବ ଆରମ୍ଭ

ବଲାଙ୍ଗିର(କେନ୍ୟୁଜ୍) : ପ୍ରଥମ ଥର ପାଇଁ ବିଏସଏନଏଲ୍‌ ଗ୍ରାହକଙ୍କ ପାଇଁ ବିଏସ୍‌ଏନ୍‌ଏଲ୍‌ ତରଫରୁ ୪-ଜି ସେବା ଯୋଗାଇ ଦିଆଯିବ । ଆଜି ସାଧାରଣତନ୍ତ୍ର ଦିବସରେ ଏହାର ଲଞ୍ଚିଂ ହେବ । କେବଳ ବଲାଙ୍ଗିର ଜିଲ୍ଲାରୁ ପ୍ରଥମେ ଏହାକୁ ଆରମ୍ଭ କରାଯାଉଛି । ଆଗକୁ ବିଭିନ୍ନ ସହରରେ ଏହି ବିଏସଏନଏଲ ଫୋର-…