ପ୍ରେଗ୍ନେନ୍ସି କିଟ୍ ନୁହେଁ ମାତ୍ର ୨ ମିନିଟ୍ ରେ ଟୁଥପେଷ୍ଟରୁ ଜାଣନ୍ତୁ ଆପଣ ଗର୍ଭବତୀ କି ନୁହେଁ

ବିବାହ ପରେ ପିରିୟଡ ମିସ୍ ହେବା,ମୁଣ୍ଡ ବୁଲାଇବା,ବାନ୍ତି ହେବା ଦ୍ବାରା ମହିଳାମାନେ ବୁଝିଯାଇଥାନ୍ତି କି ସେମାନେ ଗର୍ଭବତୀ ଅଛନ୍ତି ବୋଲି । ମାଁ ହେବା ତଥା ଗର୍ଭବତୀ ହେବା କଥାକୁ ପକ୍କା ଭାବେ ଜାଣିବା ପାଇଁ ଆପଣ ପ୍ରେଗ୍ନେନ୍ସି ଟେଷ୍ଟ କିଟ୍ ଆଣିଥାନ୍ତି । କିନ୍ତୁ ଯଦି ଆପଣ ଚାହିଁବେ ତ ଘରେ ଥିବା ଏମିତି କିଛି ଜିନିଷରୁ ଜାଣିପାରିବେ କି ଆପଣ ଗର୍ଭବତୀ ଅଛନ୍ତି କି ନାହିଁ ବୋଲି । ସେହି ସବୁ ଭିତରୁ ଟୁଥ୍ ପେଷ୍ଟ ଅନ୍ଯତମ ।

ଆଜି ଆମେ ଆପଣଙ୍କୁ ଟୁଥପେଷ୍ଟର ବ୍ଯବହାର ପ୍ରେଗ୍ନାନ୍ସି ଟେଷ୍ଟ ପାଇଁ କିପରି କରିବେ ତାହାର ସରଳ ପ୍ରକ୍ରିୟା କହିବୁ :

ପ୍ରେଗ୍ନେନ୍ସି ଟେଷ୍ଟ ପାଇଁ ଜରୁରୀ ସାମଗ୍ରୀ

.ସକାଳର ପ୍ରଥମ ୟୁରିନ୍

.ଗୋଟେ ଡିସପୋଜାଲ୍ ଗ୍ଳାସ୍

.ଧଳା ରଙ୍ଗର ଟୁଥପେଷ୍ଟ

pest ଏମିତି କରନ୍ତୁ ପ୍ରେଗ୍ନାନ୍ସି ଟେଷ୍ଟ

ଘରେ ବସି ଏହି ଟେଷ୍ଟ କରିବା ପାଇଁ ଆପଣ ସକାଳେ ଉଠିବା ପରେ ପ୍ରଥମ ୟୁରିନ୍କୁ ଏକ ଡିପୋଜାଲ୍ ଗ୍ଳାସ୍ ରେ ନିଅନ୍ତୁ । ତାହାପରେ ଗୋଟେ ଚାମଚ ଟୁଥପେଷ୍ଟକୁ ସେଥିରେ ଗୋଳାଇ ଦିଅନ୍ତୁ । ଏପରି କରିବା ପରେ ଯଦି ଆପଣଙ୍କ ୟୁରିନ୍ ର ରଙ୍ଗ ବଳଦି ଯାଇ ନୀଳ ରଙ୍ଗ ହୋଇଯାଉଛି ତେବେ ଆପଣ ଜାଣିଦିଅନ୍ତୁ କି ଆପଣ ମାଁ ହେବାକୁ ଯାଉଛନ୍ତି । ଯଦି ଏପରି କିଛି ପରିବର୍ତ୍ତନ ନହେଉଛି ତେବେ ଆପଣ ଗର୍ଭବତୀ ନୁହନ୍ତି ।

test 1ଧ୍ଯାନ ଦିଅନ୍ତୁ :

ଆମ ଦ୍ବାରା କୁହାଯାଇଥିବା ଏହି ପ୍ରକ୍ରିୟା ଶତ ପ୍ରତିଶତ ସତ ହେବ ବୋଲି କିଛି ମାନେ ନାହିଁ । ଯେବେ ବି ଅପଣଙ୍କୁ ଲାଗିବ ଆପଣ ଗର୍ଭବତୀ ଅଛନ୍ତି, ତେବେ ଆପଣ ନିଶ୍ଚିତ ଭାବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

 

 

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.