ପ୍ରେମ ପରେ ଏବେ ଲିଭ୍ ଇନ୍ ରିଲେସନସିପରେ ଏହି ଟିଭି ଷ୍ଟାର , ଜାଣନ୍ତୁ ଏମାନେ କିଏ ?

ବଲିଉଡର ଏମିତି ଅନେକ ଷ୍ଟାର ପରସ୍ପରକୁ ପ୍ରେମ କରିଥାନ୍ତି ସେମାନଙ୍କ ମଧ୍ୟରୁ କେତେକଙ୍କ ପ୍ରେମ ସଫଳ ହୋଇଥାଏ ଆଉ କେତେକଙ୍କ ବ୍ରେକଅପ୍ । ତେବେ ଏହାଭିତରେ ସେମାନେ ପରସ୍ପରକୁ ଡେଟ୍ କରିବା ସହିତ ଲିଭ ଇନ୍ ରିଲେସନସିପ୍ ରେ ରହିଥାନ୍ତି । ଯାହାପରେ କେତେକ ପ୍ରେମୀ ଯୁଗଳ ବିବାହ କରିଥାନ୍ତି ଆଉ…

ଭୁଲରେ ମଧ୍ୟ ସରସ୍ବତୀ ପୂଜାରେ କରନ୍ତୁ ନାହିଁ ଏହି ୫ଟି କାମ , ହୋଇଥାଏ ଅଶୁଭ

ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା ଆସନ୍ତା ୧୦ ଫେବୃଆରୀ ୨୦୧୯ ଦିନ ପଡୁଛି । ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥୀରେ ମା’ସରସ୍ବତୀଙ୍କ ପୂଜା ପାଳନ କରାଯାଇଥାଏ । ଧାର୍ମିକ ଗ୍ରନ୍ଥରେ ଏମିତି ମାନ୍ଯତା ରହିଛି କି ଏହି ଦିନ ଶବ୍ଦର ଶକ୍ତି ମନୁଷ୍ଯ ଜୀବନରେ ଆସିଥିଲା । ପୁରାଣରେ ଲେଖା ଅଛି…

‘Triumph’ ୧୪ ଫେବୃଆରୀରେ ଲଞ୍ଚ କରିବ ଦୁଇଟି ନୂଆ ବାଇକ୍ , ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ

ଟ୍ରାୟମ୍ଫ(Triumph) ମୋଟରସାଇକଲ ଇଣ୍ଡିଆ ୧୪ ଫେବୃଆରୀରେ ଦେଶରେ ୨୦୧୯ ଷ୍ଟ୍ରିଟ୍ ଟ୍ବିନ୍ ଏବଂ ଷ୍ଟ୍ରିଟ୍ ସ୍କ୍ରାମ୍ବଲର ବାଇକ୍ ଲଞ୍ଚ କରିବ । ଷ୍ଟ୍ରିଟ୍ ଟ୍ବିନ୍ ଟ୍ରାୟମ୍ଫ ଇଣ୍ଡିଆର ସବୁଠାରୁ ଅଧିକ ବିକ୍ରୀ ହୋଇଥିବା ବାଇକ୍ ଅଟେ । ଏହି ୨୦୧୯ ଟ୍ରାୟମ୍ଫ ଷ୍ଟ୍ରିଟ୍ ଟ୍ବିନ୍ ଏବଂ ଷ୍ଟ୍ରିଟ୍…

ପାକିସ୍ତାନର ଏହି ସହରରେ ମୁସଲମାନଙ୍କ ଠାରୁ ଅଧିକ ବାସ କରନ୍ତି ହିନ୍ଦୁ , କେବେ ହୋଇନଥାଏ କୌଣସି ହିଂସା

ପାକିସ୍ତାନରେ ହିନ୍ଦୁମାନଙ୍କର ଖରାପ ଅବସ୍ଥା ବିଷୟରେ ପୁରାଦୁନିଆ ଜାଣିଛି। ଏଠାରେ କିଛି ଲୋକମାନଙ୍କ ଉପରେ ଅତ୍ୟାଚାର ଏବଂ ଜବରଦସ୍ତି, ଧର୍ମ ପରିବର୍ତ୍ତନ କରିବା ଖବର ସର୍ବଦା ମିଡ଼ିଆରେ ପ୍ରଚାର ହେଉଛି। କିନ୍ତୁ ଏଠାରେ ଏହିଭଳି ସହର ଅଛି ଯେଉଁଠି ଏହିଭଳି ଘଟଣା ଘଟିନଥାଏ। ଆପଣ ଜାଣିଲେ…

ଆଖିଠାରୁ ଆରମ୍ଭ କରି ପାଦ ଡେଇଁବା ପର୍ଯ୍ୟନ୍ତ କ’ଣ ରହିଛି କାରଣ , ଜାଣନ୍ତୁ ଶୁଭ ଅଶୁଭର ପ୍ରଭାବ

ଯେପରି ହସ୍ତରେଖା ଜ୍ୟୋତିଷ ଶାସ୍ତ୍ରରେ ହାତର ରେଖାକୁ ଅଧ୍ୟୟନ କରି ବ୍ୟକ୍ତିର ଭବିଷ୍ୟତ ସମ୍ପର୍କରେ ଜଣାଯାଇଥାଏ , ଠିକ୍ ସେହିପରି ଶରୀରରେ ଥିବା ବିଭିନ୍ନ ଅଙ୍ଗ ହଠାତ୍ ଥରିଯିବା କିମ୍ବା ଡେଇଁବାର ମଧ୍ୟ ଅଲଗା ଅଲଗା କାରଣ ରହିଛି । କିଛି ଅଙ୍ଗ ଡେଇଁବାକୁ ଶୁଭ ବୋଲି ଧରାଯାଇଥାଏ ତ କିଛିକୁ…

ଅସଫଳତାରୁ ସଫଳତା , ଜାଣନ୍ତୁ କିପରି ଥିଲା ଏହି ଷ୍ଟାରଙ୍କ କାହାଣୀ

ରାଜକୁମାର ରାଓ, ସୋନି ଟିଭି ର ସୁପର ଡ଼୍ୟାନ୍ସ ସୋ-୩ ରେ ତାଙ୍କ ଫିଲ୍ମୀ 'ଏକ ଲଡ଼କୀ କୋ ଦେଖା ତୋ ଏସା ଲଗା'ର ପୁରା ଟିମ୍‌ ସହିତ ଫିଲ୍ମୀ ର ପ୍ରମୋସନ କରୁଥିବାର ନଜର ଆସିଛନ୍ତି । ଏହି ଅବସରରେ ସୋନମଙ୍କ ସହ ରାଜକୁମାର ଉକ୍ତ ଫିଲ୍ମୀ ଗୀତରେ ପରର୍ଫମ କରିଥିଲେ ଏବଂ ତାଙ୍କୁ ଡ଼୍ୟାନ୍ସ କରୁଥିବାର…

୨୬ବର୍ଷର ଏହି ସିରିଏଲ୍ କିଲରର ବୟାନ୍ . . କହିଲା, ଛାଡିଦେଲେ ପୁଣି କରିବି ହତ୍ୟା

୨୧ ଜାନୁଆରୀରେ ଯେବେ ବିଠଲ ଭଞ୍ଜତ୍ରୀକୁ ଗିରଫ କରାଗଲା , ସେତେବେଳେ ସେ କର୍ଣ୍ଣାଟକର ଗୁଲବର୍ଗା ଜିଲ୍ଲାର ଅଫଜଲପୁର ଗାଁକୁ ଯାଇଥିବା ମୁମ୍ବାଇ ପୋଲିସ୍ ଟିମ୍କୁ ଚମକାଇ ଦେଇଥିଲା । ସେ ବହୁତ ଶାନ୍ତିର ସହ ସମସ୍ତ ହତ୍ୟାକାଣ୍ଡ ବିଷୟରେ ପୋଲିସକୁ କହିଥିଲା । ଏବଂ କହିଥିଲା କି' ତାକୁ ଯଦି…

ରଙ୍ଗ କହିବ ସମ୍ପର୍କ , ଜାଣନ୍ତୁ ରୋଜ୍ ଡେ’ରେ କାହାକୁ ଦେବେ କେଉଁ ରଙ୍ଗର ଗୋଲପ

ପ୍ରେମ କରିବାର ଖାସ୍ ମାସ ହେଉଛି ଫେବୃଆରୀ । ଏହି ମାସର ଆରମ୍ଭରୁ ହିଁ ପ୍ରେମ ପାଇଁ ମନରେ ଥିବା ଅନୁଭବ ପାଟିରେ ପରିପ୍ରକାଶ କରିବା ପାଇଁ ସୁଯୋଗ ଆଣିଥାଏ । ଖାସ୍ କରି ପ୍ରେମିକା, ପ୍ରେମିକମାନେ ଅପେକ୍ଷା କରିଥାନ୍ତି ଏହି ମାସକୁ । ଏମିତି ଦେଖିବାକୁ ଗଲେ ଭାଲେଣ୍ଟାଇନ୍ସ ଡେ’୧୪ ଫେବୃଆରୀ ଦିନ…

ଏବେ କୁକୁଡା ଦେବ ଆୟୁର୍ବେଦିକ ଅଣ୍ଡା ! ଯାହାକୁ ଖାଇପାରିବେ ନିରାମିଷାସୀ

ଆମିଷ ଏବଂ ନିରାମିଷ ଉଭୟ ପରସ୍ପରଠାରୁ ଭିନ୍ନ । ଆକାଶ ପାତାଳ ଭଳି ଏମାନଙ୍କ ସାମଞ୍ଜସ୍ୟ । ଆପଣ କଣ କେବେ ଭାବି ପାରିବେ କୁକୁଡା କେବେ ନିରାମିଷ ହୋଇପାରିବ? ଏକଥାକୁ ଯିଏ ଯିଏ ବି ଶୁଣିବା ମାତ୍ରେ ନା’ହିଁ କହିବ । କିନ୍ତୁ ଏବେ ବଜାରରେ ଏମିତି କୁକୁଡା ଅଣ୍ଡା ଉପଲବ୍ଧ ହେବ ଯାହାକୁ ନିରାମିଷାସୀ…

ଭାଇରାଲ ହେଲା ଏହି ସେଲ୍ଫି : ଅନୁପମଙ୍କ ଠାରୁ ଅମିତାଭ, ସବୁଠି ଚର୍ଚ୍ଚା

ଜଣେ ଅଚିହ୍ନା ଫଟୋଗ୍ରାଫରଙ୍କ ଦ୍ବାରା ଉଠାଯାଇଥିବା କିଛି ଛୁଆମାନଙ୍କର ନିରୀହ ଫଟୋ, ଦେଖୁ ଦେଖୁ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି । ଏହି ଫଟୋରେ କିଛି ଛୁଆ ସେଲ୍ଫି ନେବା ଭଳି ପୋଜ୍ ଦେଇଛନ୍ତି । ତେବେ ସେଲ୍ଫି ନେଉଥିବା ଛୁଆମାନଙ୍କର ହାତରେ ଫୋନ୍ ବଦଳରେ ଚପଲ ରହିଛି । ଏହି ପାଞ୍ଚ ଜଣ…

ରିଲାଏନ୍ସ ଲିମିଟେଡକୁ ଦେବାଳିଆ ଘୋଷଣା କରିବା ପାଇଁ ନ୍ୟାୟାଳୟର ଦ୍ବାରସ୍ଥ ହେଲେ ଅନୀଲ ଅମ୍ବାନୀ

ମୁମ୍ବାଇ : ଦେଶରେ ପରିଚିତ ବ୍ୟବସାୟୀମାନଙ୍କ ମଧ୍ୟରେ ଅନ୍ୟତମ ଅନୀଲ ଅମ୍ବାନୀ । କିନ୍ତୁ ଏହି ବ୍ୟବସାୟୀ ଜଣଙ୍କ ବର୍ତ୍ତମାନ ଦେବାଳିଆ ସ୍ଥିତିକୁ ଚାଲିଆସିଛନ୍ତି । ଏନେଇ ଗତକାଲି ନିଜ କମ୍ପାନୀ ରିଲାଏନ୍ସ ଲିମିଟେଡକୁ ସେ ଦେବାଳିଆ ଘୋଷିତ କରିବା ପାଇଁ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିବା…

ଇଣ୍ଡିଆ ସ୍କିଲ୍ ରିପୋର୍ଟ-୨୦୧୯ର ଖୁଲାସା : ଏବେ ହାର୍ଡୱେୟାର, ମେନ୍ୟୁଫେକ୍ଚରିଙ୍ଗ୍,ସଫ୍ଟୱେୟାରରୁ ମିଳିବ ରୋଜଗାର

୪୯ ପ୍ରତିଶତ ଭାରତୀୟ ଇଞ୍ଜିନିୟର ଏବେ ବେରୋଜଗାର ରହିବେ ନାହିଁ। ସରକାର ଅନ୍ତରାଷ୍ଟ୍ରିୟ ବଜାରରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ ର ଶିକ୍ଷା ସାମିଲ୍ କରିବା ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି। ସିଆଇଆଇଟି,ଫିକ୍କି,ଏସୌଚମ,ନୌସକାମ,ପିଏଚଡ଼ି ଅଫ କମର୍ସ ଇଣ୍ଡଷ୍ଟ୍ରି ରେ ସରକାର ଆର୍ଟିଫିସିଆଲ…