ଭାରତର ଗଣତନ୍ତ୍ର ଦିବସରେ ଗୁଗୁଲର ସ୍ପେସାଲ୍ ଡୁଡୁଲ୍

ସର୍ଚ୍ଚର ଗନ୍ତାଘର ଗୁଗୁଲ ଆଜି ଭାରତର ୭୦ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ଏକ ବିଶେଷ ଡୁଡୁଲର ସମର୍ପିତ କରିଛି । ଯାହା ଦେଶର ବାସ୍ତୁକଳା ଏବଂ ସାଂସ୍କୃତିକ କିର୍ତ୍ତୀମାନ ସହିତ ଏହାର ସମୃଦ୍ଧି, ଜୈବ ବିବିଧତା ଉପରେ କବଳିତ ରହିଛି । ଏକ ୩ଡି ଇପ୍ରେସନର ଡୁଡୁଲର ପୃଷ୍ଠ ଭୂମୀରେ ଭବ୍ୟ…

ଏୟାର ଇଣ୍ଡିଆର ସାଧାରଣତନ୍ତ୍ର ଦିବସ ଅଫର , ମାତ୍ର ୯୭୯ ଟଙ୍କାରେ କରିପାରିବେ ଯାତ୍ରା 

କେନ୍ୟୁଜ୍ : ଏୟାର ଇଣ୍ଡିଆର ସାଧାରଣତନ୍ତ୍ର ଦିବସ ଅଫର । ଆଜି ସାଧାରଣତନ୍ତ୍ର ଦିବସ ଅବସରରେ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ବିମାନ ମାର୍ଗରେ ଯାତ୍ରୀଙ୍କ ଟିକେଟରେ ଆକର୍ଷଣୀୟ ରିହାତି ଦେଉଛି ଏୟାର ଇଣ୍ଡିଆ । ଏନେଇ ଏୟାରଲାଇନ୍ ପ୍ରବକ୍ତା ସୂଚନା ଦେଇଛନ୍ତି। ତେବେ ଅଫରଟି ହେଉଛି, ଏୟାରଲାଇନ୍…

ବାପା ମା‘ଙ୍କୁ ନିଜ ପାଖରୁ ଦୁରେଇ ନଦେବ ପାଇଁ ଛାତ୍ରଙ୍କ ଅଜବ କାଣ୍ଡ , ଶୁଣିଲେ ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ

ସେ ବାସ୍ତବରେ ଚାହୁଁନଥିଲେ କି ତାଙ୍କ ବାପା ମା’ ତାଙ୍କପାଖରୁ ଦୁରକୁ ଯାଆନ୍ତୁ ବୋଲି । ଯାହାଫଳରେ ଫ୍ରାନ୍ସର ଜଣେ ଛାତ୍ର ନିଜର ମା ଏବଂ ବାପାଙ୍କୁ ନିଜ ପାଖରୁ ନଛାଡିବା ପାଇଁ ଏକ ଏପରି କାଣ୍ଡ କରିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି । ୨୩ ବର୍ଷିୟ ଛାତ୍ର ଜଣଙ୍କ ବାପା ମା ଯାଉଥିବା ପ୍ଳେନର…

ବଢିଯାଉଛି କି ଆପଣଙ୍କ ରକ୍ତଚାପ? ନିୟନ୍ତ୍ରଣ କରିବା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ

ଆଜିକାଲି ରକ୍ତଚାପର ପ୍ରଭାବ ପ୍ରାୟ ସମସ୍ତ ମଣିଷଙ୍କ ପାଖର ଦେଖିବାକୁ ମିଳୁଛି । ଏହି ରୋଗରେ ଆକ୍ରାନ୍ତ ହେବା ପାଇଁ କୌଣସି ବୟସ ସୀମା ନଥାଏ । ରକ୍ତଚାପ ଦ୍ବାରା ବ୍ୟକ୍ତି ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଏ । ଯାହାର ପ୍ରଭାବ ତାର ନିତିଦିନିଆ ଜୀବନ ଉପରେ ପଡିଥାଏ । ତେବେ ଏଥିପାଇଁ ଡାକ୍ତରଙ୍କ…

ଜାଣନ୍ତୁ ପକେଟ୍ ରୁ ପଇସା ଗଳିବା ପଛରେ କଣ ରହିଛି ରହସ୍ୟ

ଆମ ଜୀବନରେ ବହୁତ୍ ସାରା ଘଟଣା ରହିଛି ,ଯାହା ଆମ ଭବିଷ୍ୟତ ଉପରେ ପ୍ରଭାବ ପକାଇଥାଏ। ବେଳେ ବେଳେ ଏମିତି କିଛି ଘଟଣା ଘଟିଥାଏ ଯାହାର ପ୍ରଭାବ କିଛି ସମୟ ପରେ ଦେଖାଦେଇଥାଏ। ଏହିଭଳି ଏକ ଘଟଣା ଯାହା ପ୍ରାୟ ସମସ୍ତଙ୍କ ସହିତ ଘଟିଥାଏ । ଏହିଭଳି ଏକ ଘଟଣା ହେଉଛି ପକେଟ୍ ରୁ ପଇସା ଗଳିବା। ପକେଟ୍…

ଆଜି ଫିଲ୍ମ ଫ୍ରାଇଡେରେ ହଲ୍‌କୁ ଆସିଲା ମଣିକର୍ଣ୍ଣିକା , ଟକ୍କର ଦେଉଛି ଫିଲ୍ମ ଠାକ୍‌ରେ

କେନ୍ୟୁଜ୍ : ଫିଲ୍ମ ଫ୍ରାଇଡେରେ ହଲ୍‌କୁ ଆସିଲା ମଣିକର୍ଣ୍ଣିକା । ଫିଲ୍ମରେ ଝାନ୍‌ସୀ ରାଣୀ ଲକ୍ଷ୍ମୀବାଇଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ବଲିଉଡ କୁଇନ୍‌ କଙ୍ଗନା। ମଣିକର୍ଣ୍ଣିକାରେ ଦମ୍‌ଦାର ଲୁକ୍‌ରେ ନଜର ଆସିଛନ୍ତି ସେ । ଦେଖିବାକୁ ମିଳିଛି ଜବରଦସ୍ତ ଆକ୍ସନ । ସାହସୀ, ନିର୍ଭୀକ ରାଣୀ…

ଆସନ୍ତା ମାସରେ ନୂଆ ଇଲେକ୍ଟ୍ରିକ୍ ଯାନର ହେବ ବଜାର ପ୍ରବେଶ , ଥରେ ଚାର୍ଜ କଲେ ଚାଲିବ ୨୨୦ କିଲୋମିଟର

ଆସନ୍ତା ମାସରେ ଏକ ନୂଆ ଇଲେକ୍ଟ୍ରିକ୍ ଯାନର ବଜାର ପ୍ରବେଶ କରାଯିବ। କ୍ରିସ୍‌ ଇଣ୍ଡିଜେନସ୍ ଟେକ୍ନିକାଲ୍ ଇକ୍ବିପ୍‌ମେଣ୍ଟ୍‌ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏହି ନୂଆ ଇଲେକ୍ଟ୍ରିକ୍ ଯାନର ବଜାର ପ୍ରବେଶ କରାଯିବ। ଭୁବନେଶ୍ବରରେ ଆରମ୍ଭ ହୋଇଥିବା ଏହି କଂପାନି ‘କ୍ରିସ୍‌’ ବ୍ରାଣ୍ଡ୍‌ ନାମରେ…

କଳାଫିତା ପିନ୍ଧିବାର ଏ ହେଉଛି ବୈଜ୍ଞାନିକ ଉଦ୍ଦେଶ୍ୟ , ଏହିଭଳି ଭାବେ ବ୍ୟବହାର କଲେ ହୋଇଯିବେ ମାଲାମାଲ୍

ବହୁତ ସାରା ଲୋକମାନେ ଖରାପ ନଜର ରୁ ବଞ୍ଚିବା ପାଇଁ କଳା ଫିତା ଧାରଣ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏହି ମାମୁଲି କଳା ଫିତା ଖରାପ ନଜରରେ କିଭଳି କବଚ ଭଳି ରକ୍ଷା କରିଥାଏ । ଆଜି ଆମେ ଆପଣଙ୍କୁ କହିବୁ କଳାଫିତା ପିନ୍ଧିବା ପଛର ବୈଜ୍ଞାନିକ କାରଣ ଏବଂ କଳାଫିତା ଶରୀରର କେଉଁ ଅଶଂରେ…

ପ୍ରଶଂସକଙ୍କ ହାତ ମୋଡ଼ି ଦେଲେ କଣ୍ଠଶିଳ୍ପୀ ସୋନୁ ନିଗମ , ସୋସିଆଲ୍ ମିଡିଆରେ ଭିଡିଓ ହେଲା ଭାଇରାଲ୍

ବଲିଉଡ୍ କଣ୍ଠଶିଳ୍ପୀ ସୋନୁ ନିଗମ ପୁଣି ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ । ସୋନୁ ଜଣେ ସେଲ୍ଫି ନେଉଥିବା ପ୍ରଶଂସକଙ୍କ ହାତକୁ ମୋଡ଼ି ଦେଉଥିବାର ଏକ ଭିଡିଓ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଯେଉଁ ଭିଡିଓଟି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ…

ବିଗ୍ ବଜାରର ‘ସବସେ ଶସ୍ତେ ପାଞ୍ଚ ଦିନ’ ସେଲ୍ ଅଫର , ଆକର୍ଷଣୀୟ ଅଫର୍ ସହିତ ରିହାତି ପାଇବେ ଗ୍ରାହକ

ବିଗ୍ ବଜାରର ସବସେ ଶସ୍ତେ ପାଞ୍ଚ ଦିନ ସେଲ୍ ଅଫର । ଏହି ଅଫର ବିଶେଷ କରି ଜାନୁଆରୀ ୨୬ ଅର୍ଥାତ୍ ସାଧାରଣତନ୍ତ୍ର ଦିବସ ପାଇଁ କରାଯାଇଛି । ଏହି ଅବସରରେ ଗ୍ରାହକମାନେ ବିଭିନ୍ନ ସାମଗ୍ରୀ କିଣାକିଣି ଉପରେ ଆକର୍ଷଣୀୟ ଅଫର୍ ଓ ରିହାତି ପାଇପାରିବେ । ବିଗ୍ ବଜାର ପକ୍ଷରୁ ଏନେଇ ସବିଶେଷ ବିବରଣି…

୯ ଦିନ ହେବ ୨୫୦ ଫୁଟ ବୋରୱେଲ ଭିତରେ ୨ ବର୍ଷର ଶିଶୁ , ସାରା ବିଶ୍ୱ କରୁଛି ପ୍ରାର୍ଥନା

ସ୍ପେନର ଏକ ପାହାଡି ଅଞ୍ଚଳରେ ଗତ ଏକ ସପ୍ତାହ ଧରି ୨୫୦ ଫୁଟ୍ ବୋରୱେଲ ଗର୍ତ୍ତରେ ଫଶି ରହିଛି ୨ ବର୍ଷ ଶିଶୁର ଜୀବନ । ଶିଶୁଟିକୁ ଉଦ୍ଧାର କରିବା ପାଇଁ ପାୱରଫୁଲ ମେସିନ ସାହାଯ୍ୟରେ ସୁଡଙ୍ଗ ଖୋଳାଯାଉଥିବା ବେଳେ ପୂରା ବିଶ୍ୱର ଲୋକ ଏହି କୁନି ଶିଶୁଟିଏ ଜୀବନ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନ…

ଓକ୍ସଫାମ୍‌ ରିପୋର୍ଟ : ଭାରତର ୯ ଜଣ କୋଟିପତିଙ୍କ ପାଖରେ ୫୦ ପ୍ରତିଶତ ଲୋକଙ୍କଠାରୁ ଅଧିକ ସମ୍ପତ୍ତି

ଧନୀ ଦିନକୁ ଦିନ ଧନୀ ହେବାରେ ଲାଗିଛନ୍ତି । ଏକଥା ଆମେ ଅନେକ ସମୟରେ ଶୁଣିଛୁ । କିନ୍ତୁ ରିପୋର୍ଟ କହୁଛି ଏକଥା ସତ । ଓକ୍ସଫାମ୍‌ ରିପୋର୍ଟ ଅନୁସାରେ ଭାରତର ୯ ଜଣ କୋଟିପତିଙ୍କ ପାଖରେ ୫୦ ପ୍ରତିଶତ ଲୋକଙ୍କଠାରୁ ଅଧିକ ସମ୍ପତ୍ତି ରହିଛି । ଭାରତରେ ଥିବା କୋଟିପତିଙ୍କ ସମ୍ପତ୍ତି ୨୦୧୮ରେ…