ରୋଗୀଙ୍କ ପେଟରେ ୧୫ କ୍ୟାନ ବିୟର ପମ୍ପ କରି ଜୀବନ ବଞ୍ଚାଇଲେ ଡାକ୍ତର , ଜାଣନ୍ତୁ କେଉଁଠି ହୋଇଛି ଏହି ବିରଳ ଚିକିତ୍ସା

ଭିଏତନାମ : ବୁର୍ଲା ଭିମସାରରେ ଲୁଣ ଚିକିତ୍ସା କଥା ଚର୍ଚ୍ଚାର ବିଷୟ ପାଲଟିଥିଲା । ଯାହା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ତେବେ ସେହିଭଳି ଏକ ଆଶ୍ଚର୍ଯ୍ୟ ଧରଣର ଆଉ ଏକ ଚିକିତ୍ସା ପଦ୍ଧତି ଏବେ ସମଗ୍ର ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ରୋଗୀଙ୍କୁ ବଞ୍ଚେଇବା ପାଇଁ…

ଏତେ ଖରା ଯେ ତରଳି ଯାଉଛି ରାସ୍ତା, ଜାଣନ୍ତୁ କେଉଁଠି

ଅଷ୍ଟ୍ରେଲିଆ : ବର୍ତ୍ତମାନ ଯେଉଁଠି ବିଶ୍ବର ବହୁ ଦେଶରେ ପ୍ରବଳ ଥଣ୍ଡା ସାଙ୍ଗକୁ ବରଫ ବର୍ଷା ହେଉଛି , ଏହି ପରିପେକ୍ଷୀରେ ଏମିତି ଏକ ଦେଶ ଯେଉଁଠାରେ ଭିଷଣ ଗରମ ଅନୁଭୂତ ହେଉଛି । ଆମେ କଥା ହେଉଛେ ଅଷ୍ଟ୍ରେଲିଆର । ଏହି ଦେଶରେ ଭିଷଣ ଗରମ ହେଉଥିବା ଘଟଣା ସାମ୍ନାକୁ ଆସିଛି । ଏଠାକାର ତାପମାତ୍ରା…

‘ହାଡଫୁଟି’ ବା ‘ଚିକେନ୍ ପକ୍ସ’ର ଦାଗ ରହିଯାଇଛି କି ଆପଣଙ୍କ ତ୍ବଚାରେ? ଏହି ଘରୋଇ ଉପଚାର…

ମୁଖରେ କୌଣସି ବ୍ରଣ କିମ୍ବା ଆନ୍ୟ କେଉଁ କାରଣରୁ ଦାଗ ହୋଇଗଲେ ଆପଣ ବହୁତ ଚିନ୍ତାରେ ପଡିଯାଆନ୍ତି । କାରଣ ତ୍ବଚାରେ ଦାଗ ହେବା ଦ୍ବାରା ନିଜକୁ ଅନକମ୍ଫଟେବଲ ଫିଲ୍ ହୋଇଥାଏ । କିନ୍ତୁ ସେହି ଦାଗ ଯଦି ହାଡଫୁଟି ବା ଚିକେନ୍ ପକ୍ସ ଦ୍ବାରା ହୋଇଯାଏ ତେବେ ତାହା ଦୂର ହେବା ବହୁତ କଷ୍ଟକର ହୋଇପଡିଥାଏ…

ଘନ କୁହୁଡିରେ ଆଚ୍ଛାଦିତ ରାଜଧାନୀ , ରାସ୍ତାରେ ଦେଖାଯାଉ ନାହିଁ ମୁହଁକୁ ମୁହଁ

ଭୁବନେଶ୍ବର(କେନ୍ୟୁଜ୍) : ଆଜି ସକାଳୁ କୁହୁଡିର ବଳୟ ଭିତରେ ଦେଖିବାକୁ ମିଳିଛି ରାଜଧାନୀ । ଘନ କୁହୁଡି ଯୋଗୁଁ ରାସ୍ତାରେ ଯାତାୟତ କରିବା ଏକ ପ୍ରକାର କଷ୍ଟକର ହୋଇପଡିଛି । ଗାଡି ଚାଳକମାନେ ହେଡଲାଇଟ୍ ଦେଇ ଗାଡି ଚଳାଉଛନ୍ତି। ଜାତୀୟ ରାଜପଥରରେ ବିଭିନ୍ନ ସ୍ଥାନରେ ବଡ ଗାଡି ସବୁ ଅଟକି…

ଇନଷ୍ଟାଗ୍ରାମ ଭିଡିଓ ପାଇଁ ବ୍ୟକ୍ତିଙ୍କ ଅଜବ କାଣ୍ଡ, କ୍ରୁଜ ସିପର ୧୧ ମହଲାରୁ ଲମ୍ଫ

ୱାସିଙ୍ଗଟନର ଜଣେ ବ୍ୟକ୍ତି କ୍ରୁଜ୍ ଜାହାଜର ୧୧ତମ ମହଲାରୁ ଡେଇଁ ସିଧା ପାଣିରେ ଯାଇଁ ପଡିଥିଲେ । ଯାହାର ଏକ ଭିଡିଓ ଶୁକ୍ରବାର ଦିନ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଛି । ୨୭ ବର୍ଷିୟ ନିକୋଲୟ ନାୟଦେବ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି ଯେଉଁଥିରେ ତାଙ୍କୁ ଜାହାଜ ଉପରୁ ଡେଇଁବାର ଦେଖିବାକୁ ମିଳିଛି ।…

ପୁଣି ନାବାଳିକା ମା’, ଯାଜପୁର ଦାନଗଦିରେ ଘଟିଛି ଏହି ଅଭାବନୀୟ ଘଟଣା

ଯାଜପୁର(କେନ୍ୟୁଜ୍) : ୧୪ ବର୍ଷର ନାବାଳିକା ହେଲା ମା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଦାନଗଦି ବ୍ଲକ ଅନ୍ତର୍ଗତ ଏକ ଗାଁରେ । କିଛିଦିନ ତଳୁ ରେଲୱେ ବିଭାଗରେ ଠିକାଦାର ଭାବେ କାମ କରୁଥିବା ପିଣ୍ଟୁ ଜେନା ଗ୍ରାମରେ ପାଣିର ଅଭାବ ଥିବାରୁ ନାବାଳିକାକୁ ପାଣି ଜୋଗାଇବା ପାଇଁ ନିୟୋଜିତ…

ପାଦ ଆଙ୍ଗୁଳିରୁ ଜାଣନ୍ତୁ କିପରି ଆପଣଙ୍କ ସ୍ବଭାବ

ପ୍ରତ୍ୟକ ବ୍ୟକ୍ତି ଜନ୍ମରୁ ନିଜର ଏକ ସ୍ବଭାବ ନେଇ ଆସିଥାଏ । ଯାହାର ପ୍ରଭାବ ତା ଜୀବନଯାପନ ଉପରେ ପଡିଥାଏ । ଏହି ପରିପେକ୍ଷୀରେ ବ୍ୟକ୍ତିର ବ୍ୟକ୍ତିତ୍ବ ତା ଶରୀରର କିଛି ଗଢଣୀକୁ ନେଇ ଅନୁମାନ ମଧ୍ୟ କରାଯାଇଥାଏ । ପ୍ରାୟତଃ ଲୋକ ଅନ୍ୟର ମୁହଁକୁ ଦେଖି ଭାବି ବସନ୍ତି କି ଇଏ ରାଗି ସ୍ବଭାବର…

ଗ୍ରେଟର ନୋଏଡାରେ ରାସ୍ତା ଉପରେ ଦେଖିବାକୁ ମିଳିଲା କଲରାପତରିଆ ବାଘ , ହ୍ବାଟ୍ସଆପ୍ ଭାଇରାଲ ହେଲା ଫଟୋ

କେନ୍ୟୁଜ୍ : ଗ୍ରେଟର ନୋଏଡାର ରାସ୍ତା ଉପରେ ବୁଧବାର ରାତିରେ ଏକ କଲରାପତରିଆ ବାଘକୁ ଦେଖି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ଗ୍ରେଟର ନୋଏଡାର ଷ୍ଟେଲର ଜୀବନ ସୋସାଇଟି ପାଖରେ ରାତିରେ କିଛି ଲୋକ କାରରେ ଯାଉଥିବାବେଳେ କାର ଲାଇଟ୍ ଏବଂ ରୋଡ ଲାଇଟର ଆଲୋକ ଦ୍ବାରା ବାଘଟିକୁ ରୋଡ ପାର୍…

ଜୟପୁର ସୌରଗୁଡାରେ ବାବା ଓ ମାତାଙ୍କ ଆବିର୍ଭାବ , ଜୀବନ୍ତ ଠାକୁର ଭାବେ ପୂଜା କରୁଛନ୍ତି ଲୋକେ

ଜୟପୁର(କେନ୍ୟୁଜ୍) : ଜୟପୁର ସୌରଗୁଡା ଅଞ୍ଚଳରେ ଚାଲିଛି ଆଦିଅନନ୍ତାୟ ବାବାଙ୍କ ମହାଯଜ୍ଞ । ଅନ୍ୟାୟ ଅପରାଧରୁ ଦୁରେଇ ସମାଜରେ ମଙ୍ଗଳ ଓ ଶାନ୍ତି ସ୍ଥାପନା ଏହି ଯଜ୍ଞର ମୂଳ ଉଦେଶ୍ୟ ବୋଲି କହିଛନ୍ତି ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକେ । ତେବେ ଦୁଇଟି ମାଟି ମୂର୍ତ୍ତୀରେ ଜୀବନ୍ତ ମଣିଷକୁ ବସାଇ ପ୍ରଭୁ…

ଦେଶରେ ଥିବା ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟରେ ବଢିବ ୨୫ ପ୍ରତିଶତ ନୂଆ ସିଟ୍

ଦେଶରେ ଉଚ୍ଚ ଶିକ୍ଷା ସସ୍ଥାନ ଏବଂ ବିଶ୍ବବିଦ୍ୟାଳୟରେ ସାମାନ୍ୟ ବର୍ଗର ଗରିବଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ୨୦୧୯ର ଶିକ୍ଷା ବର୍ଷରେ ହିଁ ଦେଇଦିଆଯିବ । ଏଥିପାଇଁ ସରକାର ପ୍ରତି ସଂସ୍ଥାରେ ୨୫ ପ୍ରତିଶତ ନୂଆ ସିଟ୍ ବଢେଇବେ । କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ମଙ୍ଗଳବାର ଦିନ ଏନେଇ…

ଚନ୍ଦ୍ରପୃଷ୍ଠରେ ଅଙ୍କୁରିତ ହେଲା କପା ବୀଜ , ଫଟୋ ଜାରି କଲା ଚୀନ ମହାକାଶ ଏଜେନ୍ସି

ଚୀନ(କେନ୍ୟୁଜ୍) : ଚନ୍ଦ୍ରପୃଷ୍ଠରେ ବୃକ୍ଷରୋପଣ କରିବାରେ ସକ୍ଷମ ହୋଇଛି ଚୀନ। ମହାକାଶରେ ଜୈବିକ ସତ୍ତା ସମ୍ଭବ ନେଇ ଗତ ସପ୍ତାହରେ ଚୀନ ପ୍ରେରଣ କରିଥିଲା ଚାଙ୍ଗ-ଇ-୪ଯାନ। ଚୀନ ମହାକାଶ ଏଜେନସି ମଙ୍ଗଳବାର ଜାରି କରିଥିବା ଫଟୋରେ କପା ବୀଜ ଅଙ୍କୁରିତ ହୋଇଥିବା ଦେଖାଯାଇଛି। ପ୍ରଥମ ଥର ପାଇଁ…

ବିବାହ ପରେ ରଣବୀର ସିଂଙ୍କ ଉପରେ ଦୀପିକା ଲଗାଇଛନ୍ତି ଏହି ତିନୋଟି ବ୍ୟାନ୍‌

କେନ୍ୟୁଜ୍ : ବିବାହ ପରେ ରଣବୀର ସିଂ ଉପରେ ଦୀପିକା ଲଗାଇଛନ୍ତି ତିନୋଟି ବ୍ୟାନ୍‌ । ଯାହାର ଖୁଲାସା ନିଜେ ରଣବୀର କରିଛନ୍ତି । ବିଳମ୍ବିତ ରାତି ପର‌୍ୟ୍ୟାନ୍ତ ବାହାରେ ରହିବା , ନଖାଇ ଘରୁ ବାହାରିବା ଓ ଦୀପିକାଙ୍କ କଲ ନଉଠାଇବା ଉପରେ ବ୍ୟାନ ଲାଗିଛି । ଏହି ତିନୋଟି କଥାକୁ ରଣବୀର ବିବାହ ପରେ…